ନ୍ୟୁଜିଲାଣ୍ଡ ଆ-କ୍ର-ମ-ଣ: ଯେତେବେଳେ ସମସ୍ତେ ଡରିକି ପଳାଉଥିଲେ, ସେତେବେଳେ ଏହି ଭାରତୀୟ ଦେଖାଇଥିଲେ ବାହାଦୂରୀ, ବଞ୍ଚାଇଥିଲେ ବହୁତ ଲୋକଙ୍କ ଜୀବନ

ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ଶୁକ୍ରବାର ଦିନ ଏକ ଆତଙ୍କି ହମଲା ହୃଦୟ ଦୋହଲାଇ ଦେଇଥିଲା|ସହରର ମଲରେ ଜଣେ ବ୍ୟକ୍ତି ହାତରେ ଛୁରୀ ନେଇ ଆହ୍ଲା ଆହ୍ଲା ଚିଲାଇ ପାଖାପାଖି ୬ ଲୋକଙ୍କୁ ଆହାତ କରିଥିଲେ|ଯଦିଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହମଲା କରିଥିବା ବ୍ୟକ୍ତିକୁ ଧରିନେଲା କିନ୍ତୁ ଏହା ପୂର୍ବରୁ ଜଣେ ଭାରତୀୟ ଅମିତ ନନ୍ଦ ଯାହାକରି ଦେଖାଇଥିଲେ ତାହା ପ୍ରଶଂସନୀୟ|

ଖବର ଅନୁଯାୟୀ ଅମିତ ନନ୍ଦ ଅକଲାଣ୍ଡ ସ୍ଥିତ ସୁପରମାର୍କେଟକୁ ସଂପି ପାଇଁ ଯାଇଥିଲେ|ଏହି ସମୟରେ ତାଙ୍କୁ ବହୁ ଲୋକଙ୍କ ଆବାଜ ଶୁଣାଗଲା ଫଳରେ ସେ ଡରିଗଲେ ଓ ଏପାଖ ସେପାଖ ଦେଖିବାକୁ ଲାଗିଲେ|ଏହା ପୂର୍ବର ମାମଲା ବୁଝିଥିବା ଲୋକମାନେ ଏପାଖେ ସେପାଖେ ଦୈଡିବା ଆରମ୍ଭ କରିଥିଲେ ଓ ଏହା ମଧ୍ୟରେ ତାଙ୍କ ନଜର ଜଣେ ବ୍ୟକ୍ତି ଉପରେ ପଡିଥିଲା ଯିଏ ହାତରେ ଛୁରୀ ଧରି ଆହ୍ଲା ଆହ୍ଲା ଡାକି ଲୋକଙ୍କୁ ଆକ୍ରମଣ କରୁଥିଲା|

ଅମିତ ଅନୁସାରେ ଯେତେବେଳେ ଲୋକମାନେ ଡରିକି ପଳାଉଥିଲେ ସେତେବେଳେ ତାଙ୍କୁ ବହୁତ ଲୋକ ବିଲ୍ଡିଙ୍ଗ ବାହାରକୁ ବାହାରିବାକୁ କହିଲେ|କିନ୍ତୁ ଏତେବେଳେ ତାଙ୍କ ନଜର ଜଣେ ମହିଳାଙ୍କ ଉପରେ ପଡିଲା ଯିଏ ସାହାଯ୍ୟ ଭିକ୍ଷା କରୁଥିଲେ|ଫଳୟେ ସେ ପଳଇବା ପରିବର୍ତ୍ତେ ମହିଳାଙ୍କ ସାହାଯ୍ୟ କରିଲେ|ଏହାପରେ ତାଙ୍କ ପାଖରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ଡଣ୍ଡା ନେଲେ ଓ ଆକ୍ରମଣକାରୀଙ୍କୁ ଡଣ୍ଡାରେ ପ୍ରହାର କଲେ|ଲଢେଇ ବହୁ ସମୟ ପର୍ଯ୍ୟନ୍ତ ଲାଗିଲା|ଏହାମଧ୍ୟରେ ପୋଲିସ ମାରି ଧରିନେଲା|

ଅମିତ କହିଛନ୍ତି ଯେ ଆକ୍ରମଣକାରୀ ବହୁ ଚାଲାକ ଥିଲା ଓ ତା ପାଖରେ ବଡ ଛୁରୀ ଥିଲା|ସେ ବହୁବାର ଆଲ୍ଲା ଚିଲାଇ ଲୋକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲା|ଅମିତ ସୁପରମାର୍କେଟରେ ମହଜୁଦ ତୈଲିଆ ଓ ନାପକିନ ସାହାଯ୍ୟରେ ଆହତ ଲୋକମାନଙ୍କ ରକ୍ତ ସଫା କଲେ|ଏହାପରେ ସହାୟତା ପାଇଁ ଦଳ ପସଞ୍ଚିଲେ|ଖାସ କଥା ଏହା ଯେ ଯଦି ସେ ସମୟରେ ଅମିତ ସାହାସ ଜୁଟାଇ ନଥାନ୍ତେ ବହୁ ଲୋକଙ୍କ ଜୀବନ ଯାଇଥାନ୍ତା|ଏଥିପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି|

ଏହି ଆତଙ୍କୀ ଶ୍ରୀଲଙ୍କାର ଅଟେ ଯାହାର ବୟସ ୩୨ ବର୍ଷ ଅଟେ|କୁହାଯାଉଛି ଯେ ସେ ୨୦୧୧ରେ ଶ୍ରୀଲଙ୍କାରୁ ଆମେରିକା ଆସିଥିଲା|ଏତିକି କେଵଳ ନୁହଁ ଆତଙ୍କୀ ଭାମଲା ଗତିବିଧି ପାଇଁ ତାକୁ ଜେଲ ମଧ୍ୟ ହୋଇଥିଲା|କିଛି ଦିନ ପୂର୍ବେ ସେ ଜେଲରୁ ଆସିଥିଲା|ପୋଲିସ ଏହା ଉପରେ ୨୪ ଘଣ୍ଟା ନଜର ରଖିବା ସତ୍ୱେ ଏହା ଏତେଵଡ କାଣ୍ଡ କରିଲା|

Leave a Reply

Your email address will not be published. Required fields are marked *