ବିଜୁଳି ତାରରେ ଫସିଗଲା ପକ୍ଷୀ,ହେଲିକପ୍ଟର ଦ୍ଵାରା କରାଗଲା ରେସ୍କ୍ଯୁ,ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ ପ୍ରାୟତଃ ଭିଡିଓ ଭାଇରାଲ ହେଉଥିବାର ଦେଖାଯାଏ। ବର୍ତ୍ତମାନ ଏକ ଭିଡିଓ ଦେଖିବାକୁ ମିଳିଛି, ଯେଉଁଥିରେ ଜଣେ ବ୍ୟକ୍ତି ତାରରେ ଫଶୀ ଯାଇଥିବା ପକ୍ଷୀକୁ ହେଲିକପ୍ଟର ରକ୍ଷା କରୁଛି। ଏହି ଭିଡିଓ ସମସ୍ତଙ୍କୁ ପସନ୍ଦ ଆସୁଅଛି। ଅଧିକାଂଶ ୟୁଜର ନିଜର ପ୍ରତିକ୍ରିୟା ସେୟାର କରୁଛନ୍ତି। ଜଣେ ନୋ କମେଣ୍ଟ କରି ଲେଖିଲେକି,ମଣିଷପଣିଆ ଜୀବନ୍ତ ଅଛି।’ ଜଣାଇଦେଉଛୁକି ଏହି ଭିଡିଓ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳିଛି।

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by 🎌| JATTS GALLERY |🎌 (@jatts_gallery)

ଜଣେ ବ୍ୟକ୍ତି ଏହି ଭିଡିଓକୁ ଟୁଇଟରରେ ସେୟାର କରି କ୍ୟାପସନରେ ଲେଖିଲେ,’ଜୈନ ସମାଜ ସୁରଟ(ଗୁଜୁରାଟ) ଦ୍ଵାରା ତାରରେ ଫଶୀ ରହିଥିବା ଆହତ ପକ୍ଷୀକୁ ସହାୟତା କରିବା ପାଇଁ ହେଲିକପ୍ଟର ମଗାଗଲା। ଜିଓ ଓ ଜିନୋ ଦୁଇଜଣ ମହାବୀର ଅଟନ୍ତି। ମହାନ ଅଟନ୍ତି ଏହି ଦୁଇଜଣ ମଣିଷ। ମଣିଷପଣିଆ ଏହାକୁ କୁହାଯାଏ। ଭିଡିଓରେ ଦେଖାଯାଇପାରିବକି ଏକ ପକ୍ଷୀ ବିଜୁଳୀର ତାରରେ ଲାଗି ରହିଛି। ସେତେବେଳେ ଏକ ହେଲିକପ୍ଟର ଉପରେ ବସି ଆସିଲେ ଓ ପକ୍ଷୀକୁ ତାରରୁ ବାହାର କରି ବ୍ୟାଗରେ ଭର୍ତ୍ତି କରିଲେ।

ଲୋକଙ୍କର ପ୍ରତିକ୍ରିୟା କଥା କହିଲେ ଜଣେ ୟୁଜର କମେଣ୍ଟ କରି ଲେଖିଲ,’ଦୟାକରି ଏହି ଲୋକଙ୍କର ଇଜ୍ଜତ କରନ୍ତୁ।’ ଅନ୍ୟ ଜଣେ ୟୁଜର ଲେଖିଲେ,’ହୃଦୟରୁ ପ୍ରାଣାମ ଏହି ଭାଇଙ୍କୁ’ ଏହା ବ୍ଯତୀତ ଜଣେ ୟୁଜର ଭିଡିଓରେ ଲେଖିଲେ,’କିନ୍ତୁ ଏହି କାମ ବିପଦପୂର୍ଣ ଅଟେ ଯାହା କୌଣସି ଏକ୍ସପୋର୍ଟଙ୍କ ଦ୍ଵାରା କରାଯାଇପାରେ’ ସେହିପରି ଅନ୍ୟ ଜଣେ ଭିଡିଓକୁ ସାନଦାର ବୋଲି କହିଲେ। ଆପଣଙ୍କୁ ଜଣାଇଦେଉଛୁକି କିଛି ଲୋକ ହାର୍ଟ ଇମୋଟିକନ ସେୟାର କରି ନିଜର ପ୍ରେମ ବର୍ଷାଇଛନ୍ତି।

Leave a Reply

Your email address will not be published. Required fields are marked *