ଆଫଗାନିସ୍ତାନ କ୍ରାଇସିସ୍ : ତାଲିଵାନ ସହ ଦୁଇ-ଦୁଇ ହାତ କରିବାକୁ ପ୍ରସ୍ତୁତ କରୁଥିବା ଯୁବକଙ୍କ ଟ୍ରେନିଂ ଦେଖି ବହିଯିବ ଝାଳ, ଦେଖନ୍ତୁ ଏହି ଭିଡିଓ

ପଞ୍ଜସିରରେ ତାଲିବାନଙ୍କୁ ଦୁଇ ଦୁଇ ହାତ କରିବାକୁ ପ୍ରସ୍ତୁତ ହେଉଥିବା ଯୁବକଙ୍କ ଟ୍ରେନିଂ ଦେଖି ପ୍ରକୃତରେ ଆପଣଙ୍କ ଝାଳ ବାହାରିଯିବ|ଏହି ଭିଡିଓ ଦେଖିକି ଆପଣଙ୍କୁ ଅନୁମାନ ହୋଇପାରିବ ଯେ ପୂରା ଆଫଗାନିସ୍ତାନରେ କେବଳ ପଞ୍ଜସିର କେଵଳ ବାକି ରହିଛି ଓ ଅବଶିଷ୍ଟ ୩୩ ପ୍ରାନ୍ତ ତାଲିବାନ କବ୍ଜାରେ ଆସିଛି|

ତାଲିବାନର ଏଵେ ତୀକ୍ଷ୍ଣ ନଜର ପଞ୍ଜସିର ଉପରେ ରହିଛି|ପଞ୍ଜସିର ଉପରେ ହମଲା ସହ ଜବାବ କାର୍ଯ୍ୟାନୁଷ୍ଠାନ ବେଳେ ୩୫୦ ତାଲିବାନୀ ଯୁଵକ ଢେର ହୋଇଛନ୍ତି ଓ ୪୦ ବନ୍ଦୀରେ ଅଛନ୍ତି|ଏହି ତଥ୍ୟ ନର୍ଦନ ଆଲାଏନ୍ସର ଟୁଇଟର ହ୍ୟାଣ୍ଡେଲରେ ଦିଆଯାଇଛି|ଏହାପରେ ତାଲିବାନ ପୁଣି ପଞ୍ଜସିର ମାମଲାରେ ବୁଝାମଣା କରିବା ଉପରେ ବିଫଳ ହୋଇଛନ୍ତି|

ତାଲିବାନ ବିରୋଧୀ ମିଲିଶିୟା ଯୁବକଙ୍କ ସହ କଥାବାର୍ତ୍ତା କରୁଥିବା ତାଲିବାନର ଏକ ବରିଷ୍ଠ ନେତା ଅମୀର ଖାନ ମୁତ୍ତାକୀ କହିଛନ୍ତି ଯେ ପଞ୍ଜସିର ଉପରେ କଥାବାର୍ତ୍ତା ଅଧିକାରିକ ରୂପେ ବିଫଳ ହୋଇଛି|ଏହାପରେ ଏହା ନିଶ୍ଚିତ ମାନା ଯାଉଛି ଯେ ତାଲିବାନ ଓ ଆଫଗାନ ଫାଇଟର୍ସ ମୁହାଁମୁହିଁ ହେବେ|ଆମେ ଆପଣଙ୍କୁ ଦେଖାଉଛୁ ଏହି ଭିଡିଓ ଯାହା ନର୍ଦନ ଆଲାଏନ୍ସ ଟୁଇଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି|ଏହି ଭିଡିଓରେ ଦେଖାଯାଇଛି ଯେ କିପରି ନେସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ ଅଫ ଆଫଗାନିସ୍ତାନ ୟୁନିଟରେ ଜଏନ୍ କରିବାକୁ ଥିବା ଯୁବକଙ୍କୁ ଟଫ୍ ଟ୍ରେନିଂ ଦିଆଯାଏ|

Leave a Reply

Your email address will not be published.