୧୪ ବର୍ଷ ଛାତ୍ରଙ୍କ ସହ ପ୍ରେମରେ ପା-ଗଳ ହେଲେ ଟିୟୁସନ ଦିଦି; ବିବାହିତ ହୋଇ ମଧ୍ୟ ଛାତ୍ର ସହ ଜବ-ରଦସ୍ତି ରଖିଲେ ଶାରୀ-ରିକ ସମ୍ପର୍କ

ଶିକ୍ଷକଙ୍କୁ ଭଗବାନଙ୍କ ମାନ୍ୟତା ଦିଆଯାଇଛି। କାରଣ, ଶିଶୁର ଭବିଷ୍ୟତ ଗଢିବାରେ ଜଣେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ, ଏଭଳି ଏକ ଘଟ-ଣା ସାମ୍ନାକୁ ଆସୁଛି, ଯାହା କି ଶିକ୍ଷକ ସମାଜ ଉପରେ କଳ-ଙ୍କିତ କରିଦେଉଛି।

ସୂଚନା ଅନୁସାରେ, ଆମେରିକାର କାଲିଫର୍ଣ୍ଣିଆ ସହରରେ ଏକ ଅଜବ ଘ-ଟଣା ଦେଖିବାକୁ ମିଳିଛି।ସେଠାକାର ଜଣେ ବିବାହିତ ଟିୟୁସନ ଦିଦି ଜଣେ ନାବାଳକ ଛାତ୍ରଙ୍କ ସହିତ ଜୋର ଜବ-ରଦସ୍ତି ଶାରୀ-ରିକ ସମ୍ପର୍କ ରଖିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଆମେରିକାର କ୍ରିଷ୍ଟଲ ଜାକସନ ନାମକ ଜଣେ ମହିଳା ମାଉଣ୍ଟ ନ୍ୟୁ ଇଣ୍ଡିପେଣ୍ଡେଣ୍ଟ ସ୍କୁଲରେ ଶିକ୍ଷୟତ୍ରୀ ଭାବରେ କାମ କରନ୍ତି। ସେ ଏହା ସହିତ କୋଚିଂରେ ମଧ୍ୟ ପାଠ ପଢ଼ାଇଥାନ୍ତି। କୋଚିଂରେ ପାଠ ପଢାଇବା ସମୟରେ ତାଙ୍କର ଜଣେ ୧୪ ବର୍ଷୀୟ ଛାତ୍ରଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏଥିସହିତ ସେ ନାବାଳକଙ୍କ ସହିତ ଜୋର ଜବ-ରଦସ୍ତି ଶାରୀ-ରିକ ସମ୍ପର୍କ ମଧ୍ୟ ରଖିଥିଲେ। ଥରେ ନୁହେଁ କି ଦୁଇ ଥର ନୁହଁ ଛାତ୍ରଙ୍କ ସହିତ ୩ ଥର ଶାରୀ-ରିକ ସମ୍ପର୍କ ରଖିଥିଲେ।

ଯେତେବେଳେ ଘ-ଟଣା ସମ୍ପର୍କରେ ଶିଶୁ କଲ୍ୟାଣ ଅଧିକାରୀ ଜାଣିବା ପରେ ତ-ଦନ୍ତ ଆରମ୍ଭ କରାଯାଇଛି। ଆଉ କୋଚିଂ ଦିଦିଙ୍କ ବି-ରୋ-ଧରେ ମା-ମ-ଲା ଚାଲିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *