ନାବାଳିକା ଭଉଣୀକୁ ଆପତ୍ତିଜନକ ଅବସ୍ଥାରେ ଦେଖିଦେଲା ଛୋଟଭାଇ, ବିଚଳିତ ହୋଇ ଭଉଣୀ ଘଟାଇଲା ଏମିତି କାଣ୍ଡ,ଜାଣନ୍ତୁ ପୁରା ଘଟଣା

ମହାରାଷ୍ଟ୍ରର ନାଗପୁରରେ ହୃଦୟସ୍ପର୍ଶୀ ଘଟଣା ଘଟିଛି|ଗୋଟିଏ ନାବାଳିକା ଭଉଣୀ ନିଜର ବୟଫ୍ରେଣ୍ଡ୍ ସହ ମିଶି ନିଜର ୧୨ ବର୍ଷୀୟ ଭାଇକୁ ହ-ତ୍ୟା କରିଛନ୍ତି|ପ୍ରକୃତରେ ଭାଇ ତାର ଭଉଣୀ ଓ ବୟଫ୍ରେଣ୍ଡକୁ ଆପତ୍ତିଜନକ ସ୍ଥିତିରେ ଦେଖିନେଲେ ଓ ଘରେ ସବୁକିଛି ବତାଇବାକୁ କହିଲେ|ଘର ଲୋକଙ୍କୁ ଯେପରି ଜଣାନପଡୁ ଏଥିପାଇଁ ନାବାଳିକା ଭଉଣୀ ନିଜର ବୟଫ୍ରେଣ୍ଡ ସହ ମିଶିଭାଇର ହ-ତ୍ୟା କରିଥିଲେ|ପୋଲିସ ଦୁହିଁଙ୍କୁ ଗିରଫ କରିଛି|

ମହାରାଷ୍ଟ୍ରର ନାଗପୁରରେ ବାଡି ପୋଲିସ ଏହି ମାମଲାରେ ଆରୋପି ଭଉଣୀ ଓ ତା ବୟଫ୍ରେଣ୍ଡକୁ ହ-ତ୍ୟା ଆରୋପରେ ଗିରଫ କରିଛି|ସୋମବାର ଦିନ ଆରୋପି ଭଉଣୀ ଘରେ କେହି ନଥିଲେ|ମା ବାପା କୈାଣସି କାମରେ ବାହାରକୁ ଯାଇଥିଲେ|ସେତେବେଳେ ଆରୋପି ଭଉଣୀର ବୟଫ୍ରେଣ୍ଡ୍ ଘରେ ପହଞ୍ଚିଲା|ଏତିକିବେଳେ ଛୋଟଭାଇ ଦୁହିଁଙ୍କୁ ଆପତ୍ତିଜନକ ସ୍ଥିତିରେ ଦେଖି ନେଲେ|

ପୋଲିସ ପଚରାଉଚରା ପରେ ଯେତେବେଳେ ସମସ୍ତ ଘଟଣା ଖୁଲାସା ହୋଇଛି ଯେ ମା ବାପା ଯେତେବେଳେ ଫେରିଲେ ଭଉଣୀ କହିଲା ଯେ ଭାଇ ଖେଳୁଥିବା ସମୟରେ ଚୋଟ ଲାଗିଲା, ଏଥିପାଇଁ ବେହୋସ୍ ହୋଇଯାଇଛି|କିନ୍ତୁ ଯେତେବେଳେ ମା ବାପା ଚେକ କଲେ ଭାଇ ମୃତ ଥିଲା|ମାମଲାରେ ନାଗପୁର ପୋଲିସ ଆରୋପି ଭଉଣୀ ଠାରୁ ହତ୍ୟାକାଣ୍ଡର ଖୁଲାସା କରିଛନ୍ତି|

Leave a Reply

Your email address will not be published. Required fields are marked *