ଭିଡିଓ ଦେଖନ୍ତୁ: ସିଂହ କରିଲା ଉଡୁଥିବା ବଣୁଆ ଚିଲର ଶି-କାର! ଆପଣ ଭିଡିଓ ଦେଖିଲେ ଆ-ଶ୍ଚର୍ଯ୍ୟ ହୋଇଯିବେ…

ସିଂହକୁ ଜଙ୍ଗଲର ସବୁଠାରୁ ଶକ୍ତିଶାଳୀ ପଶୁ ଭାବରେ ବିବେଚନା କରାଯାଏ। ଚାଲାକ ଦୃ-ଷ୍ଟିରୁ ଭଲ ଶି-କାରୀ ଭାବରେ ମଧ୍ୟ ବିବେଚନା କରାଯାଇଥାଏ। ଏଥିପାଇଁ ତାକୁ ଜଙ୍ଗଲର ରାଜା ବୋଲି ମାନ୍ୟତା ଦିଆଯାଇଛି। ଇଣ୍ଟରନେଟରେ ସିଂହ ଅନ୍ୟ ଜୀବଜନ୍ତୁଙ୍କ ଶି-କାର କରୁଥିବାର ଆପଣ ନି-ଶ୍ଚିତ ଦେଖିଥିବେ କିନ୍ତୁ କେବେ ଏକ ଉଡୁଥିବା ପକ୍ଷୀର ଶି-କାର କରୁଥିବାର ଆପଣ କେବେ ଦେଖିଛନ୍ତି କି?

ଆଜି ଏହିପରି ଏକ ଭିଡ଼ିଓ ଦେଖାଇବାକୁ ଯାଉଛୁ ଯେଉଁଥିରେ ସିଂହଟିର ଏକ ଉଡୁଥିବା ଚିଲକୁ ଶି-କାର କରୁଥିବାର ଦେଖିବାକୁ ମିଳୁଛି। ଭାଇରାଲ ହେଉଥିବା ଏହି ଭିଡ଼ିଓକୁ ଅନେକଗୁଡିଏ ଚିଲ ଏକ ହ୍ରଦ ପାଖରେ ପାଣି ପିଉଥିବାର ଦେଖାଯାଉଛି। ହଠାତ ସେ ସିଂହଟି ପହଞ୍ଚିବାରୁ ସବୁ ପକ୍ଷୀ ଯୁଆଡେ ଉଡ଼ି ପଳାଉଛନ୍ତି। କିନ୍ତୁ, ଏହାରି ଭିତରେ ଗୋଟିଏ ଚିଲ ସିଂହର ସାମ୍ନାରେ ପଡ଼ିଯାଏ। ଚିଲଟି ବହୁତ ଚେଷ୍ଟା କରେ ତା ସତ୍ବେ ମଧ୍ୟ ସିଂହ କବଳରୁ ଖସି ପାରେନାହିଁ। ଶେଷରେ, ସିଂହଟି ଚିଲକୁ ସହଜରେ ସହଜରେ ଶି-କାର କରିନେଲା।

ଦେଖନ୍ତୁ ଭିଡ଼ିଓ:-

ଏହି ଭିଡ଼ିଓଟିକୁ “Life and Nature” ନାମକ ଏକ ପେଜ ଦ୍ୱାରା ଟ୍ୱିଟରରେ ସେୟାର କରାଯାଇଛି। ଅଗଷ୍ଟ ୨୧ ତାରିଖ ଦିନ ଏହି ଭିଡିଓକୁ ଅପଲୋଡ଼ କରଯାଇଥିଲା ଓ ଏହି ଭିଡ଼ିଓଟିକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ ମଧ୍ୟ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *