ଇଞ୍ଜିନିୟରିଂ ଫ୍ରେସରଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ରିଲାଏନ୍ସ ଜିଓରେ ଖାଲିରହିଛି ଗ୍ରାଜୁଏଟ ଇଂଜିନିୟରିଂ ଟ୍ରେନିଂ ପଦବୀ

ଇଞ୍ଜିନିୟରିଂ କରି ଘରେ ବସିଛନ୍ତି କି? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ| ଭାରତର ସବୁଠାରୁ ବଡ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓରେ ଗ୍ରାଜୁଏଟ ଇଂଜିନିୟରିଂ ଟ୍ରେନି ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି|

ଆବେଦନ କରିବାର ତାରିଖ:-

ଆବେଦନ କରିବା ପାଇଁ ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହୋଇଛି|

ଶିକ୍ଷାଗତ ଯୋଗ୍ଯତା:-

ଏହି ପଦବୀ ପାଇଁ ଯୋଗ୍ୟ ପାର୍ଥୀ B.E/B.Tech ରେ ଡିଗ୍ରୀ ହାସଲ କରିବା ସହ ୪ଜି,୩ଜି ଏବଂ ୨ଜି ନେଟୱାର୍କ ସମ୍ବଦ୍ଧରେ ଜାଣିଥିବା ଦରକାର|

ଆବେଦନ କରିବାର ଠିକଣା:-

GET_Bangalore_2021,Bengaluru Avana Building,କର୍ଣ୍ଣାଟକ

ଏହି ପଦବୀ ସମ୍ପର୍କରେ ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:-

https://careers.jio.com/frmjobdescription.aspx?JBTITLE=y8fWOCbjW%2fPI5xvoMQGwhQ%3d%3d&jbID=eu4pazGoFuZ0pw9JI9CxOg%3d%3d&funcCode=ZZTa6Mgn2qI%3d

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *