କାବୁଲ ସିରିଜ ବିସ୍ପୋରଣ ସହିତ ୧୪ କେରଳ ବାସୀଙ୍କ ସମ୍ପର୍କ! ୨୦୧୪ରେ ଭାରତ ଛାଡ଼ି ପଳାଇଥିଲେ ଆଫଗାନିସ୍ଥାନ

ଆଫଗାନିସ୍ଥାନର କାବୁଲ ବିମାନବନ୍ଦର ବାହାରେ ହୋଇଥିଲା ସିରିଜ ବୋ-ମା ବିସ୍ଫୋ-ରଣ। ଏହି ଆକ୍ରମଣ ପାଇଁ ଆତ-ଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଅଫ ଖୋରାସାନ ପ୍ରୋବିଂସ (ISKP) ନିଜକୁ ଦାୟୀ କରିଛି। ତେବେ ଏହି ଆ-ତ୍ମଘା-ତୀ ବିସ୍ପୋ-ରଣରେ ଆମେରିକା ୧୩ ଜଣ ସୈନିକଙ୍କ ସହିତ ୨୦୦ ରୁ ଅଧିକ ସାଧାରଣ ଲୋକଙ୍କର ମୃ-ତ୍ୟୁ ଘ-ଟିଛି।

ତେବେ ଗଣମାଧ୍ୟମ ରି-ପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣରେ କେରଳର ୧୪ ଜଣ ବ୍ୟକ୍ତି ସଂପୃକ୍ତ ଅଛନ୍ତି। ଏହି ଆତଙ୍କବାଦୀ ସଂଗଠନରେ କେରଳର ଏହି ବ୍ୟକ୍ତିମାନେ ସାମିଲ ଅଛନ୍ତି। ସୂଚନା ଅନୁସାରେ, ଏହି ବ୍ୟକ୍ତିମାନଙ୍କୁ ତାଲିବାନ ବଗରାମ ଜେ-ଲରୁ ମୁକ୍ତ କରଯାଇଥିଲା। ଏଥିସହିତ ତୁର୍କମେନିସ୍ଥାନର ଦୂ-ତାବାସ ଉପରେ ଆକ୍ର-ମଣ କରିବାକୁ ଚେଷ୍ଟା କରୁଥିବା ଦୁଇ ପାକିସ୍ତାନୀଙ୍କୁ ଗି-ରଫ ମଧ୍ୟ କରାଯାଇଛି।

Google

ଏକ ଜାତୀୟ ଗଣମାଧ୍ୟମର ରି-ପୋ-ର୍ଟ ଅନୁଯାୟୀ, କେରଳର ୧୪ ଜଣ ବାସିନ୍ଦା ଆଫଗାନିସ୍ତାନରେ ISKP ରେ ସାମିଲ ଅଛନ୍ତି। ଏହି ୧୪ଜଣଙ୍କ ମଧ୍ୟରୁ ଜଣେ ନିଜ ପରିବାର ସହିତ ଯୋଗାଯୋଗରେ ରହିଥିଲେ। କିନ୍ତୁ,ଅନ୍ୟ ୧୩ ଜଣଙ୍କର ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ସୂଚନା ମିଳିପାରିନାହିଁ। ଏମାନେ ୨୦୧୪ ମସିହାରେ ଭାରତ ଛାଡି IS ରେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ କିଛି ପରିବାର ଆଫଗାନିସ୍ତାନର ନଙ୍ଗରହାରରେ ବସବାସ କରୁଥିଲେ ବୋଲି ISKP ସୂତ୍ରରୁ ସୂଚନା ମିଳିଛି।

ରି-ପୋର୍ଟ ଅନୁସାରେ, ତାଲିବାନ ଓ ଏହାର ସହଯୋଗୀ ମାନେ କଠୋରପନ୍ଥୀ କେରଳବାସୀଙ୍କୁ ବ୍ୟବହାର କରି ଭାରତର ଭାବମୂର୍ତ୍ତି ଖରାପ କରିବାକୁ ଚେଷ୍ଟା କରିପାରନ୍ତି। କିନ୍ତୁ, ତାଲିବାନ ଏପର୍ଯ୍ୟନ୍ତ ସୁଦ୍ଧା ନୀରବ ରହିଛି । ଆଉ ଅନ୍ୟପାର୍ଶ୍ୱରେ ଗି-ରଫ କରାଯାଇଥିବା ପାକିସ୍ତାନୀ ନାଗରିକଙ୍କ ପାଖରୁ IED ଜ-ବତ କରାଯାଇଛି । ସେମାନେ ବିସ୍ଫୋ-ରଣ କରିବା ପୂର୍ବରୁ ଧ-ରା ପଡ଼ିଥିଲେ।

ଆଫଗାନିସ୍ତାନରୁ ଆସିଥିବା ରି-ପୋର୍ଟ ଅନୁସାରେ, କାବୁଲ ହକ୍କାନୀ ନେଟୱାର୍କ ନିୟ-ନ୍ତ୍ରଣରେ ରହିଛି। ISKP ପୂର୍ବରୁ ନଙ୍ଗହାରରେ ହକ୍କାନୀ ନେଟୱାର୍କ ସହିତ କାମ କରିଥିବାର ମଧ୍ୟ ପ୍ରମାଣ ମିଳିଛି

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *