ଦେଖନ୍ତୁ ଭିଡ଼ିଓ : କାର୍ଟୁନ ଦେଖି ସୁପର ହିରୋ ହେବାକୁ ଲାଗିଲା ଛୁଆ,ଟିଭିର କଲା ଏମିତି ଅବସ୍ଥା,ଦେଖିକରି ମା-ବାପା ହେଲେ ବେହାଲ୍

ବେଳେବେଳେ ଛୁଆର ଭୁଲ ଵଡ ମାନଙ୍କ ଉପରେ ଭାରି ପଡ଼ିଯାଏ|ଖାସକରି ଯେତେବେଳେ ଛୁଆ ଛୋଟ ହୋଇଥାନ୍ତି ତାଙ୍କ ଉପରେ ନଜର ନ ରଖିଲେ ଵଡ ସମସ୍ୟା ହୋଇଥାଏ|ଏମିତି କିଛି ଚୀନର ମାତାପିତାଙ୍କ ସହ ହୋଇଛି ଯେତେବେଳେ ଟିଭି ଦେଖୁଥିବା ସମୟରେ ତାଙ୍କ ଛୁଆ ସୁପରହିରୋ ହେବାପାଇଁ ଭାବିଲା|ଏହି ଛୁଆ କାର୍ଟୁନକୁ ଦେଖି ଅଚାନକ ସୁପରହିରୋର ନକଲ କରେ|ତାର ଏହି ଦୁଷ୍ଟାମୀ ଫଳରେ ନା କେଵଳ ମା ବାପାଙ୍କୁ ସମସ୍ୟା ହୁଏ ଟିଭି ଉପରେ ମଧ୍ୟ ପଡେ|

ଛୁଆମାନେ ବହୁତ ଖୁସି ଆଣନ୍ତି ତା ସହ ଟେନସନ ମଧ୍ୟ ଆଣିଥାନ୍ତି|ଆଜିକାଲି ଅଧିକାଂଶ ମାତାପିତା ତାଙ୍କ ଛୁଆକୁ ଚୁପ ରଖିବାକୁ ମୋବାଇଲ ଓ ଟିଭିର ବ୍ୟବହାର କରିଥାନ୍ତି|କିନ୍ତୁ ବେଳେବେଳେ ଛୁଆମାନେ ଏମିତି କାମ କରନ୍ତି ଯେ ମା ବାପା ମୁଣ୍ଡରେ ହାତ ଦେଇଥାନ୍ତି|ଚୀନରେ ଜଣେ ବାପା ସହ ଏପରି ହୋଇଛି|ତାଙ୍କ ଛୁଆମାନେ ଟିଭି ଦେଖୁଦେଖୁ ଏମିତି କାଣ୍ଡ କଲେ ଫଳରେ ମା ଵାପା ସହ ଲୋକମାନେ ଆଶ୍ଚର୍ୟ୍ଯ ହୋଇଗଲେ|ଛୋଟ ଛୁଆର ଏହି ହଇରାଣ ସୋସିଆଲ ମିଡିଆରେ ଜମେଇକି ଭାଇରାଲ ହେଉଛି ଯେଉଁଥିରେ ସେ କାର୍ଟୁନ୍ ଦେଖି ନକଲ କରୁଛି|

ସୋସିଆଲ ମିଡିଆରେ ଛୋଟ ଛୁଆର ବହୁତ ସୁନ୍ଦର ଭିଡିଓ ରହିଛି|ଏମିତି ଏକ ଭିଡିଓରେ ଛୁଆ କାର୍ଟୁନକୁ ଦେଖି ଅଚାନକ କୈାଣସି ସୁପରହିରୋର ନକଲ କରେ|ଏହାସହ ରୁମରେ ଥିବା ଜିନିଷକୁ ଉଠାଏ ଓ ଟିଭିକୁ ଫୋପାଡିବାକୁ ଲାଗେ|ଛୁଆର ଏ‌ହି ଦୁଷ୍ଟାମୀ ଫଳରେ ଟିଭି ସ୍କ୍ରିନ ଭାଙ୍ଗିଯାଏ|ଯଦିଓ ସେ ମଧ୍ୟ ଅଟକେ ନାହିଁ|ପ୍ରଥମେ ସେ ପ୍ଲାଷ୍ଟିକ ଖେଳନା ଟିଭି ସ୍କ୍ରିନକୁ ଫୋପାଡେ ଓ ପୁଣି ଷ୍ଟୁଲକୁ ଫୋପାଡେ|ପ୍ରକୃତରେ ଟିଭିରେ କାର୍ଟୁନ୍ ଚାଲୁଥାଏ ତେଣୁ ଛୁଆ ଏହାର ନକଲ କରେ|ଏହି ଚକ୍କରରେ ସେ ସୁପରହିରୋ ଭଳି କାର୍ଯ୍ୟ କରେ|ସେ ଟିଭି ଦେଖିବାରେ ଏତେ ମଜି ଯାଇଥିଲା ଯେ ଟିଭିର ହାଲତ ଖରାପ କରିଥିଲେ|ସୁପର ହିରୋ ଚକ୍କରରେ ସେ ଟିଭି ଭାଙ୍ଗିଦେଲା|

ଛୂଆର ଏହି କାର୍ଯ୍ୟ କ୍ୟାମେରାରେ ରେକର୍ଡ ହୋଇଯାଇଛି ଯାହା ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେଉଛି|ଏହି କ୍ୟୁଟ ଭିଡିଓକୁ ନାଓ ଦିସ ନ୍ୟୁଜରେ ସେୟାର କରାଯାଇଛି|ଲୋକମାନେ ଏହି ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି|ଲୋକମାନେ ନା କେବଳ ଏହି ଭିଡିଓକୁ ସେୟାର କରୁଛନ୍ତି ଏହା ସହ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି|ଏହାକୁ ଦେଖି ଲୋକମାନେ ଛୁଆର କାଣ୍ଡ କାରନାମା ସମ୍ପର୍କରେ ଜାଣି ଆଶ୍ଚର୍ଯ୍ୟ ହୋଇଛନ୍ତି|

Leave a Reply

Your email address will not be published.