ଶାରୀରିକ ସମ୍ବନ୍ଧ ସମୟରେ ଯୁବକ ନିଜର ପ୍ରାଇଭେଟରେ ଲଗାଇଦେଲେ ଫେବିକ୍ଵିକ,ଚାଲିଗଲା ଜୀବନ…ଜାଣନ୍ତୁ ପୁରା ଘଟଣା

ଗୁଜୁରାଟର ଅହମ୍ମଦାବାଦରେ ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି, ଯେଉଁଠି ସେକ୍ସ ସମୟରେ ପ୍ରୟୋଗ କରିବା ସମୟରେ ଯୁବକଙ୍କୁ ମୃତ୍ୟୁ ହୋଇଗଲା। କୁହାଯାଉଛିକି ମୃତକଙ୍କ ପାଖରେ ଗାର୍ଲଫ୍ରେଣ୍ଡ ସହ ସେକ୍ସ କରିବା ପାଇଁ କଣ୍ଡୋମ ନଥିଲା ସେଥିପାଇଁ ସେ ନିଜର ପ୍ରାଇଭେଟ ପାର୍ଟରେ ଫେବିକ୍ଵିକ ଲଗାଇଦେଲେ କିନ୍ତୁ ଏହି କାରଣରୁ ମଲ୍ଟିପଲ ଅର୍ଗାନ ବିଫଳ ହୋଇଗଲେ ଓ ପରେ ତାଙ୍କର ମୃତ୍ୟୁ ହୋଇଗଲା। କୁହାଯାଉଛିକି ମୃତକଙ୍କୁ ଡ୍ରଗ ନେବାର ଅଭ୍ଯାସ ଥିଲା।

କ-ଣ୍ଡୋ-ମ ନଥିଲା ସେଥିପାଇଁ ଫେବିକ୍ଵିନ ଲଗାଇଦେଲେ ପ୍ରାଇଭେଟ ପାର୍ଟରେ:-

ପୋଲିସଙ୍କ କହିବା ଅନୁସାରେ ମୃତକଙ୍କର ବୟସ ୨୫ ବର୍ଷ ଅଟେ ଓ ସେ ନିଜର ପୂର୍ବ ମଙ୍ଗେତରଙ୍କ ସହ ହୋଟେଲ ଯାଇଥିଲେ। ଏହା ବ୍ଯତୀତ ପୋଲିସ କହିଲେକି ମୃତକ ଓ ତାଙ୍କର ଗାର୍ଲଫ୍ରେଣ୍ଡଙ୍କୁ ଡ୍ରଗ୍ସ ନେବାର ଅଭ୍ଯାସ ଥିଲା ଓ ଦୁଇଜଣ ଡ୍ରଗ୍ସ ସେବନ ସହିତ ଶାରୀରିକ ସମ୍ବନ୍ଧ ରଖିବା ପାଇଁ ଚିନ୍ତା କରିଲେ। କିନ୍ତୁ ସେହି ସମୟରେ ତାଙ୍କ ପାଖରେ କଣ୍ଡୋମ ନଥିଲା ଯେଉଁ କାରଣରୁ ବ୍ୟକ୍ତିଜଣକ ଫେବିକ୍ଵିକ ନିଜର ପ୍ରାଇଭେଟ ପାର୍ଟରେ ଲଗାଇଦେଲେ। ସିସିଟିଭିର ଯାଞ୍ଚରେ ଜଣାପଡିଲାକି ମୃତକ ଯୁବକ ହୋଟେଲ ଆସିଥିଲେ। ସେତେବେଳେ ତାଙ୍କ ସହିତ ଦୁଇଜଣ ଝିଅ ଥିଲେ, ଜଣେ ତାଙ୍କ ସହିତ ହୋଟେଲରେ ଥିଲେ ଓ ଦ୍ଵିତୀୟ ଝିଅ ଜଣକ ସ୍କୁତି ନେଇ ସେଠାରୁ ଚାଲିଯାଇଥିଲେ।

ଡ୍ରଗ୍ସ ନେବା ସହିତ କରିଥିଲେ ସେକ୍ସ ପ୍ଳାନ:-

ଏହି ମାମଲର ଯାଞ୍ଚ କରି ଏକ ପୋଲିସ ଅଧିକାରୀ କହିଲେକି ଏହି ଲୋକ ଫେବିକ୍ଵିକକୁ ନିଜ ସାଥିରେ ନେଇ ଆସିଥିଲେ। କାରଣ ନିଶା ସମୟରେ କେବେ କେବେ ହ୍ଵାଇଟନର ସହିତ ଏହାକୁ ମିଶାଇ ବ୍ୟଭାର କରାଯାଏ। ଘଟଣାର ଆଗାମୀ ଦିନ ବ୍ୟକ୍ତି ଅମ୍ବର ଟାୱାର ପାଖରେ ବେହୋସ ଅବସ୍ଥାରେ ମିଳିଥିଲେ ଓ ତାଙ୍କର ସାଙ୍ଗ ତାଙ୍କୁ ଘରକୁ ନେଇଗଲେ। ମୃତକଙ୍କ ମା-ବାପାଙ୍କୁ ଜଣାଥିଲାକି ସେ ଡ୍ରଗ୍ସ ନିଅନ୍ତି, ଯେଉଁ କାରଣରୁ ସେ ବେହୋସ ହୋଇଯାଇଛନ୍ତି। କିନ୍ତୁ ଯେତେବେଳେ ଲମ୍ବା ସମୟ ପର୍ଯ୍ଯନ୍ତ ତାଙ୍କର ହୋସ ଆସିଲା ନାହିଁ ସେତେବେଳେ ତାଙ୍କୁ ତାଙ୍କର ପରିଜନ ଅହମ୍ମଦାବାଦ ସିଭିଲ ହସ୍ପିଟାଲ ନେଇଗଲେ। ଯେଉଁଠି ତାଙ୍କର ମୃତ୍ୟୁର ହୋଇଗଲା।

ପୋଲିସ ଏକ୍ସିଡେଣ୍ଟାଲ ମୃ-ତ୍ୟୁ-ର ମାମଲା ରୁଜ୍ଜୁ କରିଛି:-

ପୋଲିସ ଏକ୍ସିଡେଣ୍ଟାଲ ମୃତ୍ୟୁର ମାମଲା ରୁଜ୍ଜୁ କରି ଯାଞ୍ଚ ଆରମ୍ଭ କରିଦେଇଛନ୍ତି। ଯାଞ୍ଚ ଓ ମେଡିକାଲ ରିପୋର୍ଟ ଆଧାରରେ ପୋଲିସକୁ ଜଣାପଡିଲାକି ମୃତକ ନିଜର ପ୍ରାଇଭେଟ ପାର୍ଟରେ ଫେବିକ୍ଵିକ ଲଗାଇଥିଲେ। ଏହା ପରେ ତାଙ୍କର ମଲ୍ଟିପଲ ଅର୍ଗାନ ବିଫଳ ହେବାକୁ ଲାଗିଲା ଓ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୋଲିସକୁ ବିସରା ରିପୋର୍ଟର ଅପେକ୍ଷା ଅଛି, ଯେଉଁଥିରେ ଏହି ମାମଲା ପରିଷ୍କାର ଭାବରେ ଜଣାପଡିଯିବ।

Leave a Reply

Your email address will not be published. Required fields are marked *