ଭାଉଜ-ନଣନ୍ଦ ଏକା ସାଥିରେ ଫା-ଶୀ-ରେ ଝୁଲିଗଲେ, ପରସ୍ପରକୁ ବହୁତ ପ୍ରେମ କରୁଥିଲେ, ଟାଟୁ ମଧ୍ୟ କରିଥିଲେ,କିନ୍ତୁ ବର୍ତମାନ ….ଜାଣନ୍ତୁ ପୁରା ଘଟଣା

ପ୍ରେମ ମଧ୍ୟ ଅଜବ ଜିନିଷ ହୋଇଥାଏ। ଏହା ଯେତେବେଳେ ହୋଇଥାଏ ସେତେବେଳେ ମୁଣ୍ଡ କାମ କରିବା ବନ୍ଦ କରିଦିଆଯାଏ। କେବଳ ହୃଦୟ କଥା ଶୁଣିବା ଉଚିତ। ଏହି ପ୍ରେମରେ ଲୋକ ଜାତି, ଧର୍ମ ଜାତି, ରଙ୍ଗ ରୂପ ଓ ଆହୁରି ଜେଣ୍ଡର ମଧ୍ୟ ଦେଖିବା ଉଚିତ ନୁହେଁ। ପ୍ରେମ ପାଇଁ ଲୋକ କୌଣସି ସୀମା ପର୍ଯ୍ଯନ୍ତ ଚାଲିଯାନ୍ତି। କେହି ପ୍ରେମ ପାଇଁ କାହାରିକୁ ମାରି ଦିଅନ୍ତି ତୋ କେହି ନିଜେ ମ-ରି-ଯା-ନ୍ତି। ବର୍ତ୍ତମାନ ମଧ୍ୟପ୍ରଦେଶର ଏହି ଆଶ୍ଚର୍ଯ୍ୟକର ଘଟଣାକୁ ନେଇ ନିଅନ୍ତୁ। ଏଠାରେ ଭାଉଜ ନଣନ୍ଦ ଏକସାଥୀରେ ପଙ୍ଖାରେ ଝୁଲିଯାଇଛନ୍ତି।

ଏହି ବର୍ଷ ରକ୍ଷାବନ୍ଧନ ପର୍ବ ୨୨ ଅଗଷ୍ଟରେ ଥିଲା। ଭାଇ-ଭଉଣୀଙ୍କ ଅତୁଟ ପ୍ରେମର ପ୍ରତୀକ ଥିବା ଏହି ପର୍ବକୁ ସାରା ଦେଶରେ ଭାଇ ଭଉଣୀ ବହୁତ ଧୂମଧାମରେ ପାଳନ କରନ୍ତି। କେବଳ ଭଉଣୀ ଭାଇଙ୍କୁ ରାକ୍ଷୀ ବାନ୍ଧନ୍ତି ତାହା ନୁହେଁ ବରଂ ଦୁଇ ଭଉଣୀ ମଧ୍ୟ ପରସ୍ପରକୁ ରାକ୍ଷୀ ବାନ୍ଧନ୍ତି। ଭାଉଜ ଓ ନଣନ୍ଦଙ୍କର ସମ୍ପର୍କ ମଧ୍ୟ ଦୁଇ ଭଉଣୀଙ୍କ ପରି ହୋଇଥାଏ। ରକ୍ଷାବନ୍ଧନ ଦିନ ଏହି ଦୁଇଜଣ ପରସ୍ପରକୁ ରାକ୍ଷୀ ବାନ୍ଧନ୍ତି। କିନ୍ତୁ ମଧ୍ୟପ୍ରଦେଶର ଦତିୟା ଜିଲ୍ଲାରେ ରକ୍ଷାବନ୍ଧନ ଦିନ ଭାଉଜ ନଣନ୍ଦଙ୍କ ସହିତ ଏକ ସାଥିରେ ଆତ୍ମହତ୍ୟା କରି ନିଜ ଜୀବନକୁ ସମାପ୍ତ କରିଦେଇଛନ୍ତି।

ଏହି ମାର୍ଷିକ ଘଟଣା ଦତିୟା ଜିଲ୍ଲାର ଭାଣ୍ଡର ଥାନାରେ ରବିବାର ଦିନ ସାମ୍ନାକୁ ଆସିଥିଲା। ଏଠାରେ ବଡେରା ଗାଁରେ ୩୦ ବର୍ଷର ଭାଉଜ ପୁନମ ଓ ୨୨ ବର୍ଷର ନଣନ୍ଦ ମଞ୍ଜୁଙ୍କ ଶବ ଏକସାଥୀରେ ଘରେ ପଙ୍ଖାରେ ଫାଶୀ ଦେଇଦେଇଥିଲେ। ଏହି ଘଟଣାରେ ସାରା ଅଞ୍ଚଳରେ ହଡକମ୍ପ ବ୍ୟାପୀଯାଇଥିଲା। ସୂତ୍ର ଅନୁସାରେ ଆତ୍ମହତ୍ୟା କରିବା ପୂର୍ବରୁ ଦୁଇଜଣଙ୍କ ମଧ୍ୟରେ କୌଣସି କଥାକୁ ନେଇ କଥାବାର୍ତ୍ତା ହୋଇଥିଲା। ଏହା ପରେ ଦୁଇଜଣ ରୁମ ଭିତରକୁ ଚାଲିଗଲେ। ପୁନମଙ୍କ ୫ବର୍ଷର ପୁଅ ଯେତେବେଳେ ରୁମ ଭିତରକୁ ପ୍ରବେଶ କରିଲେ ଦେଖିଲେକି ନଣନ୍ଦ ଓ ଭାଉଜ ପଙ୍ଖାରେ ଝୁଲୁଛନ୍ତି। ଶୀଘ୍ର ସ୍ଵାମୀ ଓ ପରିଜନ ମୌକାରେ ଆସିଗଲେ ଓ ଶବକୁ ବାହାର କରିଲେ। ଏହାପରେ ପୋଲିସକୁ ସୂଚନା ଦେଲେ।

ପୋଲିସ ଯେତେବେଳେ ଯାଞ୍ଚ ଆରମ୍ଭ କରିଲା ସେତେବେଳେ ସାମ୍ନାକୁ ଆସିଲାକି ଭାଉଜ ନଣନ୍ଦଙ୍କ ମଧ୍ୟରେ ଗଭୀର ମିତ୍ରତା ଥିଲା। ସେ ପରସ୍ପରକୁ ବହୁତ ଭଲ ପାଉଥିଲେ। ଭାଉଜ ନିଜର ନଣନ୍ଦଙ୍କ ନାମରେ ଟାଟୁ ମଧ୍ୟ କରିଥିଲେ। ତେବେ ପୁନମଙ୍କ ସ୍ୱାମୀଙ୍କୁ ଭାଉଜ ନଣନ୍ଦଙ୍କର ଏହି ପ୍ରେମ ପସନ୍ଦ ଆସୁନଥିଲା। ଏହି ବିଷୟରେ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା। ଏହି ଘଟଣା ପୂର୍ବରୁ ମଧ୍ୟ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏଥିରେ ରାଗିଯାଇ ଭାଉଜ ନଣନ୍ଦ ପରସ୍ପରକୁ ଭେଟି ଆତ୍ମହତ୍ୟା ପରି ଏକ ବଡ ପଦକ୍ଷେପ ନେଇଥିଲେ।

ସୂଚନା ମୁତାବିକ ପୁନମଙ୍କ ବିବାହକୁ ସାତ ବର୍ଷ ପୂର୍ବେ ରାମୁଙ୍କ ସହ ହୋଇଥିଲା। ମଞ୍ଜୁଙ୍କ ବିବାହ ଏହି ବର୍ଷ ଜୁନରେ ଅଙ୍କିତ ଯାଦବ ନାମକ ବ୍ୟକ୍ତିଙ୍କ ସହ ହୋଇଥିଲା। ପୋଲିସ ମାମଲା ରୁଜ୍ଜୁ କରିନେଇଛି। ସେ ଯାଞ୍ଚ ଲାଗିଯାଇଛି। ପ୍ରଥମେ ସେ ଜାଣିବାକୁ ଚାହୁଁଥିଲେକି ଦୁଇଜଣଙ୍କର ଆତ୍ମହତ୍ୟା କରିବା ପଛରେ ବାସ୍ତବ କାରଣ କଣ। ଏହା ସହିତ ମହିଳାଙ୍କ ସ୍ଵାମୀ ଓ ଶ୍ଵଶୁରଘର ଲୋକ ସୂଚନା ପାଇ ସାରିଛନ୍ତି।

ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସମ୍ପୂର୍ଣ ମାମଲାକୁ ଆପଣ କେଉଁ ପ୍ରକାର ଦେଖୁଛନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।

Leave a Reply

Your email address will not be published.