ହଜିଗଲା ମାନବିକତା: ପିକଅପରେ ନିରୀହ ଯୁବକଙ୍କୁ ବାନ୍ଧି ଘୋଷାଡ଼ି ଘୋଷାଡ଼ି କରାଗଲା ହ-ତ୍ୟା

ମ-ରିଗଲା ମାନବିକତା| ଜଣେ ନିରୀହ ଯୁବକଙ୍କୁ ସ୍ଥାନୀୟ ଲୋକେ ଏଭଳି ଭାବରେ ହ-ତ୍ୟା କରିଛନ୍ତି, ଯାହା ଆପଣ ଜାଣିଲେ ଆପଣଙ୍କର ଲୋମ ଟା-ଙ୍କୁରି ଉଠିବା| ଜଣେ ନିରୀହ ଯୁବକଙ୍କୁ ପିକଅପରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ହ-ତ୍ୟା କରାଯାଇଛି| ଏହିଭଳି ଏକ ଦୃ-ଶ୍ୟ ଦେଖିବାକୁ ମିଳିଛି, ମଧ୍ୟପ୍ରଦେଶର ନିମଚ ଅଂଚଳରେ| ଯାହାକି ମାନବିକତା ପ୍ରତି ବହୁତ ନିନ୍ଦ-ନୀୟ| ଚୋ-ରି ସନ୍ଦେ-ହରେ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକ ମା-ଡ଼ ମା-ରିବା ସହିତ ଏକ ପିକଅପରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନିଆଯାଇଛି| ନିରୀହ ଯୁବକ ଜଣକ ଯ-ନ୍ତ୍ରଣା ସହ୍ୟ ନ କରିପାରି ଶେଷରେ ପ୍ରା-ଣ ହରାଇଛନ୍ତି|

ତେବେ, ଏହି ଘ-ଟଣା ସମ୍ପର୍କରେ ପୋ-ଲିସ ସୂଚନା ପାଇବା ପରେ ୪ ଜଣଙ୍କୁ ଗି-ରଫ କରିଛି| ଅଭି-ଯୁକ୍ତ ମାନେ ଯୁବକଙ୍କ ସହିତ ଏଭଳି ଅଭା-ବନୀୟ ଘ-ଟଣା ଘଟାଇବା ସହିତ ଭିଡିଓ ମଧ୍ୟ ବନାଇଥିଲେ| ଆଉ ଭିଡ଼ିଓଟିକୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଅପଲୋଡ କରିଦେଇଥିଲେ| ବର୍ତମାନ ଭିଡ଼ିଓଟି ବେଶ ଭାଇରଲ ହେବାରେ ଲାଗିଛି| ଭିଡିଓ ଦେଖିଲା ପରେ ବହୁ ମାନ୍ୟଗଣ ବ୍ୟକ୍ତି ଅଭି-ଯୁକ୍ତ ମାନଙ୍କୁ କଠୋରରୁ କଠୋର ଦ-ଣ୍ଡ ଦେବା ପାଇଁ ଦାବି କରିଛନ୍ତି|

ଅନ୍ୟପାର୍ଶ୍ୱରେ ପୋ-ଲିସ ଏହି ମା-ମ-ଲାରେ ୮ ଜଣଙ୍କୁ ଚିହ୍ନଟ କରିବା ସହିତ ୪ ଜଣଙ୍କୁ ଗି-ରଫ କରିଛି| ଆଉ ଅନ୍ୟପାର୍ଶ୍ୱରେ ଅଭି-ଯୁକ୍ତ ମାନଙ୍କ ନାଁରେ ହ-ତ୍ୟା ସହ ଆଟ୍ରୋସିଟି ଆକ୍ଟର ମା-ମ-ଲା ରୁ-ଜୁ କରାଯାଇଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.