ଦେଖନ୍ତୁ ଭିଡ଼ିଓ : ଏମାନେ ନୁହଁନ୍ତି କୌଣସି ସାଧାରଣ ଶିମ୍ପାଞ୍ଜି,ଦେଖନ୍ତୁ କିପରି ଖୁସିର ସହିତ ଉଡାଉଛନ୍ତି ଡ୍ରୋନ

ସୋସିଆଲ ମିଡ଼ିଆର ଦୁନିଆରେ କେତେବେଳେ କଣ ଦେଖିବାକୁ ମିଳିଯାଏ, ଏ ବିଷୟରେ କେହି କିଛି ବି କହିପାରିବେ ନାହିଁ | ଯେପରିକି ଆଜିକାଲି ସୋସିଆଲ ମିଡିଆରେ ଏକ ବହୁତ ଅଜବ ଭିଡିଓ ଖୁବ ଭାଇରଲ ହେଉଛି | ଏହି ଭିଡିଓକୁ ଦେଖିବାପରେ ଆପଣଙ୍କୁ ବିବାହ ଉତ୍ସବ ଏବଂ ପାର୍ଟିରେ ଡ୍ରୋନ କ୍ୟାମେରାକୁ ହ୍ୟାଣ୍ଡେଲ କରୁଥିବା ବ୍ୟକ୍ତିଙ୍କ କଥା ମନେପଡିଯିବ | ବାସ୍ତବରେ ଏଥର ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି, ସେଥିରେ ଦୁଇଟି ଶିମ୍ପାଞ୍ଜି ମଣିଷମାନଙ୍କ ପରି କାମ କରୁଥିବାର ଦେଖାଯାଇପାରେ |

ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ ଦୁଇଟି ଶିମ୍ପାଞ୍ଜି ଗୋଟିଏ ଡ୍ରୋନକୁ ଉଡାଉଛନ୍ତି | ଗୋଟିଏ ଶିମ୍ପାଞ୍ଜି ହାତରେ ଡ୍ରୋନର କୋନସୋଲ ଅଛି ତ ଅନ୍ୟ ଶିମ୍ପାଞ୍ଜିଟି ଏହାକୁ ଧ୍ୟାନରେ ଦେଖୁଛି | ଦୁଇ ଶିମ୍ପାଞ୍ଜି ବହୁତ ସିରିଏସ ଭାବରେ ଡ୍ରୋନ ଉପରେ ନଜର ରଖିଛନ୍ତି ଏବଂ ତା ଉପରେ ବହୁତ ନିକଟତର ଭାବେ ଧ୍ୟାନ ରଖିଛନ୍ତି | ଯେପରି ଭାବେ ଏହି ଭିଡିଓ ଦେଖାଯାଉଛି, ତାକୁ ଦେଖି ତ ଏହା ଲାଗୁଛି ଯେ ଏମାନେ ହେଉଛନ୍ତି ତାଲି-ମପ୍ରା-ପ୍ତ ଶିମ୍ପାଞ୍ଜି, ଯିଏ କି ଅନେକ କାମ ବିଲକୁଲ ମଣିଷ ପରି କରିପାରନ୍ତି | କିନ୍ତୁ ଆମେ ଏହି ଭିଡିଓର ସତ୍ୟତା ଯାଞ୍ଚ କରୁନାହୁଁ |

ଏଠାରେ ଦେଖନ୍ତୁ ଭିଡିଓ :-

ସୋସିଆଲ ମିଡିଆରେ ଏହି ଭିଡିଓକୁ ସେୟାର କରାଯିବାମାତ୍ରେ ଲୋକମାନେ ଯଥାଶୀଘ୍ର ନିଜ ନିଜର ପ୍ରତି-କ୍ରିୟାକୁ କମେଣ୍ଟ ସେକ୍ସନରେ ଲେଖିଚାଲିଲେ | ଜଣେ ୟୁଜର ଭିଡିଓ ଦେଖିବାପରେ ଲେଖିଛନ୍ତି ଯେ ଦୁଇ ଶିମ୍ପାଞ୍ଜି ଏତେ ଚମ-ତ୍କାର ଭାବରେ ଡ୍ରୋନ ଚଳାଉଛନ୍ତି ଯେ ଏହା ସତରେ ଏକ ଚମ-ତ୍କାର ଘ-ଟଣା ଅଟେ | ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି ଯେ ସତରେ, ଏହା ତ ଚମ-ତ୍କାର ଦୃ-ଶ୍ୟ ଅଟେ | ସେହିପରି ଆଉ କିଛି ଲୋକ କହିଛନ୍ତି ଯେ ଏପରି ଦୃ-ଶ୍ୟ ବହୁତ କମ ଦେଖିବାକୁ ମିଳିଥାଏ |

ସୋସିଆଲ ମିଡିଆରେ ଏହି ଭିଡିଓ hayatevahsh_clip ନାମକ ଇନ୍ସଟାଗ୍ରାମ ପେଜରୁ ସେୟାର କରାଯାଇଛି | ଏହି ଭିଡିଓକୁ ତିନି ଦିନ ପୂର୍ବରୁ ମଧ୍ୟ ସେୟାର କରାଯାଇଥିଲା | ଖବର ଲେଖାଯିବା ବେଳକୁ ଏହି ଭିଡିଓକୁ ପ୍ରାୟ ୭୮ ହଜାରରୁ ଅଧିକଥର ଦେଖାଯାଇଛି | ଏହାସହିତ ଲୋକମାନେ ଏହାକୁ ଖୁବ ସେୟାର ମଧ୍ୟ କରୁଛନ୍ତି | ତେବେ ଏହା ଜଣାନାହିଁ ଯେ ଏହି ଭିଡିଓ କେଉଁ ସ୍ଥାନରେ ଏବଂ କେବେର ଅଟେ | କିନ୍ତୁ ସୋସିଆଲ ମିଡିଆରେ ଏହି ଭିଡିଓ ଲୋକମାନଙ୍କ ମଧ୍ୟରେ କୌତୁହଳର କାରଣ ପାଲଟିଯାଇଛି |

Leave a Reply

Your email address will not be published.