କରୋନା ର ତୃତୀୟ ଲହରରେ ବଢିପାରେ ପିକ; ସୂଚନା ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଦେଶରେ କରୋନା କଟକଣା ଜାରି ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଏହି ଉପରେ ନଜର ରଖିଛନ୍ତି। ଆଉ ଠିକ୍ ସମୟରେ ରାଜ୍ୟ ସରକାର ପାର୍ବଣ ପାଇଁ ଗାଇଡ ଲାଇନ ଜାରି କରିବେ। ଆମେ ସର୍ଭିଲେନ୍ସ ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରଖାଯାଇଛି। ରାଜ୍ୟରେ କରୋନର ଦ୍ଵିତୀୟ ଲହରରେ ପିକରେ ୧୦ ହଜାର ପର୍ଯ୍ୟନ୍ତ ଯାଇଛି। ଆଉ ଏବେ ସ୍ଥିତି ଭଲ ରହିଛି। ଆକଳନ ଅନୁସାରେ, କରୋନର ତୃତୀୟ ଲହରରେ ପିକ ବୃଦ୍ଧି ପାଇବାର ଆ-ଶଙ୍କା ରହିଛି। ଆମେ ଏଥିପାଇଁ ପ୍ରସ୍ତୁତ ରହିଛି। ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *