ଦେଖନ୍ତୁ ମଜାଦାର ଭିଡ଼ିଓ : ଫିଲ୍ମ ଷ୍ଟାଇଲରେ ଧରାପଡିଲା ଚୋର, ଭିଡିଓ ଦେଖିକି ଲୋକମାନେ କହୁଛନ୍ତି “ବ୍ୟକ୍ତିର ନଜର ବାସ୍ତବରେ କମାଲ ଅଟେ”

ଯଦି ଆପଣ ଇଣ୍ଟରନେଟ୍ ଦୁନିଆରେ ଆକ୍ଟିଭ ରହୁଛନ୍ତି ତେଵେ ଆପଣ ଜାଣିଥିବେ|ଏଠାରେ ମଜାଦାର ଭିଡିଓ ମିଳିଥାଏ|ଯାହାକୁ ୟୁଜର୍ସ ଵହୁ ପସନ୍ଦ କରୁଛନ୍ତି|କିଛି ଭିଡିଓ ଆଶ୍ଚର୍ଯ୍ୟ କରୁଥିବା ବେଳେ କିଛି ଭିଡିଓକୁ ଦେଖି ହସିହସି ଗଡିଯିବେ|ଏହି କ୍ରମରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବା ସହ ହସିହସି ଗଡିଯିବେ|

ଭାଇରାଲ ହେଉଥିବା ଭିଡିଓରେ ବ୍ୟକ୍ତି ଯେଭଳିଭାବେ ଚୋର କୁ ତାକୁ ଦେଖି ଆପଣ ମଧ୍ୟ କିଛି ମୁହୂର୍ତ୍ତରେ ପାଇଁ ଆଶ୍ଚର୍ଯ୍ୟ ହୋଇଯିବେ ଓ ବୋଧହୁଏ ଚୋର ଭାବିନଥିବ ଯେ ସେ ଏଭଳି ଭାବେ ଧରାହେବ କାହିଁକି ନା ସେ ଯେଭଳି ଭାବରେ ଧରାପଡିଲା ଫିଲ୍ମରେ ସେମିତି ଧରାଯାଏ|

ଭିଡିଓରେ ଆପଣ ଦେଖିପାରିବେ ଯେ ଦୁଗଜଣ ଲୋକ ମଜାରେ ଦୋକାନରେ ଠିଆ ହୋଇଛନ୍ତି ଓ ସାମ୍ନାରେ ସଡକରେ ଚୋର ଯାଉଥାଏ|ଯେମିତି ଚୋର ଦୋକାନ ସାମନାକୁ ଆସେ ଦୋକାନରେ ଛିଡା ହୋଇଥିବା ବ୍ୟକ୍ତିର ନଜର ତା ଉପରେ ପଡେ ଓ ସେ ଶୀଘ୍ର ଟେବଲକୁ ଚୋରର ଗୋଡକୁ ଫୋପାଡେ ଓ ଯାହା ଯାଇ ଚୋର ଠାରେ ଲାଗେ ଓ ସେ ଧରାପଡିଥାଏ|

ସୋସିଆଲ ମିଡିଆରେ ଲୋକମାନେ ଜମେଇକି ପ୍ରଶଂସା କରୁଛନ୍ତି|ଜଣେ ୟୁଜର ଲେଖିଛନ୍ତି ଏହି ବ୍ୟକ୍ତିଙ୍କ ଲକ୍ଷ୍ୟ ବାସ୍ତବରେ କମାଲ|ଆଉଜଣେ ଲେଖିଛନ୍ତି ଚୋର କେଵେ ଭାବିନଥିବ ଯେ ସେ ଏଭଳି ଧରାହେବ|ଆଉଜଣେ ଲେଖିଛନ୍ତି ମୋତେ ଲାଗେ ତା ଭାଗ୍ୟ ଖରାପ ତେଣୁ ସେଭଳି ଧରାପଡିଲେ|

ଟୁଇଟରରେ ଏହି ଭିଡିଓକୁ “@ଏଚ୍ଏଲଡିମାଇବିର୍”ନାମକ” ଏକାଉଣ୍ଟରୁ ସେୟାର କରାଯାଇଛି|ଏହା ସହ ସେ ମଜାଦାର କ୍ୟାପ୍ସନ ମଧ୍ୟ ଲେଖିଛନ୍ତି|ଏହାକୁ ୮୦ ହଜାରରୁ ଉର୍ଦ୍ଧ୍ଵ ଲୋକ ଦେଖିସାରିଲେଣି|ବ୍ୟକ୍ତିର ଲକ୍ଷ୍ୟ ଦେଖିକି ଆପଣ ମଧ୍ୟ ଚିନ୍ତିତ ହୋଇଯିବେ|ଏହା କେମିତି ଲାଗିଲା କମେଣ୍ଟ କରି ଜଣାନ୍ତୁ

Leave a Reply

Your email address will not be published. Required fields are marked *