ଦେଖନ୍ତୁ ଭିଡ଼ିଓ : ସାଇକେଲ ଚଳାଉଥିବା ସମୟରେ ବ୍ୟକ୍ତି ଜଣକ ଏମିତି କଲେ ଯେ , ଲୋକେ ଭିଡ଼ିଓ ଦେଖି କହିଲେ ” ଏଥର ଷ୍ଟଣ୍ଟ ମାରିବା ପୂର୍ବରୁ 100 ଥର ଭାବିବ”

ଆମେ ସବୁ ଜାଣିଛେ ଆଜି କାଲିର ଯୁବବର୍ଗ କିଛି ଅଲଗା କରିବାକୁ ପାଗଳଙ୍କ ପରି ହେଉଛନ୍ତି କାରଣ ତାଙ୍କୁ ଫେମସ ହେବାର ଅଛି ? ଏଥିପାଇଁ ସେ କେବେକେବେ ଏମିତି କିଛି ହରକତ କରିଥାନ୍ତି ଯାହାକୁ ଦେଖି ଲୋକେ ଚିନ୍ତିତ ହୋଇଯାଆନ୍ତି। କେତେଥର ଲୋକେ ଏହାପାଇଁ ନିଜର ଜୀବନକୁ ବାଜିରେ ଲଗାଇ ଦିଅନ୍ତି। ଏଥିରେ କିଛି ଲୋକଙ୍କୁ ସଫଳତା ମିଳିଥାଏ ଓ କିଛିଙ୍କୁ ମଜାକ ର ଶିକାର ହେବାକୁ ପଡ଼ିଥାଏ। ଆଜି ଏହିପରି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହାକୁ ଦେଖିବାପରେ ଆପଣ ହଇରାଣ ତ ହୋଇଯିବେ କିନ୍ତୁ ଏହାପରେ ଜାଣିପାରିବେ।

ଭିଡ଼ିଓ ରେ ଆପଣ ଦେଖିପାରିବେ ବ୍ୟକ୍ତିଟି ବହୁତ ସହଜରେ ସାଇକେଲ ଚଳାଉଛି ଓ ଏହାପରେ ସେ ଷ୍ଟଣ୍ଟ ମାରି ନିଜର ସାଇକେଲକୁ ଉଡାଉଛି ଓ ଏହାପରେ କୌଣସି ଜିନିଷରେ ଯାଇ ଧକା ଖାଉଛି ଓ ଏହାପରେ ଏହାର ବାଲାନ୍ସ ବିଗିଡ଼ି ଯାଉଛି। ଏହାପରେ ସେ ମୁହଁ ମାଡ଼ି ତଳେ ପଡ଼ିଯାଉଛି।

ଲୋକମାନେ ନାକେବଳ ଏହି ଭିଡ଼ିଓକୁ ଶେୟର କରୁଛନ୍ତି ବରଂ ଏଥିରେ ବିଭିନ୍ନ ପ୍ରକାର କମେଣ୍ଟ ଓ ରିଆକ୍ସନ ଦେଉଛନ୍ତି। ଲୋକମାନେ ଜାଣି ପାରୁନାହାନ୍ତି କି, ଏମିତି ଖତରନାକ ଷ୍ଟଣ୍ଟ ପାଇଁ ସେ ସାଇକେଲ ବାଲାର ପ୍ରଶଂସା କରିବେ ନା ତାକୁ ବୋକା କହିବେ। ଜଣେ ୟୁଜର କମେଣ୍ଟ କରି ଲେଖିଥିଲେ, ଏହି ପ୍ରକାର ଷ୍ଟଣ୍ଟ ପାଇଁ ଆମକୁ ପ୍ରାକ୍ଟିସ କରିବା ଆବଶ୍ୟକ। ଆଉଜଣେ କମେଣ୍ଟ କରିଥିଲେ, ଆଉଥରେ ଷ୍ଟଣ୍ଟ କରିବା ଆଗରୁ ଶହେ ଥର ଭାବିବା ଉଚିତ।

ଦେଖନ୍ତୁ ଭିଡ଼ିଓ:-

ଟ୍ୱିଟର ରେ ଏହି ଭିଡ଼ିଓକୁ @HldMyBeer ନାମକ ଆକାଉଣ୍ଟରୁ ଶେୟର କରାଯାଇଥିଲା। ଏହି ଭିଡ଼ିଓ ସହିତ ସେ କ୍ୟାପ୍ସନରେ ଲେଖିଥିଲେ। ଏହି ଭିଡ଼ିଓଜୁ ବର୍ତ୍ତମାନ ସୁଦ୍ଧା 35 ହଜାର ଲୋକ ଦେଖିସାରିଛନ୍ତି ଓ 1300 ଲୋକ ଏହାକୁ ପସନ୍ଦ କରିଛନ୍ତି।

Leave a Reply

Your email address will not be published. Required fields are marked *