ବାବା ବିଜୟାନନ୍ଦ ଚୌଧୁରୀ ଠ-କେଇ ଅଭି-ଯୋଗରେ ଗି-ରଫ ହୋଇଥିଲେ, ବାବାଙ୍କର ଛଦ୍ମ ବେଶର ଫଟୋ ଭାଇରାଲ

ଖୋଲୁଅଛି ଆତ୍ମଘୋଷିତ ବାବାଙ୍କର ସମସ୍ତ ଗୁମର। ଓଟିଡିସି ନାମରେ ୩ କୋଟି ଟଙ୍କାର ଠ-କେଇ ମାମ-ଲାରେ ଆ-ତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀଙ୍କୁ ଗି-ରଫ କରାଯାଇଛି। ଅର୍ଥନୈତିକ ଅପ-ରାଧ ଶାଖା କାରଣରୁ ତାଙ୍କୁ ଗି-ରଫ କରାଯାଇଥିଲା। ଗି-ରଫ ପରେ ଧୀରେ ଧୀରେ ତାଙ୍କର ସମସ୍ତ ଗୁମର ଫିଟିବାରେ ଲାଗିଛି। ତାଙ୍କ ନାମରେ ବର୍ତ୍ତମାନ ଅଭି-ଯୋଗର ଫର୍ଦ୍ଦ ଧୀରେ ଧୀରେ ବଢିଚାଲିଛି।

ଠ-କେଇ ଶିକା-ରରେ ବ୍ୟକ୍ତିମାନେ କ୍ରାଇମବ୍ରାଞ୍ଚର EOW ନିକଟରେ ଅଭି-ଯୋଗ କରିଛନ୍ତି। ଅନ୍ୟପଟେ ଭଣ୍ଡ ବାବାଙ୍କର କିଛି ଫଟୋ ସାମ୍ନାକୁ ଆସିଛି। ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ବାବା ହୋଇଥିଲେ। କେତେବେଳେ ଗେରୁଆ ବସ୍ତ୍ର ତୋ ଆଉ କେତେବେଳେ ଧଳାବସ୍ତ୍ର ପିନ୍ଧି ଲୋକମାନଙ୍କୁ ଠ-କୁଥିଲେ। ଏଭଳି ଏକାଧିକ ଛଦ୍ମବେଶର ଫଟୋ ବର୍ତ୍ତମାନ ସୋସିଅଲ ମିଡିଆରେ ଧୀରେ ଧୀରେ ଭାଇରାଲ ହେବାରେ ଲାଗିଛି ।

ତନ୍ତ୍ରମନ୍ତ୍ର ମାଧ୍ୟମରେ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟରମାନଙ୍କୁ ମାୟାଜାଲରେ ଫସାଇ ମାଷ୍ଟ-ରପ୍ଳା-ନ କରୁଥିଲେ। ବଡ ବଡ କଣ୍ଟ୍ରାକ୍ଟରଙ୍କ ଠାରୁ କୋଟି କୋଟି ଟଙ୍କା ଠ-କିଛନ୍ତି। ତେବେ EOW ନିକଟରେ ଏକାଧିକ ଅଭି-ଯୋଗ କରାଯାଇଥିଲା ଯାହାପରେ ତାଙ୍କୁ ରି-ମା-ଣ୍ଡରେ ଅଣା ଯାଇଥିଲା ଓ ତାଙ୍କୁ ପଚ-ରାଉ-ଚରା କରାଯାଇଥିଲା ଓ ତାପରେ ଏହି ବିଷୟରେ ସୂଚନା ମିଳିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *