ମାଆ ଜନ୍ମଦେଲେ ଏଲିଏନ ପରି ଶିଶୁକୁ,ପିତା ଧମକ ଦେଲା ଜୀବନରୁ ମାରି ଦେବାପାଇଁ,ଦେଖନ୍ତୁ ଫୋଟୋ

ଡେଲି ମେଲରେ ଛପା ଯାଇଥିବା ଏକ ଖବର ଅନୁସାରେ ପିଲାର ବାପା ପିଲାଟିର ଜନ୍ମ ହେବାପରେ ତାକୁ ସ୍ୱୀକାର କରିବାକୁ ମନା କରିଦେଲେ। ଏତିକି ମଧ୍ୟ ନୁହେଁ ସେ ଛୁଆଟିକୁ ମାରିବାକୁ ମଧ୍ୟ ଧମକ ଦେଲେ କିନ୍ତୁ ରଂବାଡ଼ାର ବଜେନେଜା ଲିବର୍ତା ଏଥିପାଇଁ ରାଜି ହୋଇନଥିଲା। ଏହାପରେ ମହିଳାଙ୍କୁ ତାଙ୍କର ପତି ଓ ପରିବାର ଏକା ଛାଡିଦେଲେ। ମହିଳାଙ୍କ ପତି ତାଙ୍କୁ କହିଲେ ଯେ, ଯଦି ସେ ପରିବାର ସହିତ ରହିବାକୁ ଚାହୁଁଛନ୍ତି ତାହେଲେ ତାଙ୍କୁ ଛୁଆକୁ ଛାଡ଼ିବାକୁ ହେବ।

ନିଜର ଷ୍ଟୋରୀ ସୋସିଆଲ ମିଡ଼ିଆରେ ଶେୟର କରିଥିଲେ:-

ପିଲାଟିର ମାଆ ବଜେନେଜା ନିଜର ଦୁଃଖଭରା କାହାଣୀକୁ ସୋସିଆଲ ମିଡ଼ିଆରେ ଶେୟର କରିଥିଲେ। ସେ ଷ୍ଟୋରୀ ଶେୟର କରି ଲେଖିଥିଲେ କି, ସେ ବହୁତ ଚିନ୍ତାରେ ଅଛନ୍ତି। ସେ କହିଥିଲେ ତାଙ୍କର ପରିବାର ଓ ପତି ତାଙ୍କୁ ଏକଲା ଛାଡ଼ି ଦେଇଛନ୍ତି ଓ ତାଙ୍କୁ ଏକା ରହିବାକୁ ପଡ଼ୁଛି।

ପିଲାଟିର ଦେଖାରେଖରେ ସମସ୍ୟା:-

ବଜେନେଜା ଙ୍କୁ ତାଙ୍କ ସ୍ୱାମୀ ଶଶୁର ଘର ଲୋକେ ଏକଲା ଛାଡିଦେଲେ। ଏହି କାରଣରୁ ମହିଳାଙ୍କୁ ପିଲାଟିର ଦେଖାଶୁଣା କରିବାରେ ବହୁତ ସମସ୍ୟା ହେଉଛି। ପିଲାଟିକୁ ସମସ୍ତେ ଏଲିଏନ ବୋଲି କହୁଛନ୍ତି। ବଜେନେଜା ଏକ ଇଣ୍ଟରଭ୍ୟୁରେ କହିଥିଲେ ତାଙ୍କର ଆହୁରି ପିଲା ଅଛନ୍ତି କିନ୍ତୁ ସେମାନେ ନର୍ମାଲ ଅଟନ୍ତି।

ସମସ୍ତେ ପିଲାଟିର ମଜାକ ଉଡାଉଛନ୍ତି:-

ପିଲାଟିକୁ ଦେଖି ଏବେ ସମସ୍ତେ ତାଙ୍କର ମଜା ଉଡାଉଛନ୍ତି। ଗ୍ରାମ ଲୋକେ ପିଲା ଓ ମାଆଙ୍କୁ ବହିଷ୍କାର କରିଦେଇଛନ୍ତି। ପିଲାଟିର ଏମିତି ଅବସ୍ଥା କଣପାଇଁ ହୋଇଛି ଏହାକୁ ଡ଼କ୍ଟର ମଧ୍ୟ କହି ପାରୁନାହାନ୍ତି। ସେ କହିଛନ୍ତି ତାଙ୍କ ପୁଅକୁ ବହୁତ ଯନ୍ତ୍ରଣା ହେଉଛି ଓ ସେ ନିଜ ପିଲାର ଚିକିତ୍ସା ପାଇଁ ଅନଲାଇନ ସହାୟତା ଲୋକଙ୍କୁ ମାଗୁଛନ୍ତି। ଏଥିପାଇଁ ସେ ଏକ ଅନଲାଇନ ଆକାଉଣ୍ଟ ମଧ୍ୟ ଷ୍ଟାର୍ଟ କରିଛନ୍ତି।

Leave a Reply

Your email address will not be published.