ମୃତ୍ୟୁର ବିଲକୁଲ ପାଖାପାଖି ଥିଲେ ଯୁବତୀ,ବ୍ଲୂ ହ୍ୱଲ ମାଛ ଦେଲା ଧକ୍କା ଓ ଆଉ ତା ପରେ … ଦେଖନ୍ତୁ ଏହି ଭିଡିଓ

ଏକ ବିଶାଳକାୟ ବ୍ଲୁ ହ୍ୱଲ ବାସ୍ତବରେ ଜଣେ ମହିଳାଙ୍କ ପାଖକୁ ଆସିଲା ଯିଏ ଗଭୀର ସମୁଦ୍ରରେ ପେଡାଲ ବୋଟିଙ୍ଗ କରୁଥିଲେ|ପୁରା ଘଟଣା ଡ୍ରୋନ କ୍ୟାମେରାରେ କଏଦ୍ ହୋଇଯାଇଛି, ଯେଉଁ ଦୃଶ୍ୟ ହୃଦୟସ୍ପର୍ଶୀ|ବିଶାଳ ହ୍ୱଲ ପେଡଲ ବୋର୍ଡର ଉପରେ ସବାର ଆର୍ଜେଣ୍ଟିନାର ଗଲ୍ଫ ନୁଆଭୋ କୁ କ୍ଯାକିଙ୍ଗ କରୁଥିବା ସମୟରେ ନିଜର କହୁଣୀରେ ହଲ୍କା ଧକ୍କା ମାରିଲା|ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି|ଯଦିଓ ସେ ସମୟରେ ଯଦି ବ୍ଲୁ ହ୍ୱଲର କୈାଣସି ସମସ୍ୟା ହୋଇଥାନ୍ତା ଯୁବତୀଙ୍କ ଜୀବନ ଯାଇଥାନ୍ତା|

ଯଦିଓ ଏହି ଭିଡିଓ ଦେଖିବା ପରେ ବହୁତ ସୁଟିଂ ଦେଖାଯାଉଛି, କିନ୍ତୁ କ୍ୟାକିଙ୍ଗ କରୁଥିବା ଆର୍ଜେଣ୍ଟିନାର ଗଲ୍ଫର ଜାନ ବିଲ୍କୁଲ ହାଲ୍କା ଦେଖାଯାଉଛନ୍ତି|ବିଶାଳ ହ୍ୱଲକୁ ଦେଖିକି କେହିଵି ଡରିଯିବ ହଡବଡେଇ ଯିବ କିନ୍ତୁ ଏହି ଗଲ୍ଫ ଖେଳାଳୀ ବୁଝାମଣା ଓ ହୁସିଆର ସହ ସାମ୍ନା କଲେ|ଏହି ଭିଡିଓ ଦେଖିବାପରେ ନେଟେଜେନ୍ସ ବହୁତ ଖୁସି ଅଟନ୍ତି|୫୪ ସେକେଣ୍ଡର ଏହି ଭିଡିଓରେ ବ୍ଲୁ ହ୍ୱଲକୁ ପେଡଲ ବୋର୍ଡର ପାଖକୁ ଆସି ଓ ତଳକୁ ଯିବା ଦେଖାଯାଇଛି|

ଫଟୋଗ୍ରାଫର ମେକ୍ସି ଜୋନାସ କ୍ଲିପକୁ ସେୟାର କରି ଟୁଇଟ୍ କରିଛନ୍ତି ଯାହାକୁ ୨ମିଲିଅନରୁ ଉର୍ଦ୍ଧ୍ବ ଥର ଦେଖାଯାଇଛି|ମେକ୍ସି ଟୁଇଟର କ୍ଯାପ୍ସନରେ ଲେଖିଛନ୍ତି ଯେ,”ମୋତେ ଲାଗେ ଯେ ଆଜି ମୁଁ ମୋ ଜୀଵନର ସବୁଠାରୁ ଭଲ ବ୍ଲୁ ହ୍ୱଲ ଡ୍ରୋନ ଭିଡିଓ ବନାଇଲା”|ଜଣେ ଲୋକାଲ ସ୍ପୋର୍ଟସ ଟୁରିଜିମ ଆପରେଟର କହିଛନ୍ତି ଯେ ଏହା ଦୁର୍ଲଭ କ୍ଷଣ ଯାହାର କଳ୍ପନା କରାଯାଇପାରିବ ନାହିଁ|ଏହା ବିଷୟରେ ଆପଣ କ’ଣ ଭାବୁଛନ୍ତି ‌ନିଶ୍ଚୟ କମେଣ୍ଟ କରନ୍ତୁ|

Leave a Reply

Your email address will not be published.