ରାତି ଅଧରେ ମହିଳାଙ୍କ ଘରେ ପଶିଲେ ପୋ-ଲିସ ବାବୁ: କହିଲେ- “ଦବ ଯଦି ଦିଅ, ନହେଲେ ମୁଁ ଯାଉଛି”….

“ଦବ ଯଦି ଦିଅ, ନହେଲେ ମୁଁ ଯାଉଛି”… ରାତି ପ୍ରାୟ ୩ଟା ସମୟରେ ମହିଳାଙ୍କ ଘରେ ପଶି ଏମିତି କିଛି କହିଲେ ପୋ-ଲିସ ବାବୁ। ର-କ୍ଷକ ହୋଇ ଭ-କ୍ଷକ ସାଜିବା ମହ-ଙ୍ଗା ପଡ଼ିଛି ପୋ-ଲିସ କର୍ମଚାରୀଙ୍କୁ। ରାତିରେ ଘରେ ପଶି ମହିଳାଙ୍କୁ ଦୁ-ଷ୍କର୍ମ ସହିତ ଦୁ-ର୍ବ୍ୟବ-ହାର କରିବା ଅଭି-ଯୋଗରେ ଜଣେ ଠି-କାଭିତ୍ତିରେ ନିଯୁକ୍ତ ଥିବା ସବଇନ୍ସପେକ୍ଟରଙ୍କୁ ଗି-ରଫ କରିଛି ପୋ-ଲିସ। ଗି-ରଫ ହୋଇଥିବା ପୋ-ଲିସ କର୍ମଚାରୀ ଜଣଙ୍କ ହେଉଛନ୍ତି ନୀଳମଣି ମହାନ୍ତି।

ସୂଚନା ଅନୁସାରେ, ନୀଳମଣି ମହାନ୍ତି ସେ-ନା ବାହିନୀରୁ ଅବସର ହେବା ପରେ ପୋ-ଲିସ ବିଭାଗରେ ଠି-କାଭିତ୍ତିରେ ନିଯୁକ୍ତ ହୋଇଥିଲେ। ଶ୍ରୀ ମହାନ୍ତି ସବଇନିସପେକ୍ଟର ଭାବରେ ବଅଁରପାଳ ଥା-ନାରେ ନିଯୁକ୍ତ ହୋଇଥିଲେ ଏବଂ ତାଙ୍କୁ ହାଇୱେ ପାଟ୍ରୋଲିଂ ଦାୟିିତ୍ୱ ଦିଆଯାଇଥିଲା। ବୁଧବାର ଦିନ ରାତି ପ୍ରାୟ ସାଢ଼େ ୩ଟା ସମୟରେ ପୋ-ଲିସ ବାବୁ ଜଣଙ୍କ ତାଳଚେର ଥା-ନା ଅଞ୍ଚଳର ଜଣେ ମହିଳାଙ୍କ ଘରକୁ ଯାଇଥିଲେ। କବାଟ ବାଡ଼େଇ ମହିଳାଙ୍କୁ ଉଠାଇ ଘରେ ପଶି ମହିଳାଙ୍କୁ କହିଲେ ଯେ, “ଦବ ଯଦି ରହିବି,ଶୁଣିକି ଆସିଛି, ନହେଲେ ଚାଲିଯିବି,ପାଟି କରନି, କାହାକୁ ଶୁଭିଯିବ।

ଏହି ଘଟ-ଣାକୁ ମୋବାଇଲରେ ରେ-କର୍ଡ କରିନେଇଥିଲେ ମହିଳା ଜଣକ। ଭିଡ଼ିଓରେ ଦେଖିବାକୁ ମିଳିଥିଲା ଯେ, ପୋ-ଲିସ ବାବୁ ମହିଳାଙ୍କ ଘରେ ପଶିବା ସହିତ ମହିଳାଙ୍କୁ ଅ-ଶ୍ଳୀଳ କଥା କହିବା ଓ ଦୁ-ର୍ବ୍ୟବ-ହାର କରୁଥିବାର ଦେଖିବାକୁ ମିଳିଛି। ଏହି ଘ-ଟଣାକୁ ସମ୍ପର୍କରେ ଉକ୍ତ ମହିଳା ପୋ-ଲିସ ବାବୁଙ୍କ ନାଁରେ ତାଳଚେର ଥା-ନାରେ ଅଭି-ଯୋଗ କରିଥିଲେ। ଆଉ ଅଭି-ଯୋଗ ପରେ ପୋ-ଲିସ କର୍ମଚାରୀଙ୍କୁ ସସ-ପେଣ୍ଡ କରିବା ସହିତ ଗି-ରଫ କରାଯାଇଛି।

Leave a Reply

Your email address will not be published. Required fields are marked *