ଦେଖନ୍ତୁ ଭିଡ଼ିଓ : ମଇଁଷି କରିଦେଲା ସମସ୍ତଙ୍କ ମୁଁହ ବନ୍ଦ,ଭିଡିଓ ଦେଖିବା ପରେ ସବୁକିଛି ଜାଣିପାରିବେ !

ପଶୁ ମାନଙ୍କ ଭିଡ଼ିଓ ବହୁତ ଜଲ୍ଦି ଭାଇରାଲ୍ ହୋଇଯାଆନ୍ତି,ଏବେ ଯେଉଁ ଭିଡ଼ିଓ ଟ୍ୱିଟର ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି,ଗୋଟେ ମଇଁଷି ପଲ, ଏହି ଭିଡିଓ ମାଧ୍ୟମରେ ମଇଁଷି ଭିଡିଓ ତାଙ୍କ ବୁଦ୍ଧି ବିଷୟରେ କୁହାଯାଉଥିବା ସମସ୍ତ ଅପବାଦ କୁ ଉପଯୁକ୍ତ ଜବାବ ଦେଉଥିବାର ଦେଖାଯାଇଛି |

ଭାଇରାଲ୍ ଭିଡିଓ କୁ ଦେଖିବା ପରେ ଆପଣଙ୍କୁ ଏହି ଭିଡିଓ ଫନୀ ଏବଂ ଚମତ୍କାର ମଧ୍ୟ ଲାଗିପାରେ, ଗୋଟେ ମଇଁଷି ଦଳ ଙ୍କୁ ଯେତେବଳେ ଶୋଷ ହୁଏ ସେ କାହାକୁ ଅପେକ୍ଷା ନ କରି ସେ ନିଜ ବୁଦ୍ଧି ଖଟେଇ ନିଜେ ନିଜେ ଠିଆଠିଆ ହୋଇ ହୋଇ ବହୁତ ଆରାମ ରେ ପାଣି ପି ଦିଅନ୍ତି, ନା ତାଙ୍କୁ କାହାର ସାହାଯ୍ୟ ର ଆବଶ୍ୟକ ପଡେ ନା ସେ କାହାକୁ ଆପେଖ୍ୟା କରନ୍ତି,|

ମଇଁଷି ଙ୍କ ବୁଦ୍ଧି ଆଶ୍ଚର୍ଯ୍ୟ କଲା :-

ଭିଡ଼ିଓ ଟି ରେ ଦେଖିବାକୁ ମିଳେ କି ଯେତେବେଳେ ମଇଁଷି ଙ୍କର ଏକ ଦଳ ଯେତେବେଳେ ରାସ୍ତା ରେ ଯାଉଥିଲେ ସେତେବେଳେ ତାଙ୍କୁ ଶୋଷ ଲାଗୁଥିଲା, ଏବଂ ସେମାନେ ଏକ ହ୍ୟାଣ୍ଡ ପମ୍ପ ନିକଟରେ ଅଟକି ଗଲେ, ମଇଁଷି ମାନେ ପାଣି ପିଇବା ପାଇଁ ହ୍ୟାଣ୍ଡ ପମ୍ପ ବ୍ୟବହାର କରିବାକୁ ଚାହାଁନ୍ତି ଏଭଳି ପରିସ୍ଥିତିରେ ସେ ପ୍ରଥମେ ନିଜ ଶିଙ୍ଗରୁ ହ୍ୟାଣ୍ଡ ପମ୍ପର ହ୍ୟାଣ୍ଡେଲକୁ ଉପରକୁ ଉଠାନ୍ତି, ଏହିପରି ଯେତେବେଳେ ପ୍ଲାଟଫର୍ମର ଗର୍ତ୍ତରେ ପାଣି ଭରିଯାଏ, ଏବଂ ସେ ଆରାମରେ ପାଣି ପି ପରେ ସେହିଭଳି, ସେମାନଙ୍କର ପୁରା ଦଳ ମଧ୍ୟ୍ୟ ପାଣି ପିଇବା ପରେ ବାହାରକୁ ବାହାରି ଯାନ୍ତି, ଏହି ଭିଡିଓ ଟି ପ୍ରମାଣ କରେ ଯେ ମଇଁଷି ମାନଙ୍କ ପାଖରେ ମଧ୍ୟ ଏହାକୁ ବ୍ୟବହାର କରିବାର ବୁଦ୍ଧି ଏବଂ ଦକ୍ଷତା ଅଛି |

ଲୋକ ମନେ ନିଜ ନିଜ ପ୍ରତିକ୍ରିୟା ଦେଲେ :-

ଏହି ଭିଡିଓକୁ IFS ଦିପାସୁ କାବ୍ରା ସେୟାର କରିଛନ୍ତି, ଯାହା ସହିତ ସେ ନିଜ କ୍ୟାପସନ୍ ଲେଖିଛନ୍ତି ଏବେ କୁହା “ଅକଲ ବଡ ନା ଭେଷ ”, ଏହି ଭିଡିଓଟି 2.5 ଲକ୍ଷରୁ ଅଧିକ ଭ୍ୟୁ ପାଇଛି ଏବଂ ଭିଡିଓ ଉପରେ ମନ୍ତବ୍ୟ ମାଧ୍ୟମରେ ଏହାର ପ୍ରତିକ୍ରିୟା ଆସିଛି, ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ମଇଁଷି ଟି ଚାଲାକି ର ସହିତ କାମ କରିଛି, ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ମଇଁଷି ର ବୁଦ୍ଧି ବହୁତ ବଡ, ଭିଡିଓରେ ଥିବା ଅଧିକାଂଶ ଲୋକ ମଇଁଷି କୁ ପ୍ରଶଂସା କରିଛନ୍ତି ଏବଂ ଏହା ଆତ୍ମନିର୍ଭରଶୀଳତାର ସବୁଠାରୁ ବଡ ପ୍ରମାଣ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *