ଜନ୍ମାଷ୍ଟମୀରେ ନିଶ୍ଚୟ କରନ୍ତୁ ଏହିକାମ, ସୁଖ ସମୃଦ୍ଧି ଓ କରଜରୁ ମିଳିବ ଆପଣଙ୍କୁ ମୁକ୍ତି

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ଜନ୍ମାଷ୍ଟମୀକୁ ଅଗଷ୍ଟ 30 ତାରିଖରେ ପାଳନ କରାଯିବ। ବିଶେଷଜ୍ଞଙ୍କ ମାନନା ଦ୍ୱାରା କୁହାଯାଇଛି ଯଦି ସଠିକ ପ୍ରକାର ଓ ସଠିକ ପଦାର୍ଥରେ ପୂଜା କରାଯିବ ତାହେଲେ ବିଭିନ୍ନ ସମସ୍ୟା ସମାପ୍ତ ହୋଇଯାଇଥାଏ। ସେ ସମସ୍ୟା ଆର୍ଥିକ ହେଉ କିମ୍ବା ଘରୋଇ କଳି ହୋଇଥାଉ। ଏହି ଉପାୟ କରିବାରୁ ପ୍ରତ୍ୟେକ ସମସ୍ୟା ଦୂର ହୋଇଯାଇଥାଏ। ଆସନ୍ତୁ ଜାଣିବା ଏହାବିଷୟରେ।

ଆର୍ଥିକ ସମସ୍ୟା ଦୂର ହେବ:-

ଜନ୍ମାଷ୍ଟମୀ ଦିନ ଆପଣଙ୍କ ଘରକୁ ଏକ ମୂର୍ତ୍ତି ନେଇ ଆସନ୍ତୁ ଯେଉଁଥିରେ ଗାଈ କିମ୍ବା ଛଡ଼ା ନଜର ଆସୁଥିବ। ରାତିରେ ଭଗବାନ କୃଷ୍ଣଙ୍କ ସହିତ ତାଙ୍କର ମଧ୍ୟ ପୂଜା କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ଆର୍ଥିକ ସ୍ଥିତି ଦୂର ହୋଇଯିବ। ଯେଉଁ ଲୋକଙ୍କୁ ସନ୍ତାନ ପ୍ରାପ୍ତି ହେଉନାହିଁ ସେମାନେ ମଧ୍ୟ ଏହାର ଲାଭ ଉଠାଇ ପାରିବେ।

କରଜ ରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଉପାୟ:-

ଜନ୍ମାଷ୍ଟମୀ ଦିନ ବହୁତ ଖାଆସ ହୋଇଥାଏ। ଏହିଦିନ ଯଦି ଆପଣ ତୁଳସୀ ପୂଜା କରି( ଓଁ ନମଃ ଭଗବତୀ ବାସୁଦେବାୟ) ମନ୍ତ୍ର ଜପ କରିବେ ତ ଭଗବାନ କୃଷ୍ଣ ପ୍ରସନ୍ନ ହେବେ ଓ ଆପଣଙ୍କ ସମସ୍ତ ଦୁଃଖ ହରି ନେବେ। ପୂଜା କରିବାପରେ ତୁଳସୀ ପରିକ୍ରମା ଜରୁରୀ କରନ୍ତୁ। ଏମିତି କରିବା ଦ୍ୱାରା କରଜ ବୋଝ ମୁଣ୍ଡରୁ ଓହ୍ଲାଇବ।

ଆମଦାନୀ ବଢାଇବା ପାଇଁ ଏହା କରନ୍ତୁ:-

ଆମଦାନୀ ବଢାଇବା ପାଇଁ ଏକ ଛୋଟ ନିୟମ କରିବାକୁ ହୋଇଥାଏ। ଯାହାର ଆରମ୍ଭ ଜନ୍ମାଷ୍ଟମୀ ଦ୍ୱାରା ହୋଇଥାଏ। ଜନ୍ମାଷ୍ଟମୀ ଦିନରେ 7 ଜଣ କନ୍ୟାଙ୍କୁ ଘରକୁ ଡ଼କାଇ ଖିରି ଖୁଆଇବାକୁ ହୋଇଥାଏ। ଏମିତି ଜନ୍ମାଷ୍ଟମୀ ପରେ ଲଗାତାର 5 ଶୁକ୍ରବାର ପର୍ଯ୍ୟନ୍ତ କରିବାକୁ ହେବ। ଯଦି ଆପଣ ଏହି ନିୟମକୁ ବିନା କୌଣସି ବିଘ୍ନରେ ପୂରଣ କରିପାରିବେ।

ଘରେ ସୁଖ ସମୃଦ୍ଧିର ଉପାୟ:-

ଜନ୍ମାଷ୍ଟମୀ ଦିନ ରାତି 12 ଘଟିକା ସମୟରେ କ୍ଷୀର ରେ କେଶର ମିଶାଇ ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାଇବା ପରେ ଘରେ ସୁଖ ସମୃଦ୍ଧ ବଢ଼ିଥାଏ। ଜନ୍ମାଷ୍ଟମୀରେ ଶଙ୍ଖରେ କ୍ଷୀର ଭରି ଶ୍ରୀକୃଷ୍ଣଙ୍କ ପ୍ରତିମା ଉପରେ ଚଢ଼ାଇବା ଶୁଭ ମାନାଯାଏ। ଭଗବାନ କୃଷ୍ଣଙ୍କ ପୂଜା ସମୟରେ ଯଦି ପେଶା ହୋଇଥିବା ଧନିଆ ରଖିବ ତାହେଲେ ସବୁ ଶୁଭ ହୋଇଥାଏ। ଏହାବ୍ୟତୀତ ଯଦି ଆପଣ ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରେ ହେନାଥ ନାରାୟଣ ବାସୁଦେବ ମନ୍ତ୍ରକୁ 11 ବାର ଜପନ୍ତୁ ବିଶେଷ ଫଳ ପ୍ରାପ୍ତ ହେବ।

Leave a Reply

Your email address will not be published.