ବିନା ପରୀକ୍ଷାରେ BHELରେ ନିଯୁକ୍ତି ପାଇବାର ସୁବର୍ଣ୍ଣ ସୁଯୋଗ, ଜଲଦି କରନ୍ତୁ ଆବେଦନ

ସରକାରୀ ଚାକିରି କରିବାକୁ ଇଛୁକ ଥିବା ଯୋଗ୍ୟ ପାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ| ଭାରତ ହେଭି ଇଲେକ୍ଟ୍ରୋନିକ୍ସ ଲିମିଡେଟ (BHEL) ତରଫରୁ ନିଯୁକ୍ତି ନୋଟିଫିକେସନ ଜାରି କରାଯାଇଛି|

BHEL ତରଫରୁ ତ୍ରିଚି,ଭୋପାଳ,ହରିଦ୍ବାର,ହାଇଦ୍ରାବାଦ,ଝାନ୍ସୀ,ରାନୀପେଟ,ଜଗଦୀଶପୁର,ଦିଲ୍ଲୀ ଇତ୍ଯାଦି ଅଞ୍ଚଳ ମାନଙ୍କରେ E-୨ ଗ୍ରେଡ ଅନୁସାରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି| ଏହାବ୍ୟତୀତ ଯୋଗ୍ୟ ପାର୍ଥୀ ସିଧାସଳଖ ଅଫିସିଆଲ ୱେବସାଇଟ https://www.bhel.com/ କୁ ଯାଇ ଆବେଦନ କରିପାରିବେ| ଏହା ସହିତ https://careers.bhel.in/bhel/jsp/#openings ଲିଙ୍କରେ କ୍ଲିକ କରି ପଦବୀ ସମ୍ପର୍କରେ ଅଧିକ ବିବରଣୀ ପାଇପାରିବେ|

ପଦବୀ ବିବରଣୀ: ୨୭

ସିନିଅର ମେଡିକାଲ ଅଫିସର (ବିଶେଷଜ୍ଞ)

ଜରୁରୀ ତାରିଖ:

ଆବେଦନ କରିବା ପାଇଁ ଅଗଷ୍ଟ ୧୮ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୭ ତାରିଖରେ ଶେଷ ହେବ|

Google

ଶିକ୍ଷାଗତ ଯୋଗ୍ଯତା:

ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ପାଖରେ ପୋଷ୍ଟ ଯୋଗ୍ଯତା ଅଭିଜ୍ଞତା ସହିତ ୧ ବର୍ଷର ପ୍ରାକ୍ଟିସ ଥିବା ଆବଶ୍ୟକ| ଏଥିସହିତ ଏମବିବିଏସରେ ଡିଗ୍ରୀ ହାସଲ କରିଥିବା ଦରକାର।

ବୟସ ସୀମା:

ଯୋଗ୍ୟ ପ୍ରାର୍ଥୀଙ୍କ ବୟସ ସୀମା ସର୍ବାଧିକ ୩୭ ବର୍ଷ ହୋଇଥିବା ଦରକାର|

ଆବେଦନ ଶୁଳ୍କ:

ଆବେଦନ କରିବା ପାଇଁ ଯୋଗ୍ୟ ପାର୍ଥୀଙ୍କୁ ଜିଏସଟି ସହିତ ୩୫୪ ଟଙ୍କା ଦେବାକୁ ପଡିବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.