ଦେଖନ୍ତୁ ଭିଡ଼ିଓ : ଯୁବକଟି ନିଜର ବନ୍ଧୁଙ୍କ ସହିତ କଲା ଏମିତି ମଜାକ, ଦେଖିଲେ ଆପଣ ନିଜର ହସ ଅଟକାଇ ପାରିବେ ନାହିଁ

ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାରର ଭିଡ଼ିଓ ଭାଇରାଲ ହୋଇଥାଏ। କିଛି ଭିଡ଼ିଓ ଇମୋଶନାଲ ହୋଇଥିବା ବେଳେ କିଛି ଭିଡ଼ିଓ ବହୁତ ମଜାଳିଆ ହୋଇଥାଏ। ସେହିପରି ପ୍ରାଙ୍କ ଭିଡ଼ିଓ ଏବେ ବହୁତ ସୋସିଆଲ ମିଡିଆରେ ପସନ୍ଦ କରାଯାଉଛି। ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ହସି ହସି ବେଦମ ହୋଇଯିବେ। ଏହି ଭିଡ଼ିଓରେ ଜଣେ ଯୁବକ ଆଉଜଣେ ଯୁବକ ସହିତ ଯାହା ହରକତ କଲା ତା ଉପରେ ମାଡ଼ ହେବା ନିଶ୍ଚିତ ଦରକାର। ଏହି ଭିଡ଼ିଓ ସତରେ ବହୁତ ମଜାଦାର ଅଟେ।

ଭାଇ, ଭଉଣୀ ସାଙ୍ଗ ଓ ସାଥିଙ୍କ ମଧ୍ୟରେ ହସ ଖୁସି ତ ଚାଲି ରହିଥାଏ। କିନ୍ତୁ ଏହି ଯୁବକ ନିଜର ସାଙ୍ଗକୁ ଫସାଇବାକୁ ଏମିତି କିଛି କଲା ଯାହା ଦେଖିଲେ ଆପଣଙ୍କୁ ହସ ଲାଗିବ ଓ ନିଶ୍ଚୟ ମାଡ଼ ମାରିବାକୁ ଇଛା ହେବ। ଭିଡ଼ିଓରେ ଦେଖାଯାଉଛି ଜଣେ ମହିଳା ବହୁତ ଆରାମରେ ବେଡ଼ ଉପରେ ଶୋଇଛନ୍ତି, ସେତେବେଳେ ଦୁଇଜଣ ଯୁବକ ରୁମ ଭିତରକୁ ଆସୁଛନ୍ତି ଓ ମହିଳାଙ୍କୁ ହଟହଟା କରିବାକୁ ଚାହୁଁଛନ୍ତି। ଜଣେ ଯୁବକ ଆଗକୁ ଯାଇ ଜୋରରେ ମହିଳାଙ୍କୁ ବେଲଟ ରେ ମାରୁଛି ଓ ବହୁତ ଜୋରରେ ସେ ଅନ୍ୟ ରୁମକୁ ଦୌଡ଼ୁଛି। ଯିବା ପୂର୍ବରୁ ହଠାତ କବାଟ ପାଖରେ ଛିଡ଼ା ହୋଇଥିବା ଅନ୍ୟ ଜଣେ ବନ୍ଧୁ କବାଟ ଦେଇଦେଉଛି ଓ ବିଚରା ପିଲାଟି ସେଇଠି ରହି ଯାଉଛି। ଏହାପରେ ମହିଳା ଉଠି ଯାଉଛନ୍ତି।

ଦେଖନ୍ତୁ ଭିଡ଼ିଓ:-

ଏହି ଭିଡ଼ିଓ ଦେଖିବା ପରେ ଆପଣ ହସି ହସି ରହି ପାରିବେନାହିଁ। ଏହି ମଜାଦାର ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁତ ଜୋରରେ ଭାଇରାଲ ହେଉଛି। ଏହି ଭିଡ଼ିଓ ଲୋକଙ୍କୁ ବହୁତ ପସନ୍ଦ ମଧ୍ୟ ଆସୁଛି। ଲୋକମାନେ ଏହାକୁ ପରସ୍ପର ସହ ଶେୟର କରୁଛନ୍ତି ଓ ଏଥିରେ କମେଣ୍ଟ ମଧ୍ୟ କରୁଛନ୍ତି। ଏହାକୁ ଦେଖିବାପରେ ଆପଣଙ୍କୁ ମଜା ଆସିଯିବ ଓ ନିଜର ବନ୍ଧୁ ଓ ସାଙ୍ଗ ସାଥିଙ୍କ କଥା ମଧ୍ୟ ମନେ ପଡ଼ିଯିବ।

Leave a Reply

Your email address will not be published. Required fields are marked *