ଦେଖନ୍ତୁ ଭିଡ଼ିଓ :ଆରାମ ସେ ଏକ୍ସସରସାଇଜ୍ କରୁଥିଲେ ମହିଳା, ହଠାତ ହେଲା ଲକ୍ଷ୍ୟଭ୍ରଷ୍ଟ ଓ ଜୋରରେ ଖସି ତଳେ ଖସି ପଡିଲେ

ସୋସିଆଲ ମିଡିଆରେ ଏକ୍ସରସାଇଜର ଭିଡିଓ ଖୁବ ଭାଇରାଲ ହୋଇଥାଏ|କିଛି ଲୋକ ଏକ୍ସରସାଇଜ ପାଇଁ ଖାସ ଭାବରେ କ୍ରେଜି ହୋଇଥାନ୍ତି ଓ ନିଜର ଅଧିକାଂଶ ସମୟ ଜିମରେ ବିତାଇଥାନ୍ତି|ସୋସିଆଲ ମିଡିଆରେ ଏକ ଯୁବତୀଙ୍କ ଏକ୍ସରସାଇଜ୍ ଭିଡିଓ ଭାଇରାଲ ହେଉଛି|ଏହି ଭିଡିଓକୁ ଦେଖିକି ଆପଣଙ୍କୁ ହସ ମଧ୍ୟ ଆସିପାରେ|

ଜିମ ଯାଉଥିବା ଲୋକେ ନିଜର ଫିଟନେସକୁ ନେଇ ବହୁତ ସଜାଗ ହୋଇଥାନ୍ତି|ତାଙ୍କୁ ଏକ୍ସସରସାଇଜ୍ ସମୟରେ ବ୍ୟବହୃତ ହେବାକୁଥିବା ମେସିନ ସମ୍ପର୍କରେ ମଧ୍ୟ ଭଲ ଜଣା ଥାଏ|ସୋସିଆଲ ମିଡ଼ିଆ ସାଇଟ୍ ଟୁଇଟରରେ ହୋଲ୍ଡ ମାଇ ବିଅର ନାମକ ଏକାଉଣ୍ଟ୍ ରହିଛି|ଏଥିରେ ବହୁସଂଖ୍ୟାରେ ଫନି ଭିଡିଓ ଅପଲୋଡ଼ କରାଯାଏ|ଏବେ ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ସୁଇଙ୍ଗ କରି ଏକ୍ସସରସାଇଜ କରୁଛନ୍ତି|

ଏହି ଯୁବତୀ ଵହୁ ଅନୁଭବୀ ଓ ଟ୍ରେଣ୍ଡ ଜଣାଯାଉଛି|କିନ୍ତୁ ବେଳେ ବେଳେ ଭଲ ଓ ଅନୁଭବ ଥିବା ଲୋକଙ୍କ ମଧ୍ୟ ଭୁଲ ହୋଇଥାଏ|ଏହି ଭିଡିଓରେ ନଜର ଆସୁଥିବା ମହିଳା ସୁଇଙ୍ଗ କରି ଏକ୍ସସରସାଇଜ କରୁଥିଲେ ତ ସେତେବେଳେ ଗଣିତ ଅଗଡବଗଡ ହେଲା ଓ ସେ ଜୋରରେ ତଳେ ପଡିଗଲେ|ତାଙ୍କୁ ଲାଗୁଥିଲା ଯେ ସେ ଉଡୁଥିବା ସମୟରେ ସୁଇଙ୍ଗ ବାଲା ଦଣ୍ଡ ଧରିନେଵେ କିନ୍ତୁ ସେ ଦୂରରେ ରହିଗଲେ|

ଟୁଇଟରରେ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩୨ହଜାରରୁ ଉର୍ଦ୍ଧ୍ବ ଲୋକ ଦେଖିସାରିଲେଣି|ଅଧିକାଂଶ ଲୋକଙ୍କ ଦୁଃଖ ଯେ ମହିଳା କିଛି ଦୂର ପାଇଁ ନିଜ ମିଶନରୁ ଦୁରେଇ ଗଲେ|

Leave a Reply

Your email address will not be published.