ଦଶମ ପାସ କରିଥିବା ପାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ବିନା ପରୀକ୍ଷାରେ ମିଳିବ BSF ଚାକିରି

BSF ରେ ଚାକିରି କରିବାକୁ ଇଛୁକ ଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। BSF ସ୍ପୋଟର୍ସପର୍ସନ କନେଷ୍ଟବଳ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି। ଯୋଗ୍ଯ ପ୍ରାର୍ଥୀ ଏହି ପଦବୀ ପାଇଁ BSF ଅଧିକାରକ ୱେବସାଇଟ rectt.bsf.gov.in କୁ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଅଗଷ୍ଟ ୯ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଏହା ବ୍ୟତୀତ ଯୋଗ୍ୟ ପ୍ରାର୍ଥୀ ସିଧାସଳଖ ଲିଙ୍କ https://rectt.bsf.gov.in/ ରେ କ୍ଲିକ କରି ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏହା ସହିତ ଲିଙ୍କ http://www.davp.nic.in/WriteReadData/ADS/eng_19110_44_2122b.pdf ଜରିଆରେ ସମସ୍ତ ବିବରଣୀ ସମ୍ପର୍କରେ ନୋଟିଫକେସନ ମଧ୍ୟ ଦେଖିପାରିବେ।

ପଦବୀ ବିବରଣୀ: ୨୬୯

ଜରୁରୀ ତାରିଖ: ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଆବେଦନ କରିବାର ଶେଷ ତାରିଖ ରହିଛି।

Google

ଶିକ୍ଷାଗତ ଯୋଗ୍ଯତା:

ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ କୌଣସି ମାନ୍ଯତାପ୍ରାପ୍ତ ବୋର୍ଡ କିମ୍ବା ମାଟ୍ରିକ ପରୀକ୍ଷା ପାସ କରିଥିବା ଆବଶ୍ୟକ।

ବୟସ ସୀମା:

ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୩ ବର୍ଷ ହୋଇଥିବା ଦରକାର।

ଦରମା:

ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ମାସିକ ୨୧ ହଜାରରୁ ଊର୍ଦ୍ଧ୍ବ ୬୯,୧୦୦ ଟଙ୍କା ପର୍ଯ୍ୟନ୍ତ ଦରମା ଦିଆଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *