ସ୍ପିନର ୟୁଜବେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ଜବରଦସ୍ତ ଲଢେଇ, ଦେଖନ୍ତୁ ଭାଇରାଲ ଭିଡ଼ିଓ

ଭାରତୀୟ କ୍ରିକେଟ ଟିମର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରୁହନ୍ତି। ନିଜର ପ୍ରତ୍ୟେକ ଫୋଟୋ ଓ ଭିଡ଼ିଓ ଗୁଡ଼ିକୁ ସେ ନିଜର ଫ୍ୟାନ୍ସ ମାନଙ୍କ ସହିତ ଶେୟର କରିଥାନ୍ତି। ତାଙ୍କର ପ୍ରତ୍ୟେକ ଫୋଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଯାଇଥାଏ।

ଚହଲ ଓ ଧନଶ୍ରୀଙ୍କ ଭିଡ଼ିଓ ହେଲା ଭାଇରାଲ:-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Yuzvendra Chahal (@yuzi_chahal23)

ୟୁଜବେନ୍ଦ୍ର ଚହଲ ନିଜର ଇଂଷ୍ଟାଗ୍ରାମରେ ଏକ ଭିଡ଼ିଓ ଶେୟର କରିଥିଲେ। ଏହି ଭିଡ଼ିଓରେ ଧନଶ୍ରୀ ଓ ତାଙ୍କ ମଧ୍ୟରେ ମଜାଦାର ଅନ୍ଦାଜରେ ଯୁକ୍ତିତର୍କ ହେଉଥିଲା। ଭିଡ଼ିଓରେ ଦେଖିବାକୁ ମିଳୁଛି ଧନଶ୍ରୀ ଖାଇବା ପ୍ଲେଟ ଧରି ୟୁଜବେନ୍ଦ୍ରଙ୍କୁ କହୁଛନ୍ତି, ଗରମ ଗରମ ଆଳୁ ପରଟା, ଯାହାକୁ ନେଇ ୟୁଜି କହୁଛନ୍ତି, ଏଥିରେ ଆଳୁ କାଇଁ କୋଉଠି? ଏହାପରେ ଧନଶ୍ରୀ ୟୁଜିଙ୍କୁ କହୁଛନ୍ତି, କାଶ୍ମୀରୀ ପଲଉରେ କାଶ୍ମୀରୀ ଦେଖାଯାଏ ତତେ ଓ ବନାରସୀ ଶାଢ଼ୀରେ ବନାରସ?

ଫ୍ୟାନ୍ସ ଏହି ପୋଷ୍ଟଟିକୁ ବହୁତ ପସନ୍ଦ କରୁଛନ୍ତି ଓ ଏହି ଭିଡ଼ିଓ ବହୁତ ଦ୍ରୁତ ବେଗରେ ଭାଇରାଲ ହେଉଛି। ଏହି ଭିଡ଼ିଓରେ ଶିଖର ଧାୱନ ମଧ୍ୟ ନିଜକୁ କମେଣ୍ଟ ଦେବାରେ ଅଟକାଇ ପାରିନଥିଲେ। ସେ କମେଣ୍ଟରେ ହସିବାର ଇମୋଜି ଦେଇଥିଲେ।

କିଏ ଧନଶ୍ରୀ:-

ଧନଶ୍ରୀଙ୍କର ଡ଼୍ୟାନ୍ସ ରିଲେଟେଡ଼ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି, ଏହି ଚ୍ୟାନେଲରେ 15 ଲକ୍ଷରୁ ଅଧିକ ସବସକ୍ରାଇବର ରହିଛନ୍ତି। ଧନଶ୍ରୀ ବଲିଉଡ ଗୀତକୁ ରିକ୍ରିଏଟ କରିଥାନ୍ତି। ଏହାସହ ସେ ହିପହପ ଟ୍ରେନିଂ ମଧ୍ୟ ଦେଇଥାନ୍ତି। ଏହି ୟୁଟ୍ୟୁବ ଚ୍ୟାନେଲରେ ସେ ନିଜ ଡ଼୍ୟାନ୍ସ ଏକାଡେମୀର ଭିଡ଼ିଓ ଶେୟର କରିଥାନ୍ତି। ସେ 2014 ମସିହାରେ ଡ଼ି ୱାଇ ପାଟିଲ ଡେଣ୍ଟଲ କଲେଜ ନାଭି ମୁମ୍ବାଇରେ ଡିଗ୍ରୀ ପାଇଛନ୍ତି।

ସେପ୍ଟେମ୍ବର 2020 ମସିହାରେ ହୋଇଥିଲା ତାଙ୍କର ବିବାହ:-

କ୍ରିକେଟର ୟୁଜି ଚହଲ ଓ ଧନଶ୍ରୀ ବର୍ମା ବହୁତ ଚର୍ଚ୍ଚିତ କପଲ ଅଟନ୍ତି। ସେ ନିଜର ଫ୍ୟାନ୍ସଙ୍କ ସହିତ ସାଧାରଣତଃ ଭିଡ଼ିଓ ଓ ଫୋଟୋ ଶେୟର କରିଥାନ୍ତି। ୟୁଜବେନ୍ଦ୍ର ଚହଲ ବିଗତବର୍ଷ ଧନଶ୍ରୀଙ୍କ ସହିତ ବିବାହ କରିଥିଲେ।

Leave a Reply

Your email address will not be published. Required fields are marked *