ଅନଲାଇନ ମାଧ୍ୟମରେ ବିଦ୍ୟୁତ ପୈଠ କରୁଥିଲେ ହୋଇଯାନ୍ତୁ ସାବଧାନ! ନଜର ରଖିଛନ୍ତି ସାଇବର ଠ-କ, ସାମ୍ନାକୁ ଆସିଲା ୨ଟି ମା-ମ-ଲା

ଅନଲାଇନରେ ବିଲ ଭରିଛନ୍ତି କି? ବିଲ ଭରୁଥିଲେ, ହୋଇଯାନ୍ତି ସାବଧାନ| କାରଣ ଆପଣଙ୍କ ଉପରେ ନଜର ରଖିଛି ସାଇବର ଠ-କ| ସାଇବର ଠକ ଅନଲାଇନ ମାଧ୍ୟମରେ ବିଲ ପୈଠ କରୁଥିବା ଲୋକଙ୍କୁ ଠ-କିବା ପାଇଁ ଆପଣାଇଛନ୍ତି ନୂଆ ଉପାୟ| ପେ-ୟୁ ଲିଙ୍କ ପଠାଇ ଏବେ ଠକୁଛନ୍ତି| ସାଇବର ଠ-କଙ୍କ ଦ୍ୱାରା ପଠାଯାଇଥିବା ପେ-ୟୁ ଲିଙ୍କ ପ୍ରୟୋଗ କରି ଲୁଧିଆନାର ଦୁଇ ବ୍ୟବସାୟୀ ଲକ୍ଷାଧିକ ତାଙ୍କ ଠକେଇର ଶି-କାର ହୋଇଛନ୍ତି| ସାଇବର ସେଲ ପୋ-ଲିସ ଏହି ଦୁଇ ଠକେଇଙ୍କ ଉପରେ ଯାଞ୍ଚ ଆରମ୍ଭ କରିବା ସହିତ ଅଜଣା ଲୋକଙ୍କ ଉପରେ ମା-ମ-ଲା ରୁ-ଜୁ କରିଛି|

ସାଇବର ସେଲ-୨ ର ଇନଚାର୍ଜ ଜତିନ୍ଦର ସିଂ କହିଛନ୍ତି ଯେ, ତାଙ୍କ ପାଖକୁ ୨ଟି ଅଭି-ଯୋଗ ଆସିଛି| ଏହି କଥା ସେତେବେଳେ ଜଣାପଡ଼ିନଥିଲା, ଯେତେବେଳେ ଆଗୁଆ ବିଲ ସହିତ ବିଗତ ପେମେଣ୍ଟ ମିଶିକି ଆସିଥିଲା| ପ୍ରଥମ କେସରେ ବ୍ୟବସାୟୀ କପିଲ ଗୁପ୍ତା ଅଭି-ଯୋଗ କରିଥିଲେଯେ, ତାଙ୍କ ଫ୍ୟାକ୍ଟ୍ରିର ପାଖାପାଖି ୨ ଲକ୍ଷ ୪୮ ହଜାର ଟଙ୍କାର ବିଦ୍ୟୁତ ବିଲର ପେ-ୟୁ ଲିଙ୍କ ତାଙ୍କ ମୋବାଇଲକୁ ଆସିଥିଲା| ଆଉ ସେ ସେହି ଲିଙ୍କରେ ତାଙ୍କ ପଠାଇଦେଇଥିଲେ| କିନ୍ତୁ, ସେ ଲିଙ୍କ ସାହାର୍ଯ୍ୟରେ ପୈଠ କରିଥିବା ବିଲ ଟଙ୍କା ବିଦ୍ୟୁତ ବିଭାଗ ପାଖକୁ ଯାଇନାହିଁ| ଆଉ ସେହିପରି ଭାବରେ ଦ୍ୱିତୀୟ ଅଭି-ଯୋଗ ପରମଜିତ ସିଂ ପାଖାପାଖି ୩ ଲକ୍ଷ ୫୦ ହଜାର ଟଙ୍କାର ବିଲ ପେ-ୟୁ ଲିଙ୍କ ଜରିଆରେ ପୈଠ କରିଥିଲେ| କିନ୍ତୁ, ତାଙ୍କର ବିଲ ଟଙ୍କା ବିଦ୍ୟୁତ ବିଭାଗ ପାଖକୁ ଯାଇନାହିଁ|

ଏହି ଘ-ଟଣା ଘ-ଟିବା ପରେ ଇନଚାର୍ଜ ଜତିନ୍ଦର ସିଂ ଲୋକଙ୍କୁ କହିଛନ୍ତି ଯେ, ମୋବାଇଲୁ ଆସୁଥିବା ପେ-ୟୁ ଲିଙ୍କ ମାଧ୍ୟମରେ କୌଣସି ଟଙ୍କା ନ ଦେଇ, ବିଦ୍ୟୁତ ବିଭାଗର ଅଫିସିଆଲ ୱେବସାଇଟ ମାଧ୍ୟମରେ ବିଲ ପୈଠ କରନ୍ତୁ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *