ITBP/BSF/CISF ରେ ଚାକିରି କରିବାକୁ ଇଛୁକ ଥିବା ମହିଳାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ଖାଲିରହିଛି ୨୮୪୭ ପଦବୀ

କର୍ମଚାରୀ ଚୟନ ଆୟୋଗ (SSC) ତରଫରୁ ବିଭିନ୍ନ CAPE ବିଭାଗର ୨୫୨୭୧ ପଦବୀ ଭର୍ତ୍ତି ପାଇଁ ଆବେଦନ କରାଯାଉଛି। ଏହି ବିଭାଗରେ BSF, CISF, SSB, ITBP, SSF ଓ ଅସାମ ରାଇଫଲ୍ସ ସାମିଲ କରାଯାଇଛି। ଏହି ବିଭାଗର ୨୫୨୭୧ ପଦବୀ ମଧ୍ୟରୁ ୨୮୪୭ ପଦବୀ କେବଳ ମହିଳାଙ୍କ ପାଇଁ ବାହାରିଛି। ଅଗଷ୍ଟ ମାସ ୩୧ ତାରିଖ ଆବେଦନ କରିବାର ଶେଷ ତାରିଖ ରହିଛି। ଆବେଦନ କରିବା ପାଇଁ ମହିଳାମାନେ ଏହି ବିଭାଗର ଅଫିସିଆଲ ୱେବସାଇଟ https://ssc.nic.in/ କୁ ଯାଇ ଅନଲାଇନ ସାହାର୍ଯ୍ୟରେ ଆବେଦନ କରିପାରିବେ।

ପଦବୀ ବିବରଣୀ:

୨୮୪୭ (ମହିଳା)

ବୟସ ସୀମା:

ଆବେଦନ କରିବାକୁ ଇଛୁକ ଥିବା ମହିଳାଙ୍କ ବୟସ ସୀମା ୧୮ ବର୍ଷରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ନିତ୍ୟାନ୍ତ ଆବଶ୍ୟକ।

Google

ଚୟନ ପ୍ରକ୍ରିୟା:

ଏହି ପଦବୀରେ ଭର୍ତ୍ତି ପାଇଁ ଇଚ୍ଛୁକ ଥିବା ପାର୍ଥଙ୍କର ଚୟନ ଲିଖିତ ପରୀକ୍ଷା,ଫିଜିକାଲ ଟେଷ୍ଟ ଓ ଡକ୍ଯୁମେଣ୍ଟ ଭେରିଫିକେସନ ହେବା ପରେ ନିଯୁକ୍ତି ଦିଆଯିବ।

କେମିତି କରିବେ ଆବେଦନ:

ଆବେଦନ କରିବାକୁ ଇଛୁକ ଥିବା ଯୋଗ୍ଯ ମହିଳା ଏହି ବିଭାଗର ଅଫିସିଆଲ ୱେବସାଇଟ https://ssc.nic.in/ କୁ ଯାଇ ଆବେଦନ କରିପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *