ଅଚାନକ ମେଡିକାଲର ୫ ମହଲାକୁ ଚଢ଼ିଗଲେ ଯୁବକ, ଉ-ଦ୍ଧାର କରିଲେ ଦମକଳ ବାହିନୀର କର୍ମଚାରୀ

ଅନୁଗୋଳ ମିଡ଼ିକାଲରେ ଏକ ଆ-ଶ୍ଚର୍ଯ୍ୟ କଲା ଭଳି ଦୃ-ଶ୍ୟ ଦେଖିବାକୁ ମିଳିଛି| ଜଣେ ବ୍ୟକ୍ତି ୫ ମହଲା ବିଶିଷ୍ଟ ବିଲଡିଂକୁ ଚଢି ଯାଇଥିଲେ| ଯେତେବେଳେ ସେ ତୃତୀୟ ମହଲାର ଝରକା ପାଖରେ ପହଂଚିଥିଲେ, ସେତେବେଳେ କିଛି ଲୋକ ତାଙ୍କୁ ଦେଖିଥିଲେ| ଆଉ ତୁରନ୍ତ ଅନୁଗୋଳ ଦମକଳ ବାହିନୀ ସହିତ ଯୋଗାଯୋଗ କରିଥିଲେ| ଦମକଳ ବାହିନୀ ତୁରନ୍ତ ଘଟ-ଣାସ୍ଥଳରେ ପହଞ୍ଚି ସାହାସୀକତାର ସହିତ ବ୍ୟକ୍ତିଙ୍କୁ କାବୁ କରି ତଳକୁ ଆଣିଥିଲେ|

ସୂଚନା ଅନୁସାରେ, ବ୍ୟକ୍ତି ଜଣକ ଜଣେ ମାନସିକ ରୋଗୀ ବୋଲି ଜଣାପଡିଛି| ବ୍ୟକ୍ତିଙ୍କୁ ଉ-ଦ୍ଧାର କରିବା ପରେ ପୋ-ଲିସ ଅଧିକ ପଚ-ରାଉ-ଚରା କରୁଛି| ତେବେ ବ୍ୟକ୍ତି ଜଣକ ହେଉଛନ୍ତି, କୁମଣ୍ଡ ଗ୍ରାମର ଭଜମନ ଗୋଚ୍ଛାଏତ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *