ଦେଖନ୍ତୁ ଭିଡ଼ିଓ : ତରଭୁଜ ଭିତରେ ଗଞ୍ଜେଇ,ଭିଡ଼ିଓ ଦେଖିଲେ ଚକିତ ହୋଇଯିବେ

ଡ୍ରଗ୍ସର ତସ୍କରୀ ଏପରି ଏକ ସମସ୍ୟା ଯେଉଁଥିରେ ସମସ୍ତ ଦେଶ ଲଢ଼ୁଛନ୍ତି|ବିଭିନ୍ନ ବଡ ଵଡ କାନୁନ ଥିବା ସତ୍ତ୍ବେ ନିଶା କାରଵାର ଜମେଇକି ଵଢି ଚାଲିଛି|ଏହି କାରବାର ବଢେଇବାରେ ସବୁଠାରୁ ମୁଖ୍ୟ ଭୂମିକା ରହିଛି ତସ୍କର ମାନଙ୍କର|ଯିଏ କିଛି ଯୋଗାଡ ସାହାଯ୍ୟରେ ଡ୍ରଗ୍ସକୁ ଗୋଟିଏ ଜାଗାରୁ ଅନ୍ୟ ଏକ ଜାଗାକୁ ପହଞ୍ଚାଇ ଥାନ୍ତି|ଏଵେ ସୋସିଆଲ ମିଡିଆରେ କିଛି ତସ୍କରଙ୍କ ଭିଡିଓ ଭାଇରାଲ ହେଉଛି ଏହି ଭିଡିଓ ଦେଖିବାମାତ୍ରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ|ପ୍ରକୃତରେ ତସ୍କରମାନେ ଡ୍ରଗ୍ସକୁ ତରଭୁଜ ଭିତରେ ଲୁଚେଇ ଦେଇଥିଲେ ଓ ପୁଣି ଏତେ ସଫାରେ ଯେ କାହାକୁ ଯେପରି ଡାଉଟ୍ ହେବନାହିଁ|

ସୋସିଆଲ ମିଡିଆରେ ଏବେ ଡ୍ରଗ୍ସ ତସ୍କରଙ୍କ କାଣ୍ଡର ଏହି ଭିଡିଓ ଖୁବ ଭାଇରାଲ ହେଉଛି|ଏହି ଭିଡିଓରେ ଦେଖାଯାଏ ଯେ ଜଣେ ପୋଲିସ କର୍ମଚାରୀ ତୟଭୁଜକୁ କାଟୁଛନ୍ତି|ତରଭୁଜ କାଟିବାରୁ ତା ଭିତରେ ଗୋଟିଏ ପ୍ୟାକେଟ ନଜରକୁ ଆସେ ଯାହାକୁ ଫାଡିବା ପରେ ସେଥିରୁ ଗଞ୍ଜେଇ ବାହାରେ|ଗଞ୍ଜେଇକୁ ହାତରେ ନେଇ ପୋଲିସ ବାଲା ଏହାକୁ ତନତନ କରି ଦେଖେ|ଏହି ଦୃଶ୍ୟ ଦେଖି ଲୋକଙ୍କ ହୋଶ ଉଡ଼ିଗଲା|ଅଧିକାଂଶ ଲୋକେ ଏହା ଭାବୁଛନ୍ତି ଏହି ଡ୍ରଗ୍ସ ତସ୍କରୀ ପାଇଁ ଏତେ ବୁଦ୍ଧି ଆସେ କେଉଁଠୁ?

ଜଣେ ୟୁଜର ଏହି ଭିଡିଓ ଦେଖିବାପରେ ଲେଖିଛନ୍ତି ଡ୍ରଗ୍ସ ତସ୍କରୀ ଲୋକ କିଛିବି କରିପାରନ୍ତି|ଏହା ଏମିତି ଏକ ଉଦାହରଣ ଅଟେ|ଅନ୍ୟ ଏକ ୟୁଜର କହିଛନ୍ତି ଯେ ମୁଁ ଲୋକଙ୍କୁ ଡ୍ରଗ୍ସ ତସ୍କରୀ ପାଇଁ ଜୀବନ ସହ ଖେଳିବା ଦେଖିଛି କିନ୍ତୁ ଏହା ଅଲଗା|ଆପଣଙ୍କୁ କହିରଖେ ଯେ ଲୋକମାନେ ତସ୍କରୀ କରନ୍ତି ଓ ଏପରି ଅଜବ ଯୁଗାଡ କରନ୍ତି ଯେ ଦେଖିକି ପୋଲିସ ମଧ୍ୟ ଘବରାଯାଏ|କିଛିଥର ଲୋକମାନେ ନିଜ ଶରୀର ଭିତରେ ଲୁଚେଇକି ନେଇଥାନ୍ତି|ଦୁନିଆରେ ତସ୍କରଙ୍କ ଏମିତି ମାମଲା ରହିଛି ଯାହା ସମ୍ପର୍କରେ ଶୁଣିକି ଲୋକମାନେ ଆଶ୍ଚର୍ୟ୍ଯ ହୋଇଯାନ୍ତି|

Leave a Reply

Your email address will not be published. Required fields are marked *