ବସରେ ଝିଟିପିଟି ପରି ଜାକି ହୋଇଯାଉଛନ୍ତି ଲୋକ,ଭିଡ଼ିଓ ଦେଖିଲେ ହସିହସି ଗଡ଼ିଯିବେ

ଯଦି ଆପଣଙ୍କ ଟାଇମ ପାସ ହେଉନାହିଁ ଓ ଆପଣ ବୋର ହେଉଛନ୍ତି ତେବେ ଥରେ ସୋସିଆଲ ମିଡିଆ ଖୋଲିଦିଅନ୍ତୁ। ଆପଣଙ୍କର ଏମିତି ମନୋରଞ୍ଜନ ହୋଇଯିବ ଆପଣ ନିଜେ ଜାଣିପାରିବେ ନାହିଁକି କେତେବେଳେ ବସୁ ବସୁ ଘଣ୍ଟା ହୋଇଗଲା। ଏମିତି ଆମେ ଏଥିପାଇଁ କହୁଛୁ, କାରଣ ଫେସବୁକ ହେଉ କିମ୍ବା ଇନଷ୍ଟାଗ୍ରାମ ବର୍ତ୍ତମାନ କେଉଁଠାରେ ମଧ୍ୟ ମଜାଳିଆ ଭିଡିଓର ଅଭାବ ନାହିଁ। ଏକ ଏମିତି ହସାଇବା ଭଳି ଭିଡିଓ ଇନଷ୍ଟାଗ୍ରାମରେ ବର୍ତ୍ତମାନ ସମୟରେ ବହୁତ ଭାଇରାଲ ହେଉଅଛି। ଏହି ଭିଡିଓ ଏତେ ମଜାଳିଆ ଅଟେକି ଏହାକୁ ଦେଖି ହସ ରୋକିବା ବହୁତ କଷ୍ଟ ଅଟେ।

ଏହି ଭିଡିଓରେ ଏକ ରୋଡବେଜ ବସ ଦେଖାଯାଉଛି। ଯାହାର ଉପରୁ ନେଇ ପଛ ପର୍ଯ୍ଯନ୍ତ ଅନେକ ଅଂଶ ଦେଖାଯାଉଛି, ଯେଉଁଠି ଲୋକ ବସିଛନ୍ତି। ବସର ଉପରେ ଲୋକମାନେ ଭର୍ତ୍ତି ହୋଇଛନ୍ତି। ଉପରେ ଏକ ଇଞ୍ଚର ସ୍ଥାନ ଫାଙ୍କା ନାହିଁ। ନିଜର ଜୀବନକୁ ଦାଉରେ ଲଗାଇ ଅନେକ ଲୋକ ବସ ପଛରେ ଝୁଲି ଝୁଲି ଯାଉଛନ୍ତି। ବସର ଉପରକୁ ଚଢିବା ପାଇଁ ଲଗାଯାଇଥିବା ସିଡିକୁ ଧରି ଲୋକ ଛିଡା ହୋଇଛନ୍ତି।

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by chaklo_rakhlo (@chaklo_rakhlo_006)

ଭିଡିଓ ବିଷୟରେ କହିଲେ ଏହା ପଞ୍ଜାବର ବୋଲି ଜଣାପଡୁଛି। କାରଣ ବସର ପଛରେ ପିଟିଆରସି ଲେଖା ହୂଇଥିବାର ଦେଖାଯାଉଛି। ଭିଡିଓକୁ ଇନଷ୍ଟାଗ୍ରାମରେ chaklo_rakhlo_006 ନାମକ ଏକାଉଣ୍ଟରେ ସେୟାର କରାଯାଇଛି। ଭିଡିଓକୁ ୧ ଲକ୍ଷ ୮୦ ହଜାରରୁ ଅଧିକ ଭ୍ୟୁ ମିଳିସାରିଛି ଓ ଏହାର ସଂଖ୍ୟା ତୀବ୍ର ଭାବରେ ବଢୁଅଛି। ଏହି ଏକାଉଣ୍ଟରେ ଆପଣଙ୍କୁ ଏହିପରି ଅନେକ ମଜାଳିଆ ଭିଡିଓ ଦେଖିବାକୁ ମିଳିଯିବ। ଏହ ସହିତ ଅନେକ ସଡକ ଦୁର୍ଘଟଣାର ଭିଡିଓ ମଧ୍ୟ ଦେଖିବାକୁ ମିଳିଯିବ।

Leave a Reply

Your email address will not be published. Required fields are marked *