ଦେଖନ୍ତୁ ଭିଡିଓ : ଏହି ଦୁଇ ବ୍ୟକ୍ତି ବାଇକ ଏମିତି ଚଲାଇଲେ ଯେ ଆଗକୁ ବଢିବା ପୂର୍ବରୁ ହୋଇଗଲା ଖେଳ ଶେଷ

ଆମ ଦୁନିଆରେ ବୋକା ଲୋକଙ୍କର କୌଣସି ଅଭାବ ନାହିଁ। ଆମ ଆଖପାଖରେ ରହୁଥିବା କିଛି ଲୋକ ଏମିତି ହରକତ ଦେଖାଇଥାନ୍ତି, ଯାହାକୁ ଦେଖି କେହିବି ଏହା କୁହନ୍ତିକି ଏମାନଙ୍କ ମଧ୍ୟରେ ବୁଦ୍ଧି ଶୁଦ୍ଧି ନାହିଁ। ଯେତେବେଳେ ଏହି ଲୋକଙ୍କ କାରନାମାର ଭିଡିଓ ଇଣ୍ଟରନେଟ ଦୁନିଆରେ ପୋଷ୍ଟ କରାଯାଏ, ସେତେବେଳେ ଲୋକମାନେ ତାଙ୍କ ଉପରେ ବହୁତ ହସନ୍ତି। ଆପଣ ଏହିପରି କୌଣସି ଭିଡିଓ ଦେଖିଲେ, ନିଶ୍ଚୟ ହସ ଲାଗିବ।

ସୋସିଆଲ ମିଡିଆରେ ଏଥର ଯେଉଁ ଭିଡିଓ ଭାଇରାଲ ହେଉଅଛି, ସେଥିରେ ଦୁଇଜଣ ବ୍ୟକ୍ତି ଏମିତି ବୋକାମୀ ହରକତ କରିଲେ ତାଙ୍କ ଜୀବନ ଉପରକୁ ଆସିଗଲା। ଅସଲରେ ଭିଡିଓ ଦେଖିବା ପରେ ଆପଣଙ୍କୁ ଦେଖାଯାଉଥିବକି ଜଣେ ବ୍ୟକ୍ତି ବାଇକ ଉପରେ ବସିଛନ୍ତି, ସେହିପରି ଦ୍ଵିତୀୟ ବ୍ୟକ୍ତି ବାଇକ ଉପରେ ଆସି ବସିଯାନ୍ତି। କିନ୍ତୁ ଯେମିତି ଗାଡି ଆଗକୁ ବଢେ ସେତେବେଳେ ବାଇକର ଆଗ ଚକ ଉଠିଯାଏ ଓ ଦୁଇଜଣ ବ୍ୟକ୍ତି ତଳେ ପଡିଯାନ୍ତି। ପଛରେ ଡବା ଉପରେ ବସିଥିବ ଜଣେ ବ୍ୟକ୍ତି ନିଜ ଜୀବନ ବହୁ କଷ୍ଟରେ ବଞ୍ଚାନ୍ତି।

ଭିଡିଓ ଦେଖନ୍ତୁ:-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by ♣️👑siraaaaa status.videos.all (@siraaaposts)

ଏହି ଭିଡିଓକୁ ଯେମିତି ସୋସିଆଲ ମିଡିଆରେ ପୋଷ୍ଟ କାରାଗଲା ସେମିତି ଲୋକମାନେ ମଜାଳିଆ କମେଣ୍ଟ ଆରମ୍ଭ କରିଦେଲେ। ଜଣେ ୟୁଜର କହିଲେକି ବୋକା ଲୋକଗୁଡିକ ନିଜେ ମାରିବେ ତା ସହିତ ଅନ୍ୟ ଲୋକଙ୍କୁ ମଧ୍ୟ ମାରିବେ। ଅନ୍ୟ ଜଣେ ୟୁଜର କହିଲେକି ବୋକାମୀ କରୁଥିବା ଲୋକଙ୍କର ଏହି ଭୁଲ କାରଣରୁ ଅନ୍ୟ କୌଣସି ଲୋକଙ୍କର ଜୀବନ ଚାଲିଯାଏ। ଏହି ଭିଡିଓ ଦେଖି ଲୋକଙ୍କୁ ବୁଝିବାକୁ ହେବକି ଅବହେଳା କାହାରିବି ଜୀବନ ନେଇପାରେ।

Leave a Reply

Your email address will not be published.