ପ୍ରେମିକା କିସ କରିବାକୁ ନ ଦେବାରୁ ପ୍ରେମିକ ରାଗିକି କାମୁଡ଼ିଦେଲା ପ୍ରେମିକାର ଓଠକୁ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରେମିକା….

ଆମେରିକା ରାଜ୍ୟର ଦକ୍ଷିଣ କୌରେଲିନାରେ ଜଣେ ପ୍ରେମିକ ନିଜର ଏକ୍ସ ଗାର୍ଲଫ୍ରେଣ୍ଡ କିସ ନ ଦେବାରୁ ପ୍ରେମିକାର ଓଠକୁ ରାଗରେ କାମୁଡ଼ିଦେଲା| ସୂଚନା ଅନୁଯାୟୀ, ୨୧ ବର୍ଷିୟ ପ୍ରେମିକା କାଏଲା ୨୦୧୬ ମସିହାରୁ ପ୍ରେମିକ ସେଠ ଏରୋନଙ୍କ ସହିତ ପ୍ରେମ ସଂମ୍ପର୍କରେ ଥିଲେ| ସେ ବର୍ଷେ ପରେ ଏରୋନଙ୍କ ସହିତ ବ୍ରେକଅପ କରିଦେଇଥିଲେ| କାଏଲା ପ୍ରେମିକ ଏରୋନଙ୍କ ଉପରେ ଆ-ରୋପ ଲଗେଇଥିଲେ ଯେ, ସେ ତାଙ୍କୁ ନିଜ ସମ୍ପତ୍ତି ଭଳି ଭାବୁଛନ୍ତି|

ବ୍ରେକଅପ ହେବାର କିଛି ଦିନ ପରେ ପ୍ରେମିକ ଏରୋନ ପ୍ରେମିକା କାଏଲାଙ୍କ ସହିତ ଦେଖା କରିବାକୁ ଚାହିଁଥିଲେ| କିନ୍ତୁ, ଯେତେବେଳେ ପ୍ରେମିକା କାଏଲା ଦେଖା କରିବାକୁ ମନା କରିଦିଅନ୍ତି| ସେତେବେଳେ ପ୍ରେମିକ ଏରୋନ ହିଂ-ସକ ହୋଇଯାଇଥିଲେ। ଯେଉଁଥିପାଇଁ ସେ କାଏଲାକୁ ଜୋର ଜବ-ରଦ-ସ୍ତି କିସ କରିବାକୁ ଚାହିଁଥିଲେ| ଏହାକୁ ବିରୋଧ କରି ପ୍ରେମିକା କାଏଲା ତାଙ୍କୁ ଧ-କ୍କା ଦେଇଥିଲେ| ଫଳରେ, ପ୍ରେମିକ ରାଗିଯାଇ କାଏଲାଙ୍କ ଓଠକୁ ଖରାପ ଭାବରେ କାମୁଡି ଦେଇଥିଲେ|

ଏଭଳି ନୃଶଂସ କାମ ପାଇଁ ପ୍ରେମିକ ଏରୋନକୁ ପାଞ୍ଚ ବର୍ଷର ଜେ-ଲ ଦ-ଣ୍ଡ ହୋଇଛି| ଏରୋନଙ୍କୁ ପଚାରାଯିବାରୁ କହିଥିଲେ ଯେ, ସେ ମୋ ସହିତ ବ୍ରେକଅପ କରି ଅନ୍ୟ କାହା ସହିତ ପ୍ରେମ ସଂପର୍କ ରଖିବା ପୂର୍ବରୁ ମୁଁ ତା ଚେହେରାରେ ଏମିତି ଦାଗ ଛାଡିଦେଲି ଯେ, ଯେଉଁଥିପାଇଁ ପ୍ରେମ କରିବା ପୂର୍ବରୁ ସମସ୍ତେ ତାକୁ ଘୃଣା କରିବେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.