ଖେଳୁ ଖେଳୁ ପ୍ରେସର କୁକରରେ ଫସିଗଲା ଦେଢ଼ ବର୍ଷ ନି-ରୀହ ପିଲାର ମୁଣ୍ଡ, ତାପରେ ଏହିପରି ଭାବରେ ବଂଚାଗଲା ଜୀବନ, ଦେଖନ୍ତୁ ଭିଡିଓ

ଛୋଟ ଛୋଟ ପିଲାମାନେ ବହୁତ ଚଞ୍ଚଳ, ଦୁ-ଷ୍ଟ ଏବଂ ଜିଜ୍ଞାସୁ ହୋଇଥାନ୍ତି | ସେମାନେ ସବୁ ଜିନିଷ ବିଷୟରେ ଜାଣିବାପାଇଁ ଚେଷ୍ଟା କରିଥାନ୍ତି | ସେମାନଙ୍କୁ ଖେଳିବାପାଇଁ ମଧ୍ୟ ବହୁତ ଭଲ ଲାଗେ | ଏଥିପାଇଁ ସେମାନେ ଘର ଏବଂ ଅପାଖପାଖରେ ଥିବା ଜିନିଷଗୁଡିକୁ ଖେଳଣା ଭାବି ଖେଳିବାକୁ ଲାଗିଥାନ୍ତି | କିନ୍ତୁ ପ୍ରତ୍ୟେକ ଜିନିଷ ପିଲାମାନେ ଖେଳିବା ଠିକ ନଥାଏ | ସେମାନଙ୍କ ଉପରେ ଯଦି ନଜର ରଖାନଯାଏ, ତେବେ କିଛି ଜିନିଷ ସେମାନଙ୍କୁ କ୍ଷ-ତି ମଧ୍ୟ ପହଞ୍ଚାଇ ପାରେ | ସେମାନେ ଖେଳୁ ଖେଳୁ ସମସ୍ୟାରେ ପଡିପାରନ୍ତି | ଏପରିକି ସେମାନଙ୍କ ଜୀବନ ଉପରେ ବିପ-ଦ ମଧ୍ୟ ରହିପାରେ | ବର୍ତ୍ତମାନ ଉତ୍ତରପ୍ରଦେଶର ଆଗ୍ରାର ଏହି ଅନନ୍ୟ ମା-ମ-ଲାକୁ ନିଅନ୍ତୁ |

ବାସ୍ତବରେ ଆଗ୍ରାର ଲୋହାମଣ୍ଡିରେ ଗୋଟିଏ ଦେଢ଼ ବର୍ଷର ପିଲାର ମୁଣ୍ଡ ପ୍ରେସର କୁକରରେ ବହୁତ ଖରାପ ଭାବରେ ଫ-ସିଗଲା | ଏମିତି ସେତେବେଳେ ହେଲା, ଯେତେବେଳେ ଘରେ ପିଲାଟି କୁକରକୁ ଧ-ରି ଖେଳୁଥିଲା | ଖେଳୁ ଖେଳୁ ପିଲାଟି ନିଜ ମୁଣ୍ଡ ପ୍ରେସର କୁକରରେ ପସେଇଦେଲା | ତାର ମୁଣ୍ଡ ଏହି ପ୍ରେସର କୁକରରେ ଏମିତି ଭାବରେ ଫସିରହିଲା ଯେ ବାହାରକୁ ବାହାରିବାର ନା ଧରିଲାନାହିଁ | ଦେଖୁଦେଖୁ ପିଲାଟିକୁ ନି-ଶ୍ୱାସ ପ୍ର-ଶ୍ୱାସ କରିବାରେ ଅସୁ-ବିଧା ହେବାକୁ ଲାଗିଲା | ସେ କା-ନ୍ଦିବାକୁ ଲାଗିଲା | ଏହା ଦେଖି ପରିବାର ଲୋକେ ଡ-ରିଗଲେ | ପ୍ରଥମେ ସେମାନେ ନିଜ ଲେଭଲରେ ପିଲାଟିର ମୁଣ୍ଡରୁ ପ୍ରେସର କୁକରକୁ ବାହାର କରିବାକୁ ଚେଷ୍ଟା କଲେ | କିନ୍ତୁ ଯେତେବେଳେ ସଫଳତା ମିଳିଲାନାହିଁ, ସେତେବେଳେ ସେମାନେ ଶୀଘ୍ର ପିଲାଟିକୁ ନେଇ ପାଖ ହସ୍ପିଟାଲରେ ପହଞ୍ଚିଲେ |

ଏଠାରେ ପିଲାଟିର ସ୍ଥିତି ଦେଖି ସର୍ଜନ ଡ଼. ଫରହତ ଖାନ ଏବଂ ଅନ୍ୟ ଡାକ୍ତରମାନେ ତାକୁ ତୁରନ୍ତ ଅପରେସନ ଥିଏଟରକୁ ନେଇଯିବାର ନିଷ୍ପତ୍ତି ନେଲେ | ତେବେ ଏହି ଅପରେସନ ଥିଏଟରରେ ଡାକ୍ତରଙ୍କ ଟିମ ବ୍ୟତୀତ ଗୋଟିଏ ମେକାନିକ ମଧ୍ୟ ଥିଲା | ତାକୁ ମଧ୍ୟ ଏହି ଅପରେସନ ପାଇଁ ପାଖରୁ ଡ-କାଗଲା | ମେକାନିକ ଡାକ୍ତରଙ୍କ ସହିତ ମିଶି ବହୁତ ସାବଧାନତାର ସହିତ କଟର ମେ-ସିନ ଦ୍ୱାରା ଅପରେସନ ଥିଏଟରରେ ପିଲାଟିର ମୁଣ୍ଡରେ ଫସିଥିବା କୁକରକୁ କା-ଟିଲେ | ପିଲାଟି ଏହି ସମୟରେ ବହୁତ କା-ନ୍ଦୁଥିଲା ଏବଂ ହ-ଲୁଥିଲା | ଏହି କାରଣରୁ ପ୍ରେସର କୁକରକୁ କା-ଟିବା ପାଇଁ ପୁରା ଦୁଇ ଘଣ୍ଟା ଲାଗିଗଲା | ପିଲାଟି କୋଷିକଳା ବାସିନ୍ଦା ସୁମାୟଳାର ଅଟେ |

ଯେତେବେଳେ କଟର ମେ-ସେନ ଦ୍ୱାରା ପ୍ରେସର କୁକର କ-ଟିଗଲା, ସେତେବେଳେ ଡାକ୍ତରମାନେ ପିଲାଟିକୁ ଅଧା ଘଣ୍ଟା ପାଇଁ ହସ୍ପିଟାଲରେ ରଖିଲେ | ଏହି ସମୟରେ ପିଲାଟିକୁ ଅକ୍ସି-ଜେନ ମଧ୍ୟ ଦିଆଗଲା | ଯେତେବେଳେ ସେମାନେ ବିଶ୍ୱାସ କଲେ ଯେ ପିଲାଟି ସମ୍ପୂର୍ଣ ଭାବରେ ସୁସ୍ଥ, ସେତେବେଳେ ତାକୁ ଡି-ସଚା-ର୍ଜ ମଧ୍ୟ କରିଦିଆଗଲା | ବର୍ତ୍ତମାନ ଏହି ପୁରା ଘ-ଟଣା ପୁରା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି | ସମସ୍ତେ ଡାକ୍ତରଙ୍କ ଟିମକୁ ଏହି ସଫଳ ଅପରେସନ ପାଇଁ ଅଭିନନ୍ଦନ ଜଣାଉଛନ୍ତି | ସେହିପରି କିଛି ଲୋକ ବାପାମାଙ୍କୁ ପିଲାର ଧ୍ୟାନ ରଖିବାପାଇଁ ପରାମର୍ଶ ମଧ୍ୟ ଦେଉଛନ୍ତି |

Leave a Reply

Your email address will not be published. Required fields are marked *