ନୋଟର ଦାମ ୩ ଲକ୍ଷ: ୭୮୬ ସିରିଜ ନମ୍ବର ବିଶିଷ୍ଟ ସ୍ଵତନ୍ତ୍ର ନୋଟ ଥିଲେ ଆପଣ ହେବେ କୋଟିପତି

ଦୁନିଆରେ ଏମିତି ଲୋକ ଅଛନ୍ତି, ଯେଉଁମାନେ ସ୍ଵତନ୍ତ୍ର ସିରିଜ ଥିବା ମୁଦ୍ରା ସଂଗ୍ରହ କରିବାକୁ ପସନ୍ଦ କରନ୍ତି। ଯଦି ଆପଣ ବି ଏମିତି ମୁଦ୍ରା ସଂଗ୍ରହ କରିବାକୁ ପସନ୍ଦ କରନ୍ତି, ତାହେଲେ ଆପଣଙ୍କ ପାଇଁ ଖୁସି ଖବର। ଆପଣ ହୋଇପାରିବେ କୋଟିପତି। କାରଣ ଏଭଳି ମୁଦ୍ରା ସର୍ବଦା ଚାହିଦା ରହିଥାଏ।

୭୮୬ ସିରିଜ ନୋଟରେ ୩ ଲକ୍ଷ ଟଙ୍କା ମିଳିପାରିବ

ପ୍ରତ୍ୟେକ ନୋଟ ଉପରେ କିଛି ନମ୍ବର ଲେଖାଯାଇଥାଏ। ଯଦି ଆପଣଙ୍କ ପାଖରେ ୭୮୬ ସିରିଜ ନମ୍ବର ବିଶିଷ୍ଟ ନୋଟ ଅଛି। ତାହେଲେ, ଆପଣ ୩ ଲକ୍ଷ ଟଙ୍କା ରୋଜଗାର କରିପାରିବେ। କିନ୍ତୁ, ଏଠାରେ ପ୍ରଶ୍ନ ଉଠୁଛି ଯେ କେମିତି ରୋଜଗାର କରିବେ? ଏଥିପାଇଁ ଆପଣଙ୍କୁ ନୋଟକୁ ନିଲାମ କରିବାକୁ ପଡ଼ିବ। ନିଲାମ ମାଧ୍ୟମରେ ଆପଣ ନୋଟ ସାହାର୍ଯ୍ୟରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ।

ଆପଣ ନିଲାମ ପାଇଁ ଚିନ୍ତିତ କି, ସେଥିପାଇଁ ଆପଣଙ୍କୁ eBay ରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ଏହି ୱେବସାଇଟ ମାଧ୍ୟମରେ ଅନେକ ଲୋକ ନୋଟ ବିକିବା ସହିତ କ୍ରୟ ମଧ୍ୟ କରିଥାନ୍ତି। ଏଥିସହ ଅନ୍ୟ ପ୍ଲାଟଫର୍ମରେ ଏହାର ଲାଭ ମଧ୍ୟ ଉଠାଇପାରିବେ।

eBAYରେ କେମିତି କରିବେ ନିଲାମ

ପ୍ରଥମେ www.ebay.com ରେ ଲଗଇନ କରନ୍ତୁ। ଲଗଇନ ପରେ ଏହାର ହୋମ ପେଜର ରେଜିଷ୍ଟ୍ରେସନ ଟ୍ୟାବ ଉପରେ କ୍ଲିକ କରି Seller ଭାବରେ ରେଜିଷ୍ଟେସନ କରନ୍ତୁ। ଏହା ପରେ ନୋଟର କିଛି ଫଟୋ ଉଠାଇ eBAY ରେ ଅପଲୋଡ କରନ୍ତୁ। ତା’ପରେ eBAYରେ ଆପଣଙ୍କୁ କ୍ରେତାମାନଙ୍କର ଏକ ତାଲିକା ଜାରି କରିବ। ଏହାପରେ ଯେଉଁମାନେ ଏହି ନୋଟ କିଣିବା ପାଇଁ ଇଚ୍ଛୁକ, ସେମାନେ ଆପଣଙ୍କ ସହିତ ଯୋଗାଯୋଗ କରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *