ଏହି ଘୋଡାର ମାଲିକ ଅଟେ ଏହି ଛୋଟ କୁକୁର,ଭିଡିଓ ଦେଖି ଲୋକମାନେ ଦେଲେ ଏମିତି ପ୍ରତିକ୍ରିୟା,ଆପଣ ମାନେ ବି ଭିଡ଼ିଓ ଦେଖନ୍ତୁ

ସୋସିଆଲ ମିଡିଆରେ ଭିଡିଓର ଭଣ୍ଡାର ରହିଥାଏ|ଏମାନଙ୍କ ମଧ୍ୟରୁ କିଛି ଭିଡିଓ ଏପରି ହୋଇଥାଏ,ଯାହା ବହୁତ ରୋଚକ ଓ ସୁନ୍ଦର ହୋଇଥାଏ|ଯେଉଁ କାରଣରୁ ଏହା ଖୁବ ଭାଇରାଲ ହୋଇଥାଏ|ସୋସିଆଲ ମିଡିଆର ଦୁନିଆରେ ଲୋକମାନେ ପଶୁପକ୍ଷୀଙ୍କ ସୁନ୍ଦର ଭିଡିଓ ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି|ଆଜି ଏମିତି ଏକ ଭିଡିଓ ଭାଇରାଲ ହେଉଛି|ଭିଡିଓରେ ଦେଖାଯାଏ ଯେ ଗୋଟିଏ କୁକୁର, ଗୋଟିଏ ଘୋଡାକୁ ରସିରେ ବାନ୍ଧି ବୁଲେଉଛି|କାହାକୁ ଏହି ଭିଡିଓ ବିଶ୍ୱାସ ହେଉନାହିଁ, କିନ୍ତୁ ଏହା ସତ୍ୟ|

ଭିଡିଓରେ ଆପଣ ଦେଖିପାରିବେ ଯେ ଗୋଟିଏ ଛୋଟ କୁକୁର ନିଜ ମୁହଁରେ ରସି ଦବାଇଥାଏ|କୁକୁରର ରଙ୍ଗ ଭୁରା ଅଟେ ଯେଉଁ କାରଣରୁ ବହୁତ କ୍ୟୁଟ ଦେଖାଯାଉଛି|ଭିଡିଓରେ ଆପଣ ଦେଖିପାରିବେ ଯେ କୁକୁର ରସି ସହ ଠୁମ୍ ଠୁମ କରି ଆଗକୁ ବଢୁଛି|ଘୋଡା ମଧ୍ୟ କିଛି ନକହି ନିଜ ଦୋସ୍ତର କଥା ମାନୁଛି|କୁକୁର ଓ ଘୋଡାର ଏହି ଦୋସ୍ତିକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି|

ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି|ଲୋକମାନେ କହୁଛନ୍ତି ଯେ ଦୋସ୍ତି ହେବତ ଏପରି|ଦେଖିବାମାତ୍ରେ ଏହି ଭିଡିଓରେ ବହୁ କମେଣ୍ଟ କରୁଛନ୍ତି|ଲୋକମାନେ ଏହି ଭିଡିଓକୁ ବହୁ ମାତ୍ରାରେ ସେୟାର କରିଛନ୍ତି|

Leave a Reply

Your email address will not be published. Required fields are marked *