ବନ୍ଦ ଦୋକାନ ଭିତରେ ରାସନୀଳା; ସଟର ଖୋଲି ଉଲ-ଗ୍ନ ଯୁବତୀଙ୍କୁ ଟାଣି ଆଣିଲେ ଲୋକେ, ଆଉ ତା ପରେ….

ସାରା ଦେଶରେ କରୋନା ମ-ହାମା-ରୀ ପାଇଁ ଦେଶବାସୀଙ୍କ ମନରେ ଆତ-ଙ୍କ ସୃଷ୍ଠି ହୋଇଛି। ସାରା ଦେଶରେ ଦିନକୁ ଦିନ କରୋନା ମ-ହାମା-ରୀର ସଂକ୍ର-ମଣ ବୃଦ୍ଧି ହେବାରେ ଲାଗିଛି। ଫଳରେ ଦେଶର ବିଭିନ୍ନ ରାଜ୍ୟରେ ତାଲାବନ୍ଦ କରିବା ସହିତ ଲୋକମାନଙ୍କ ଯାତାୟାତ ଉପରେ ମଧ୍ୟ ରୋକ ଲଗାଯାଇଛି। କିନ୍ତୁ, ଏଭଳି ପରିସ୍ଥିତିରେ ଏମିତି ଲୋକ ଅଛନ୍ତି, ଯେଉଁମାନେ ନିଜ କାମନାକୁ ଚରିତାର୍ଥ କରିବା ପାଇଁ ଲକଡାଉନ ଭଳି ପଦକ୍ଷେପର ଦୁରୁପଯୋଗ କରିବାକୁ ପଛାଉ ନାହାନ୍ତି।

ଏହିପରି ଏକ ଘଟ-ଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଏକ ମାର୍କେଟରେ। ସେଠାରେ ତାଲାବନ୍ଦ ସମୟରେ ଏକ ବନ୍ଦ ମୋବାଇଲ ଦୋକାନ ଭିତରୁ ଜଣେ ଯୁବକ ଏବଂ ଯୁବତୀଙ୍କୁ ଅସଂ-ଯତ ଅବସ୍ଥାରେ ସ୍ଥାନୀୟ ଲୋକେ ଧ-ରିଛନ୍ତି। ଏହି ସମୟରେ ଘଟ-ଣାର ଏକ ଭିଡ଼ିଓ ସିଶିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁସାରେ, ଏକ ବଜ଼ାରରେ ଲକଡ଼ାଉନ ନିୟମକୁ ପାଳନ କରି ଦିନ ୧୧ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ କରି ଦିଆଯାଉଥିଲା। କିନ୍ତୁ, ସେଠାରେ ଥିବା ଏକ ମୋବାଇଲ ଦୋକାନ ଭିତରକୁ ଜଣେ ଯୁବତୀଙ୍କର ପ୍ରବେଶ କରିବା ସହିତ ଭିତରପଟୁ ସଟର ପଡୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହିପରି କିଛିଦିନ ଲଗାତାର ଚାଲିଥିବାରୁ ସ୍ଥାନୀୟ ଲୋକେ ସନ୍ଦେ-ହ କରିଥିଲେ। ଦିନ ସ୍ଥାନୀୟ ଲୋକେ ଏକାଠି ହୋଇ ଉକ୍ତ ଦୋକାନର ସଟରକୁ ଖୋଲିଥିଲେ।

ତେବେ,ସଟର ଖୋଲିବା ପରେ ଭିତରର ଦୃ-ଶ୍ୟ ଦେଖି ଲୋକେ ଆ-ଶ୍ଚର୍ଯ୍ୟ ହୋଇଯାଇଥିଲେ। ଜଣେ ବ୍ୟକ୍ତି ଜଣେ ଯୁବତୀଙ୍କ ସହିତ ଶାରୀ-ରିକ ସମ୍ପର୍କ ରଖିଥିବାରୁ ଦେଖିବାକୁ ମିଳିଥିଲା। ଉତ୍ୟକ୍ତ ଲୋକମାନେ ଦୁଇଜଣଙ୍କୁ ଉଲ-ଗ୍ନ ଅବସ୍ଥାରେ ବାହାରକୁ ଟାଣି ଆଣିଥିଲେ। ଆଉ ଘଟ-ଣା ସମ୍ପର୍କରେ ପୋ-ଲି-ସକୁ ସୂଚନା ଦେଇଥିଲେ। ଆଉ ଘ-ଟଣା ସ୍ଥଳରେ ପୋ-ଲିସ ପହଞ୍ଚି ଉଭୟଙ୍କୁ ଗି-ରଫ କରିଛି।

ତେବେ ଯୁବତୀ ଜଣଙ୍କୁ ଏହି ଘ-ଟଣା ସମ୍ପର୍କରେ ପଚରାବାରୁ ସେ ମୋବାଇଲ ଦୋକାନକୁ ରିଚା-ର୍ଜ କରିବା ପାଇଁ ଯାଇଥିଲେ ଏବଂ ତାଙ୍କର ମୋବାଇଲ ଦୋକାନୀଙ୍କ ସହିତ କୌଣସି ସମ୍ପ-ର୍କ ନାହିଁ ବୋଲି କହିଥିଲେ। ତେବେ ଏହି ଘଟ-ଣାର ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *