ଦୁନିଆର ସବୁଠାରୁ ଅଜବ ସିଙ୍ଗିଡାବାଲା : ତାଙ୍କର ବିକ୍ରି କରିବାର ଷ୍ଟାଇଲକୁ ଦେଖି ଆପଣ ମଧ୍ୟ କହିବେ – ଗୋଟେ ପ୍ଲେଟ ସିଙ୍ଗିଡା ଦିଅ,ଦେଖନ୍ତୁ ଭିଡ଼ିଓ

ଅନେକଥର ଆମକୁ ଇଣ୍ଟରନେଟରେ ଏମିତି କିଛି ଭିଡିଓ ଦେଖିବାକୁ ମିଳିଯାଏ, ଯାହାକୁ ଦେଖି ଆମେ ହସିବାକୁ ଲାଗନ୍ତି ଏବଂ ଆଉ କିଛି ଭିଡିଓ ଦେଖି ଆମେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାନ୍ତି | ସୋସିଆଲ ମିଡ଼ିଆ ଯେବେଠାରୁ ଆକ୍ଟିଭ ହୋଇଛି, ସେବେଠାରୁ ଅନେକ ଫନି ଭିଡିଓ ମିଳୁଛି, ଯାହା ଆମକୁ ଖୁବ ହସାଇଥାଏ | ଭାରତରେ ଗାଁ ଗହଳିର ଭିଡିଓ ବହୁତ ଅଧିକ ଭାଇରଲ ହୋଇଥାଏ | ଆଜି ମଧ୍ୟ ଏପରି ଗୋଟିଏ ଭିଡିଓ ଭାଇରଲ ହୋଇଛି | ଏହି ଭିଡିଓ ଜଣେ ସିଙ୍ଗିଡାଵାଲାର ଅଟେ, ଯିଏ କି ବିଲକୁଲ ଅଲଗା ଷ୍ଟାଇଲରେ ସିଙ୍ଗିଡା ବିକ୍ରି କରୁଥିବାର ଦେଖାଯାଉଛନ୍ତି | ଏହି ସିଙ୍ଗିଡା ଵାଲାର ଭିଡିଓ ଦେଖି ଆପଣଙ୍କୁ ମଧ୍ୟ ବହୁତ ହସ ଲାଗିବ |

ପ୍ରଥମେ ଭିଡିଓ ଦେଖନ୍ତୁ :-

ଏହି ଭିଡିଓରେ ଯେଉଁ ବ୍ୟକ୍ତିଙ୍କୁ ଦେଖୁଛନ୍ତି, ସେ ସିଙ୍ଗିଡା ବିକ୍ରି କରୁଛନ୍ତି | ଏହି ବ୍ୟକ୍ତି ବହୁତ ଅଲଗା ଷ୍ଟାଇଲରେ ସିଙ୍ଗିଡା ବିକ୍ରି କରୁଥିବାର ଦେଖାଯାଉଛନ୍ତି | ସିଙ୍ଗିଡା ବିକ୍ରି କରିବାର ଷ୍ଟାଇଲ ବିଲକୁଲ ଅଲଗା ଅଟେ | ଭିଡିଓରେ ଶୁଣାଯାଇପାରେ ଯେ ସେ ବିକ୍ରି କରୁଥିବା ସମୟରେ ଅଜବ ଷ୍ଟାଇଲରେ ଶବ୍ଦ କରୁଛନ୍ତି | କହୁଛନ୍ତି ଯେ – ‘ସିଙ୍ଗିଡା ନିଅ, ଗରମ-ଗରମ ସିଙ୍ଗିଡା ନିଅ, ଆଳୁ ସିଙ୍ଗିଡା, ମୋଟୁ-ପତଲୁ ସିଙ୍ଗିଡା, ପାଳିବାଲ ଭାଇ ନେଇ ଆସିଛି ସିଙ୍ଗିଡା |” ଏହି ବ୍ୟକ୍ତିଙ୍କର ମାର୍କେଟିଙ୍ଗ ସ୍କିଲ ଅନ୍ୟ ଲୋକମାନନଙ୍କଠାରୁ ବହୁତ ଅଲଗା ଅଟେ |

ସୋସିଆଲ ମିଡିଆରେ ତାଙ୍କ ଷ୍ଟାଇଲ ଲୋକମାନଙ୍କୁ ବହୁତ ଭଲ ଲାଗୁଛି | ଏହି ବ୍ୟକ୍ତିଙ୍କ ଭିଡିଓ giedde ନାମକ ଇନ୍ସଟାଗ୍ରାମ ପେଜରୁ ସେୟାର କରାଯାଇଛି | ତାଙ୍କ ଭିଡିଓକୁ ଦେଖି ଲୋକମାନେ ତାଙ୍କ ସ୍କିଲ ବା ଦକ୍ଷତାକୁ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି | ନ ଚାହିଁଲେ ମଧ୍ୟ ଲୋକମାନେ ନିଶ୍ଚିତ ଭାବେ ସିଙ୍ଗିଡା ଖାଇବେ | ଭିଡିଓ କେବେ ଏବଂ କେଉଁ ସ୍ଥାନର ଅଟେ, ଏହା ବିଷୟରେ କୌଣସି ସୂଚନା ନାହିଁ |

Leave a Reply

Your email address will not be published. Required fields are marked *