କୋଲ ଇଣ୍ଡିଆରେ ଵମ୍ପର ଅଫର: ଖାଲିପଡିଛି ୫୮୮ ମ୍ଯାନେଜମେଣ୍ଟ ଟ୍ରେନିଂ ପଦବୀ

କୋଲ ଇଣ୍ଡିଆରେ ଚାକିରି କରିବାକୁ ଇଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ| ଗେଟର ସ୍କୋରକାର୍ଡ ଅନୁସାରେ କୋଲ ଇଣ୍ଡିଆରେ ୫୮୮ ମ୍ଯାନେଜମେଣ୍ଟ ଟ୍ରେନିଂ ପଦବୀ ଖାଲିରହିଛି| ଏହି ପଦବୀ ପାଇଁ ଯୋଗ୍ୟ ପାର୍ଥୀଙ୍କୁ ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ|

ପଦବୀ ବିବରଣୀ:

୫୮୮ ପଦବୀ ଖାଲି ରହିଛି|

ମାଇନିଂ: ୨୫୩

ଇଲେକ୍ଟ୍ରିକାଲ: ୧୧୭

ମେକାନିକାଲ: ୧୩

ସିଭିଲ: ୧୪

ଇଣ୍ଡ୍ରଷ୍ଟ୍ରିଆଲ ଇଂଜିନିୟରିଂ: ୧୫

ଜିଓଲୋଜି: ୧୬

ପ୍ରାର୍ଥୀଙ୍କ ଚୟନ ଗେଟ ପରୀକ୍ଷାର ସ୍କୋରକାର୍ଡ ଅନୁସାରେ କରାଯିବ|

ଏହି ପଦବୀ ସମ୍ପର୍କରେ ଅଧିକ ଜୀନବ ପାଇଁ କୋଲ ଇଣ୍ଡିଆର ଅଫିସିଆଲ ୱେବସାଇଟକୁ ଯାଇ https://www.coalindia.in/career-cil/jobs-coal-india/ ସମସ୍ତ ବିବରଣୀ ପାଇପାରିବେ| କିମ୍ଭା, ଲିଙ୍କ ରେ କ୍ଲିକ କରି ସମସ୍ତ ତଥ୍ୟ ପାଇପାରିବେ|

https://www.coalindia.in/media/documents/NOTICE_for_Recruitment_of_Management_Trainees_through_GATE-2022.pdf

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *