କରୋନା ଟୀକା ନେବା ଦ୍ୱାରା ମହିଳାଙ୍କୁ ହେଲା ହାର୍ଟ ଆଟାକ ଏବଂ ଚାଲିଗଲା ଜୀବନ

ନ୍ୟୁଜଲ୍ୟାଣ୍ଡରେ କରୋନା ଟୀକା ଫାଇଜର ଦ୍ୱାରା ପ୍ରଥମ ମୃ-ତ୍ୟୁ ରି-ପୋ-ର୍ଟ କରାଯାଇଛି | ଏହି କଥାର ସୂଚନା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଦିନ ଏକ ସ୍ୱତନ୍ତ୍ର କୋଭିଡ – 19 ଟୀକା ସୁର-କ୍ଷା ମନିଟରିଂ ବୋର୍ଡ ଦ୍ୱାରା ସମୀକ୍ଷା ପରେ ଦେଇଛି | ତେବେ ମନ୍ତ୍ରଣାଳୟ ବ-ୟା-ନରେ ମହିଳାଙ୍କ ବୟସ କୁହାଯାଇ ନାହିଁ |

ଟୀକା ନେବାପରେ ମାୟୋକାର୍ଡିଟିସ ଦ୍ୱାରା ମୃ-ତ୍ୟୁ :-

ନ୍ୟୁଜଲ୍ୟାଣ୍ଡ ସ୍ୱାସ୍ଥ୍ୟ ମନ୍ତ୍ର-ଣାଳୟର ବ-ୟାନରେ କୁହାଯାଇଛି ଯେ ବୋର୍ଡ ସ୍ୱୀ-କାର କରିଛି ଯେ ମହିଳାଙ୍କ ମୃ-ତ୍ୟୁ ମାୟୋକାର୍ଡିଟିସ (ହାର୍ଟ ସମ୍ବନ୍ଧୀୟ ସମସ୍ୟା) କାରଣରୁ ହୋଇଥିଲା, ଯାହାକୁ କୋଭିଡ – 19 ଟୀକା ଫାଇଜରର ବିରଳ ଖ-ରାପ ପ୍ର-ଭାବ କୁହାଯାଇଥାଏ |

କଣ ଏହି ମାୟୋକାର୍ଡିଟିସ ?

ମାୟୋକାର୍ଡିଟିସ କାରଣରୁ ହୃଦୟର ମାଂ-ସପେ-ଶୀରେ ଫୁଲା ସମସ୍ୟା ହୋଇଯାଏ, ଯାହାକି ହୃଦୟର ବୈଦ୍ୟୁତିକ ପ୍ରଣାଳୀକୁ ପ୍ରଭାବିତ କରିପାରେ | ସାଧାରଣତଃ ଏପରି ପରିସ୍ଥିତିରେ ହୃଦୟକୁ ର-କ୍ତ ପମ୍ପ କରିବାରେ ଅସୁବିଧା ହୁଏ, ଯାହା ହୃଦସ୍ପନ୍ଦନର ଅନି-ୟମି-ତତାର କାରଣ ହୋଇପାରେ | ହାର୍ଟର ମାଂ-ସପେ-ଶୀକୁ ଅକ୍ସିଜେନ ଯୁକ୍ତ ର-କ୍ତ ପମ୍ପ କରିବାରେ ଅଧିକ ପରିଶ୍ରମ କରିବାକୁ ପଡେ, ଯେଉଁ କାରଣରୁ ମାଂ-ସପେ-ଶୀରେ ଫୁଲିବା ସମସ୍ୟା ଆସିଯାଏ |

ଅକଲ୍ୟାଣ୍ଡରେ ଦୁଇ ସପ୍ତାହର ଲକଡାଉନ :-

ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡରେ କରୋନା ଭାଇରସର ଡେ଼ଲ୍ଟା ଭାରିଆଣ୍ଟ ହଇଚଇ ସୃଷ୍ଟି କରୁଛି ଏବଂ ଏହାକୁ ଦୃ-ଷ୍ଟିରେ ରଖି ଏଠାରେ ଦୁଇ ସପ୍ତାହ ପାଇଁ ଲକଡାଉନ ଲାଗୁ କରାଯାଇଛି | ୱାର୍ଲ୍ଡୋମିଟରର ତଥ୍ୟ ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡରେ କୋଭିଡ -19 ଦ୍ୱାରା ୩୫୧୯ ଜଣ ଲୋକ ସଂକ୍ରମିତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୨୬ ଜଣ ଲୋକଙ୍କୁ ନିଜର ପ୍ରା-ଣ ହରା-ଇବାକୁ ପଡିଲା ଏବଂ ୨୮୯୦ ଜଣ ଲୋକ ଏହି ମହା-ମାରୀରୁ ସୁସ୍ଥ ହୋଇଛନ୍ତି | ନ୍ୟୁଜିଲ୍ୟାଣ୍ଡରେ କରୋନା ଭାଇରସର ୬୦୩ ଟି ଆକ୍ଟିଭ କେ-ସ ରହିଛି, ଯେଉଁମାନଙ୍କର ଚିକିତ୍ସା ଚାଲିଛି |

Leave a Reply

Your email address will not be published.