ଦୁଇଜଣ ଭଉଣୀ ଉଧାର ଟଙ୍କା ଦେବା ବଦଳରେ ଦୋକାନୀଙ୍କୁ ଖୁସି କରିବା ପାଇଁ ଦେଲେ ନିଜ ଝିଅକୁ, ସାମ୍ନାକୁ ଆସିଲା ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ 50ଟି ଭିଡ଼ିଓ

ଆପଣ ଛୋଟ ଶିଶୁଙ୍କ ସହିତ କେତେକ ପ୍ରକାରର ଘୃଣ୍ୟ କାମ ବିଷୟରେ ଶୁଣିଥିବେ କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି ଜଣେ ମାଆ ନିଜ ଝିଅକୁ ଦୋକାନୀକୁ ରେପ କରିବାକୁ ଦେଇ ଦୋକାନରୁ ଜିନିଷ ଆଣୁଥିଲା ଓ ରେପ ସମୟର ଭିଡ଼ିଓ ମଧ୍ୟ ଦୋକାନୀ କରିଥିଲା। ଏହି କାଣ୍ଡ ତାମିଲନାଡୁର ଚେନ୍ନାଇରୁ ଦେଖିବାକୁ ମିଳିଛି। ପୋଲିସ ଯାଞ୍ଚ ସମୟରେ ଆରୋପୀ ଦୋକାନୀଙ୍କ ପାଖରୁ ନାବାଳିକାର 50ଟି ଭିଡ଼ିଓ ମଧ୍ୟ ପାଇଛନ୍ତି।

ଦୁଇଜଣ ଭଉଣୀ 5 ଜଣ ଝିଅଙ୍କର ରେପ କରାଇଛନ୍ତି:-

ଟାଇମସ ଅଫ ଇଣ୍ଡିଆରେ ଛପା ଯାଇଥିବା ଏକ ରିପୋର୍ଟ ଅନୁସାରେ, ପୋଲିସ ଆରୋପୀ ଦୋକାନୀଙ୍କ ପରିଚୟ 48 ବର୍ଷ ବୟସ ପେରୁମଲ ନାମରେ କରିଥିଲା। ଏଠାରେ ଦୁଇଜଣ ଭଉଣୀ ନିଜର ଧାର ଭରଣ କରିବା ପାଇଁ ନିଜର ଝିଅଙ୍କୁ ଦୋକାନୀ ପାଖରେ ଦେଇଥିଲେ। ଏତିକି ମଧ୍ୟ ନୁହେଁ ଦୁଇ ଭଉଣୀ ନିଜର ଦୁଇ ଝିଅ ବ୍ୟତୀତ ନିଜର ତିନିଜଣ ସାଙ୍ଗଙ୍କର ମଧ୍ୟ ରେପ ଦୋକାନୀ ଦ୍ୱାରା କଟାଇଥିଲେ।

କେମିତି ହେଲା ମାମଲାର ଖୁଲାସା:-

ଆପଣଙ୍କୁ ଜଣାଇଦେଉଛୁ କି, ଏହି ଘୃଣ୍ୟ କାମର ଖୁଲାସା ସେତେବେଳେ ହୋଇଥିଲା ଯେତେବେଳେ ପୋଲିସକୁ ଖବର ମିଳିଥିଲା କି, ଦୋକାନୀ ବ୍ୟାନ କରାଯାଇଥିବା ତମ୍ବାକୁ ବିକ୍ରି କରୁଛି। ପୁଣି ପୋଲିସ ଦୋକାନରେ ଯାଞ୍ଚ କରିବାପରେ ବ୍ୟାନ ତମ୍ବାକୁ ସହିତ ମୋବାଇଲ ମିଳିଥିଲା ଯେଉଁଥିରୁ ନାବାଳିକା ଝିଅ ସହିତ 50ଟି ରେପ ଭିଡ଼ିଓ ମିଳିଥିଲା।

ମୋବାଇଲରୁ ମିଳିଲା 50ଟି ଅଶ୍ଳୀଳ ଭିଡ଼ିଓ:-

ପ୍ରଥମେ ପୋଲିସକୁ ଲାଗିଲା ଏହି ଭିଡ଼ିଓକୁ ଦୋକାନୀ ଇଣ୍ଟରନେଟରୁ ଡାଉନଲୋଡ଼ କରିଥିବ କିନ୍ତୁ ଭଲରେ ଦେଖିବାପରେ ଏଥିରେ ପେରୁମଲ ହିଁ ଥିଲା। ପୋଲିସ ପଚରାଉଚରା କରିବା ପରେ ଦୋକାନୀ ସବୁ ସତକଥା କହିଦେଲା ଓ ସେ ବିଗତ 6 ମାସ ଭିତରେ 5 ଜଣ ନାବାଳିକା ସହିତ ରେପ କରିଛି ବୋଲି କହିଥିଲା।

 

ଏହାପରେ ପୋଲିସ ଦୋକାନୀ ସହିତ ଦୁଇଜଣ ଭଉଣୀଙ୍କୁ ମଧ୍ୟ ଗିରଫ କରି ଆଇପିସିର ସମ୍ବନ୍ଧିତ ଧାରାରେ କେସ ଦର୍ଜ କରାଯିବ।

Leave a Reply

Your email address will not be published. Required fields are marked *