ଦୁଇଟି ଗାଡି‌ ମଧ୍ୟରେ ହେଲା ଭୟଙ୍କର ଦୁ-ର୍ଘ-ଟ-ଣା, ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ,ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯେଉଁଥିରେ କେତେବେଳେ କ’ଣ ଭାଇରାଲ ହୋଇଥାଏ ଜଣାପଡିନଥାଏ|ଆପଣ ଆକ୍ସିଡେଣ୍ଟର ଵହୁ ଭିଡିଓ ଦେଖିଥିବେ ଯାହାକୁ ଦେଖି ଶ୍ୱାସ ଅଟକି ଯାଇଥାଏ|ଏହି ଭିଡିଓ ଏପରି ହୋଇଥାଏ ଯେ ଯାହାକୁ ଦେଖି ମୁହଁରୁ ଵାହାରି ଆସେ ହେ ଭଗବାନ ରକ୍ଷାକର|ଏବେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦୁଇଟି ଗାଡି ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଛି|ଏହି ଭାଇରାଲ ଭିଡିଓକୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି|ଏହାସହ ଲୋକମାନେ ସକିଙ୍ଗ କରୁଛନ୍ତି|

ଭିଡ଼ିଓରେ ଦେଖାଯାଇଥାଏ ଯେ ଏହି ଘଟଣା ଗୋଟିଏ ସଡକର|ଏହାକୁ ଜଣେ ବ୍ୟକ୍ତି ବାଇକରେ ଵସି ରେକର୍ଡ କରିଛି|ଭିଡିଓରେ ଗୋଟିଏ ଗାଡି ସାମ୍ନାରୁ ଆସୁଛି|ସେତେବେଳେ ଅଚାନକ ଆଉ ଏକ ରୋଡ଼ରୁ ଗାଡି ଆସେ ଓ ଭୟଙ୍କର ଧକ୍କା ହୋଇଥାଏ|ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି|କିଛି ସମୟ ପରେ ଅଜବ ଘଟଣା ଦେଖିବାକୁ ମିଳେ|ପ୍ରକୃତରେ ଭିଡିଓରେ ଯେଉଁ ଗାଡି ଧକ୍କାରେ ଆଗ ପଲଟିଯାଏ ସେ ସଡକରେ ଆସୁଥିବା ଆଉ ଗୋଟିଏ ଗାଡି ଉପରକୁ ଚଢିଯାଏ|

ଏହି ଭିଡିଓକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ଓ ଲୋକମାନେ ଆଶ୍ଚର୍ୟ୍ଯର ପ୍ରତିକ୍ରିୟା ରଖିଛନ୍ତି|ଭାଇରାଲ ହେଉଥିବା ଏହି ଭିଡିଓ ସୋସିଆଲ ମିଡିଆର ଟୁଇଟରରେ ସେୟାର କରାଯାଇଛି|ଆପଣ ଏହାକୁ ପ୍ରୋଟେଷ୍ଟ ନିଉଜ ପେଜରେ ଦେଖିପାରିବେ|ଭିଡ଼ିଓରେ ଆଡମିନ ଲେଖିଛନ୍ତି ଭିଡିଓ ଶେଷ ଯାଏଁ ଦେଖନ୍ତୁ|

ଏଥିରେ ବହୁ ଲାଇକ ଓ କମେଣ୍ଟ ଆସୁଛି|ଜଣେ ୟୁଜର ଲେଖିଛନ୍ତି ଏତେ ଶୀଘ୍ର ଦୁର୍ଘଟଣା ପରେ ସଡକ ଏତେ ସଫା କେଵେ ଦେଖିନାହିଁ, ମୁଁ ଧଳା କାରର ଚାଳକକୁ ପୁରସ୍କାର ଦେବାକୁ ଚାହେଁ|ଆଉଜଣେ ଲେଖିଛନ୍ତି ଏଭଳି କେଵେ ଦେଖିନାହିଁ ଧଳା କାର ବିଲକୁଲ ସେଫ|ଆଉଜଣେ ଲେଖିଛନ୍ତି ମୁଁ ଜାଣିଛି ଗାଡି କିଏ ଚଳାଉଥିଲା|ଏଥିରେ ଆଶ୍ଚର୍ଯ୍ୟର ଇମୋଜି ଦେଖିବାକୁ ମିଳିଛି|

Leave a Reply

Your email address will not be published. Required fields are marked *