ଫ୍ରି ହଗ ନାଁରେ ଯୁଵକ ଏମିତି ବନାଇଲା ଲୋକଙ୍କୁ କଲା ବୋକା, ଦେଖନ୍ତୁ ଏହି ଫନି ପ୍ରାଙ୍କ ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ|କିଛି ଭିଡିଓ ଇମୋସନାଲ ହୋଇଥାଏ ଯାହାକୁ ଦେଖିବାମାତ୍ରେ ଆଖିରୁ ଲୁହ ଝରିପଡେ|କିଛି ଭିଡିଓ ଏପରି ହୋଇଥାଏ ଯେ ଯାହାକୁ ଦେଖି ହସିହସି ଗଡିଯିବେ|ଏହିଭଳି ପ୍ରାଙ୍କ ଭିଡିଓକୁ ସୋସିଆଲ ମିଡିଆରେ ପସନ୍ଦ କରାଯାଇଥାଏ ଯାହାକୁ ଦେଖିବାମାତ୍ରେ ହସ ଆସିବା ସ୍ୱଭାବିକ|ଏମିତି ଭାଇରାଲ ହୋଉଥିବା ଏହି ଭିଡିଓକୁ ଦେଖି ଆପଣ ହସିହସି ଗଡିଯିବେ|ଏହି ଭିଡିଓ ପ୍ରକୃତରେ ମଜାଦାର|

ରୋଷେଇ,ଗୀତ,ମ୍ୟାଜିକ୍ ଟ୍ରିକ ଠାରୁ ନେଇ ବିଭିନ୍ନ ପ୍ରକାରର ଭିଡିଓ ଇଣ୍ଟରନେଟରେ ମହଜୁଦ ରହିଛି|ଏମିତି ଲୋକଙ୍କ ମଧ୍ୟରେ ମଜାମସ୍ତି ଭିଡିଓ ବହୁତ ପସନ୍ଦ କରିଥାନ୍ତି|ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଯୁବକଙ୍କ ସହ ଏପରି ମଜାକ ହୋଇଥିଲା ଫଳରେ ସେ ହକ୍କା ବକ୍କା ହୋଇଥିଲା|ଏହି ଭିଡିଓରେ ଦେଖିପାରିବେ ଯେ ଜଣେ ଯୁବତୀ ରାସ୍ତା କଡ଼ରେ ବୋର୍ଡ ନେଇ ଠିଆ ହୋଇଥାଏ ଯେଉଁଥିରେ ଲେଖା ହୋଇଥାଏ”ଫ୍ରି ହଗ୍ସ”|ଏହା ଦେଖି ଜଣେ ଯୁବକ ବହୁତ ଖୁସି ହୋଇଯାଏ ଓ ଡେଇଁ ଡେଇଁ ଯୁବତୀଙ୍କ ପାଖରେ ଗଳା ମିଳେଇବା ପାଇଁ ପହଞ୍ଚେ,ସେ ନିଜ ବୋର୍ଡ ସାମ୍ନାରୁ ହଟାଏ ଓ ଏହା କ’ଣ ସେଠାରେ ଯୁବତୀ ନାହିଁ ପରିବର୍ତ୍ତେ ଏକ ଯୁବକ ହୋଇଥାଏ ଯିଏ ଯୁବତୀ କପଡା ପିନ୍ଧି ଠିଆ ହୋଇଥିଲା|

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by B A K C H O D I (@bakchod_baba_)

ସବୁଠାରୁ ମଜାଦାର କଥା ଏହା ଯେ ସେ ଲୋକଙ୍କୁ ବୋକା ବନାଇବାକୁ ନିଜ କାନ୍ଧରେ ଏକ ଯୁବତୀଙ୍କ ପୁତଲା ଟାଙ୍ଗିଥାଏ ଯାହାକୁ ଦେଖି ଲୋକେ କନଫ୍ୟୁଜନ ହୋଇଯାଆନ୍ତି ଓ ତାକୁ ଯୁବତୀ ଭାବି ହଗ କରିବାକୁ ଆସନ୍ତି|ଏହି ଭିଡିଓ ପ୍ରକୃତରେ ମଜାଦାର|ସୋସିଆଲ ମିଡିଆରେ ଏହି ପ୍ରାଙ୍କ ଭିଡିଓ ଜମେଇ କରି ଭାଇରାଲ ହେଉଛି|ଯେ ଦେଖିଲା ହସିହସି ଗଡିଗଲା|ଲୋକମାନେ ଏହି ଭିଡିଓକୁ ନା କେବଳ ସେୟାର କରୁଛନ୍ତି ଏହା ସହ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି|ଏହି ଯୁଵକଙ୍କ ସଇତାନି ଅନ୍ଦାଜ ପ୍ରକୃତରେ ମଜାଦାର|ଅନ୍ୟ ଲୋକମାନଙ୍କ ଏକ୍ସପ୍ରେସନ ବହୁତ ମଜାଳିଆ ହୋଇଥାଏ ଯାହାସହ ପ୍ରାଙ୍କ କରାଯାଏ|ଏହା ବହୁତ ମଜାଦାର ହେବ|

Leave a Reply

Your email address will not be published. Required fields are marked *