ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୬୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ,୦୮ ଜଣଙ୍କର ମୃ-ତ୍ୟୁ

ରାଜ୍ୟରେ ଦିନକୁ ଦିନ କରୋନା ଆ-କ୍ରା-ନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୬୦୯ ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୩୫୪ ଜଣ ଚିହ୍ନଟ ହୋଇଥିବା ସମୟରେ ଲୋକାଲ କେ-ସ ୨୫୫ ଜଣ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରେ ୦୮ ଜଣ ଆ-କ୍ରା-ନ୍ତରେ ମୃ-ତ୍ୟୁ ହୋଇଥିବା ସମୟରେ ରାଜ୍ୟରେ ମୋଟ କରୋନାଜନିତ ମୃ-ତ୍ୟୁ ସଂଖ୍ୟା ୮୦୫୫ କୁ ବୃଦ୍ଧି ହୋଇଛି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୧୨୨ ଜଣ ପଜିଟିଭ ରହିଛନ୍ତି|

ସେହିପରି ଅନୁଗୁଳ ଜିଲ୍ଲାରୁ ୧୨ ଜଣ,ବାଲେଶ୍ଵର ଜିଲ୍ଲାରୁ ୩୧ ଜଣ,ବରଗଡ଼ ଜିଲ୍ଲାରୁ ୦୯ ଜଣ,ଭଦ୍ରକ ଜିଲ୍ଲାରୁ ୧୮ ଜଣ,କଟକ ଜିଲ୍ଲାରୁ ୧୧୩ ଜଣ,ଦେବଗଡ ଜିଲ୍ଲାରୁ ୦୪ ଜଣ,ଢେଙ୍କାନାଳ ଜିଲ୍ଲାରୁ ୦୮ ଜଣ,ଗଞ୍ଜାମ ଜିଲ୍ଲାରୁ ୦୫ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୨ ଜଣ,ଯାଜପୁର ଜିଲ୍ଲାରୁ ୩୧ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩ ଜଣ, କେନ୍ଦୁଝର ଜିଲ୍ଲାରୁ ୦୮ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୧୮୮ ଜଣ,ମାଲକାନଗିରି ଜିଲ୍ଲାରୁ ୦୧ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୧ ଜଣ,ନୟାଗଡ଼ ଜିଲ୍ଲାରୁ ୦୫ ଜଣ,ପୁରୀ ଜିଲ୍ଲାରୁ ୨୦ ଜଣ,ରାୟଗଡା ଜିଲ୍ଲାରୁ ୦୭ ଜଣ,ସମ୍ବଲପୁର ଜିଲ୍ଲାରୁ ୧୬ ଜଣ,ସୁନ୍ଦରଗଡ଼ ଜିଲ୍ଲାରୁ ୦୯ ଜଣ,ଷ୍ଟେଟ ପୁଲରୁ ୪୫ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆ-କ୍ରା-ନ୍ତଙ୍କ ସଂଖ୍ୟା ୧୦୧୨୧୬୭ ଜଣ ଆ-କ୍ରା-ନ୍ତ ଚିହ୍ନଟ ହୋଇଥିବା ସମୟରେ ଜଣ ୯୯୭୦୬୩ ସୁସ୍ଥ ହୋଇସାରିଲାଣି। ୬୯୯୬ ଜଣ ଏବେ ବି ଚିକିତ୍ସାଧୀନରେ ଅଛନ୍ତି। ଆଉ ଆଜି ରାଜ୍ୟରେ ୦୮ ଜଣଙ୍କର ମୃ-ତ୍ୟୁ ଘଟିଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ୧୮୪୭୭୧୩୨ ଟେଷ୍ଟ ହୋଇସାରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *