ହେ ଭଗବାନ ….: ସାଇକେଲରେ ଲଙ୍ଗ ଡ୍ରାଇଭରେ ଯାଉଥିଲେ ଅଙ୍କଲ-ଆଣ୍ଟି,କିନ୍ତୁ ଅଙ୍କଲ ଯାହା କଲେ ଭିଡ଼ିଓ ଦେଖିଲେ ଆପଣ ହସି ହସି ଗଡ଼ିଯିବେ

ସୋସିଆଲ ମିଡ଼ିଆରେ ଭିନ୍ନ ଭିନ୍ନ ଭିଡ଼ିଓ ଭାଇରାଲ ହେଉଥାଏ। କେତେକ ଭିଡ଼ିଓ ଏମାନଙ୍କ ମଧ୍ୟରୁ ଇମୋସ୍ନାଲ ହୋଇଥିବା ବେଳେ ଆଉ କେତେକ ଦେଖିଲେ ଆପଣ ନିଜର ହସ ଆତକାଇ ପାରିବେନାହିଁ। କେତେଥର ସୋସିଆଲ ମିଡ଼ିଆରେ ଏମିତି ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିଲେ ମଜା ଆସିଯାଇଥାଏ। ଏହି ଭିଡ଼ିଓରେ ଜଣେ ବୃଦ୍ଧ ବ୍ୟକ୍ତି ନିଜର ପତ୍ନୀଙ୍କୁ ପଛରେ ବସାଇ ସାଇକେଲ ଚଳାଉଛନ୍ତି। ପୂରା ଭିଡ଼ିଓ ଦେଖିବାପରେ ଆପଣଙ୍କୁ ଏହାର କ୍ଳାଇମାକ୍ସ ବିଷୟରେ ଜଣାପଡ଼ିବ।

ସୋସିଆଲ ମିଡ଼ିଆରେ କିଛି ଭିଡ଼ିଓ ଏମିତି ହୋଇଥାଏ ଯାହାକି ସାମ୍ନାକୁ ଆସିବାପରେ ପ୍ରଚୁର ଭାଇରାଲ ହୋଇଯାଇଥାଏ। ଏହି ଭିଡ଼ିଓରେ ଅଙ୍କଲ ଓ ଆଣ୍ଟିଙ୍କ ଭିଡ଼ିଓ ଦେଖିବାପରେ ମଧ୍ୟ ଆପଣ ମଧ୍ୟ ନିଜ ହସ ଅଟକାଇ ପାରିବେନାହିଁ। କିନ୍ତୁ ସେମାନେ ମଧ୍ୟ ଏହି ଘଟଣାକୁ କେବେ ଭୁଲିବେନାହିଁ। ଭିଡ଼ିଓରେ ଜଣେ ବୃଦ୍ଧ ନିଜର ପତ୍ନୀଙ୍କୁ ସାଇକେଲରେ ବସାଇ ଚାଲୁଛି ଓ ଏହିସମୟରେ ତାଙ୍କୁ ରାସ୍ତାରେ ଏକ କୁକୁର ଦେଖାଦେଉଛି ଓ ସେ ତାକୁ ଦେଖି ଜୋରରେ ସାଇକେଲ ଚଳାଇବାରେ ଲାଗୁଛନ୍ତି। ଏହାପରେ ଯାହା ହେଲା ଦେଖିବାପରେ ଆପଣ ହସି ହସି ବେଦମ ହୋଇପଡ଼ିବେ।

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by 🍑 CHUTIYAPA 3M 🍑 (@_.chutiyapa._)

ବୃଦ୍ଧ ବ୍ୟକ୍ତି କୁକୁର ଭୟରେ ପଛକୁ ଦେଖି ଏତେ ଜୋରରେ ସାଇକେଲ ଚଳାଇବାକୁ ଲାଗୁଛନ୍ତି କି, ତାଙ୍କର ଧ୍ୟାନ ସାମ୍ନାକୁ ରହିନଥିଲା। ସେ ଆଗରେ ଥିବା ଏକ କେନାଲକୁ ଦେଖି ପାରିନଥିଲେ, ସେ ତ ସାଇକେଲରୁ ଓହ୍ଲାଇ ଯାଇଥିଲେ କିନ୍ତୁ ଆଣ୍ଟି ସିଧା ସାଇକେଲ ସହିତ କେନାଲ ଭିତରେ ପଡ଼ିଥିଲେ।

ଏହି ଭିଡ଼ିଓକୁ ଇଂଷ୍ଟାଗ୍ରାମ ରେ chutiyapa ନାମକ ଆକାଉଣ୍ଟରୁ ଶେୟର କରାଯାଇଥିଲା। ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହାକୁ ପରସ୍ପର ସହିତ ଶେୟର କରିବା ସହ କମେଣ୍ଟ ମଧ୍ୟ ଦେଉଛନ୍ତି। ଏହି ଭିଡ଼ିଓକୁ ଏଯାବତ 3.6 ଲକ୍ଷ ଲୋକ ଦେଖିସାରିଛନ୍ତି।।

Leave a Reply

Your email address will not be published.