ଯୁବକଙ୍କ ପରି ଦାଢି ବଢେଇ ବୁଲୁଛି ଏହି ଯୁବତୀ,କାରଣ ଜାଣିଲେ ହୋଇଯିବ ଆପଣଙ୍କୁ ପ୍ରେମ,ଜାଣନ୍ତୁ କାରଣ

ସବୁ ଯୁବତୀ ଚାହାନ୍ତି ଯେ ସେ ଭଲ ଦେଖାଯାଉ|ଏଥିପାଇଁ ସେ ବିଭିନ୍ନ ପ୍ରକାରର ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି|କିନ୍ତୁ ସୁନ୍ଦରତା ଦେଖାଯିବା ଆଖିରେ ରହିଛି|ଚେହେରା ଠାରୁ ହୃଦୟ ସୁନ୍ଦର ହେବା ଆବଶ୍ୟକ|ଆପଣଙ୍କୁ ଭିତରୁ ସୁନ୍ଦରତା‌ ଅନୁଭୂତ ହେବା ଆବଶ୍ୟକ|ଆପଣ ଯେପରି ସେଥିରେ ଆତ୍ମବିଶ୍ବାସ ମଜବୁତ ହେବା ଆବଶ୍ୟକ|

ଆପଣଙ୍କ ପର୍ସନାଲିଟି ଓ ବିଚାର ଉପରେ କାମ କରିବା ଆବଶ୍ୟକ|ଏହି ସବୁ ଜିନିଷ ଆପଣଙ୍କ ବ୍ୟକ୍ତିତ୍ଵ କୁ ଆକର୍ଷକ ବନାଇଥାଏ|ଏଵେ ପଜିଟିଭ ଇନଫ୍ଲୁଏନ୍ସର ଓ ମୋଟିଭେସନାଲ ସ୍ପିକର ହରନାମ କୈର କଥା ଦେଖନ୍ତୁ|

ହରନାମ କୈରକୁ ଲୋକମାନେ ବିୟର୍ଡ ଗାର୍ଲ ନାମରେ ଜାଣନ୍ତି|ଜଣେ ଯୁବତୀଙ୍କ ନିଶ ଦାଢି ହେବା ରେୟାର ଅଟେ|କିନ୍ତୁ ତାଙ୍କ ଚେହେରାରେ ପୁରୁଷ ଭଳି ଦାଢି ଦେଖାଯାଏ|

ପ୍ରକୃତରେ ସେ ଯେତେବେଳେ ୧୨ ବର୍ଷର ଥିଲେ ତାଙ୍କୁ ନିଜର ଵଡ ଵେମାର ପଲିସିଷ୍ଟିକ ଓଭାରୀ ବେମାର ସମ୍ପର୍କରେ ଜଣା ପଡିଲା|ଏହି ବେମାରୀ ଯୋଗୁଁ ଚେହରାରେ ଅନାବଶ୍ୟକ ବାଳ ଉଠିଥିଲା|ଏଥିପାଇଁ ତାଙ୍କୁ ସ୍କୁଲରେ ବଡ ସମସ୍ୟା ଆସୁଥିଲା|

ଆରମ୍ଭରେ ସେ ୱକ୍ସ କରି ଚେହରାରେ ଥିବା ବାଳରୁ ମୁକ୍ତିଲାଭ ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଅସଫଳ ହୋଇଥିଲେ|ଏହାପରେ ସେ ଯେପରି ତାକୁ ସ୍ବୀକାର କରିନେଲେ|ଏହାପରେ ୧୬ ବର୍ଷ ବୟସରେ ସେ ଦାଢି ରଖିଥିଲେ|ସେ ଶୀଘ୍ର ନିଜ ଭଳି ଯୁବତୀଙ୍କ ପାଇଁ ପ୍ରେରଣା ଵନିଛି|

କୈର ଯେତେବେଳେ ୨୪ ବର୍ଷ ହୋଇଥିଲେ ସବୁଠାରୁ କମ ବୟସରେ ଲମ୍ବା ଦାଢି‌ ରଖିଥିବା ମହିଳାଙ୍କ ମଧ୍ୟରେ ଗିନିଜ ବିଶ୍ୱ ରେକର୍ଡ ନିଜ ନାମରେ କରିଥିଲେ|ସେ ଲଣ୍ଡନ ଫେସନ ବ୍ଯାକ କରିବା ବାଲା ପ୍ରଥମ ମହିଳା ବନିଥିଲେ|ଏହା ୨୦୧୪ର ଘଟଣା ଅଟେ|ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହନ୍ତି|ଇନଷ୍ଟାଗ୍ରାମରେ ତାଙ୍କୁ ଲକ୍ଷ ଲକ୍ଷ ଲୋକ ଫଲୋ କରନ୍ତି|ଫ୍ୟାନ୍ସଙ୍କୁ ତାଙ୍କ ଫଟୋ ଭଲ ଲାଗେ|

ତାଙ୍କ ଜନ୍ମ ୨୯ ନଭେମ୍ବର ୧୯୯୦ କୁ ଇଂଲଣ୍ଡର ସ୍ଲୋରେ ହୋଇଥିଲା|ସେ ଗୋଟିଏ ପାରମ୍ପରିକ ପଞ୍ଝାବୀ ପରିବାରର ଅଂଶ ଅଟନ୍ତି|ଫେମସ ହେବା ପୂର୍ବରୁ ସେ ଖାଲସା ପ୍ରାଇମେରୀ ସ୍କୁଲରେ ଗୋଟିଏ ଟିଚିଙ୍ଗ ଆସିଷ୍ଟାଣ୍ଟ କାମ କରୁଥିଲେ|

ଲୋକମାନେ ୨୦୧୪ରେ ତାଙ୍କୁ ଜାଣିଲେ|ଏବର୍ଷ ସେ ସାରା ଦୁନିଆରେ ପ୍ରସିଦ୍ଧ ହୋଇଗଲେ|ଏହା ପରେ ସେ ପବ୍ଲଗକ ଇଣ୍ଟରଭ୍ୟୁ ଦେବା ଆରମ୍ଭ କରିଦେଇଥିଲେ|ଫଳରେ ଲୋକଙ୍କୁ ତାଙ୍କ ଜୀବନ ବିଷୟରେ ଜାଣିବାକୁ ମିଳିଲା|

ସେ ଜଣେ ବଡି ପଜିଟିଭିଟି ଇନଫ୍ଲୁଏନ୍ସର ଅଟନ୍ତି|ଏହାସହ ସେ ପ୍ରେରକ ବକ୍ତା ମଧ୍ୟ ଅଟନ୍ତି|ସେ କସର ଲିଙ୍ଗ ମାନଦଣ୍ଡକୁ ଚୁନୈତି ଦେଇଥାନ୍ତି|

ତାଙ୍କ କହିବାନୁଯାୟୀ ଦୁନିଆରେ ମହିଳାଙ୍କ ସୁନ୍ଦରତା ଓ ଭାଲ୍ୟୁ ତାଙ୍କ ଶାରିରୀକ ବନାବଟ ଉପରେ ନିର୍ଭର କରିଥାଏ|ସେ ହାର ମାନିନଥାନ୍ତି|ସେ ବଡି ସେମିଙ୍ଗ ବିରୁଦ୍ଧରେ ଆବାଜ ଉଠେଇଥାନ୍ତି|

Leave a Reply

Your email address will not be published. Required fields are marked *