ଭାରତୀୟ ଡାକ ବିଭାଗରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ : ଖାଲିପଡ଼ିଛି MTS ଓ LDC ପାଇଁ ପଦବୀ

ଭାରତୀୟ ଡାକ ବିଭାଗରେ ଚାକିରୀ କରିବାକୁ ଇଚ୍ଛୁକ ଥିବା ଯୋଗ୍ୟ ପାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଭାରତ ସରକାରଙ୍କ ତରଫରୁ ଏହି ସୁଯୋଗ ତେଲେଙ୍ଗାନା ଜୋନ ପାଇଁ ବାହାର କରାଯାଇଛି। MTS,LDS,ପେଷ୍ଟଲ- ଆସିଷ୍ଟାଣ୍ଟସେଟିଂଙ୍ଗ ଆସିଷ୍ଟାଣ୍ଟ ,ପୋଷ୍ଟମ୍ୟାନ ପଦବୀ ଖାଲି ରହିଛି। ଏହି ପଦବୀ ପାଇଁ ଯୋଗ୍ୟ ପାର୍ଥୀ ଅଫିସିଆଲ ୱେବସାଇଟ tsposts.in/sportsrecruitment କୁ ଯାଇ ଆବେଦନ କରିପାରିବେ।

ତେବେ ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ରଖାଯାଇଛି।

ଜାଣନ୍ତୁ କେଉଁ ପଦବୀ ପାଇଁ ବାହାରିଛି ପଦବୀ:-

ଡାକ ସହାୟକ

ରେଲୱେ ମେଲ ସେବା ଏବଂ ସେଟିଙ୍ଗ ଆସିଷ୍ଟାଣ୍ଟ

ପୋଷ୍ଟମାନ

ଅଫିସ ମେଲ ଗାର୍ଡ

ମଲ୍ଟି ଟାକ୍ସିଂ ଷ୍ଟାଫ

ତେବେ, ମୋଟ ୫୫ ଟି ପଦବୀ ଖାଲି ଅଛି। ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ପାସ କରିଥିବା ଦରକାର। ଏହାବ୍ୟତିତ ଖେଳ କୋଟାକୁ ଧ୍ୟାନରେ ରଖି ସ୍ପୋଟର୍ସ କ୍ୱାଲିଫିକେସନ ମଧ୍ୟ ହେବା ଆବଶ୍ୟକ।

MTS ପଦବୀ ପାଇଁ ଯୋଗ୍ୟ ପାର୍ଥୀଙ୍କର ବୟସ ସୀମା ୧୮ ବର୍ଷରୁ ୨୫ ବର୍ଷ ହୋଇଥିବା ଆବଶ୍ୟକ। ସେହିପରି ଭାବରେ ଅନ୍ୟ ପଦବୀ ଗୁଡ଼ିକ ପାଇଁ ବୟସ ସୀମା ୧୮ ବର୍ଷରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ। ଆବେଦନ କରିବାର ଫର୍ମ ପୂରଣ ମୂଲ୍ୟ ୨୦୦ ଟଙ୍କା ରଖାଯାଇଛି। ଆବେଦନ କରିବା ପାଇଁ ଯୋଗ୍ୟ ପାର୍ଥୀ ଅଗଷ୍ଟ ୧୬ ତାରିଖରୁ ଆବେଦନ କରିପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.