ମହିଳାଙ୍କୁ ତାଙ୍କର ଜଣେ ବନ୍ଧୁ କଲେ ଏମିତି ହଇରାଣ ,ସଡକରେ ହେଲା ଏମିତି ମଜାକ୍,ଭାଇରାଲ ହେଲା ଭିଡିଓ

ସୋସିଆଲ ମିଡିଆରେ ମଜାକ ମସ୍ତି ଭିଡିଓ ଖୁବ ପସନ୍ଦ କରାଯାଉଛି|ଖାସକରି ପ୍ରାଙ୍କ ଭିଡିଓ ଯାହାକୁ ୟୁଜର୍ସ ବହୁ ପସନ୍ଦ କରିଥାନ୍ତି|ଏହି ଭିଡିଓ ଏତେ ମଜାଦାର ହୋଇଥାଏ ଯେ ଲୋକମାନେ ତାକୁ ଦେଖିବାମାତ୍ରେ ନିଜର ମୋବାଇଲ ଫୋନରେ ତାକୁ ସେଭ୍ କରିନିଅନ୍ତି,ଓ ଯେତେବେଳେ ଷ୍ଟ୍ରେସ ଅନୁଭବ କରନ୍ତି ତେଵେ ଭିଡିଓ ଦେଖିକି ମନ ଶାନ୍ତି କରିଥାନ୍ତି|ଏଵେ ଏମିତି ପ୍ରାଙ୍କ ଭିଡିଓ ଲୋକଙ୍କ ମଧ୍ୟରେ ଭରି ରହିଛି|ଯାହାକୁ ଦେଖି ଆପଣ ହସ କଣ୍ଟ୍ରୋଲ କରିପାରିବେ ନାହିଁ|

ଭିଡିଓରେ ଜଣେ ମହିଳା ତାଙ୍କ ସାଙ୍ଗ ସହ ବଡ ମଜାକ ତରିକାରେ ପ୍ରାଙ୍କ କରିଥାନ୍ତି|ଯେଉଁଥିରେ ସେ ପେପର କ୍ରାଫ୍ଟକୁ ଏମିତି ବ୍ୟବହାର କରିଥାନ୍ତି ଯେ ମଝି ରାସ୍ତାରେ ତାର ମଜା ବନିଯାଏ ଓ ପୂରା ଭିଡିଓରେ ସବୁଠାରୁ ମଜାଦାର ଜିନିଷ ଏହା ଯେ ଯା ସହ ଏହି ପ୍ରାଙ୍କ ହୋଇଥାଏ,ତାକୁ ଦୋସ୍ତର କରତୁତ ଏକଦମ ଶେଷରେ ପଡେ|

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Kaint Mutiyaran❤️ (@kaint_muttiyaran)

ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ମହିଳା ବେଞ୍ଚରେ ବସିଥାଏ, ସେତେବେଳେ ତାର ସାଙ୍ଗ ଆସେ ଓ ସେ ବେଞ୍ଚରେ ବସିବା ପୂର୍ବରୁ ସେଠାରେ ପେପର କ୍ରାଫ୍ଟ ପରି କିଛି ଜିନିଷ ରଖିଦିଏ|ଯେମିତି ତାଙ୍କ ସାଙ୍ଗ ସେଠାରେ ଵସେ ତା ଜିନ୍ସରେ ଲାଖିଯାଏ ଓ ଯେମିତି ଚାଲେ ପେପର କ୍ରାଫ୍ଟ ମଧ୍ୟ ତା ପଛେ ପଛେ ଚାଲେ|ଯାହାକୁ ଦେଖି ମହଜୁଦ ଲୋକ ହସନ୍ତି ଯେତେବେଳେ ମହିଳାଙ୍କୁ ଜଣାପଡେ ସେ ସାଙ୍ଗ ଉପରେ ରାଗିଯାନ୍ତି|

ସୋସିଆଲ ମିଡିଆରେ ଏହି ଭିଡିଓ ଜୋରରେ ଭାଇରାଲ ହେଉଛି|ଯାହା ଉପରେ ଲୋକମାନେ ମଜାଦାର କମେଣ୍ଟ କରୁଛନ୍ତି|ଜଣେ ୟୁଜର କହିଛନ୍ତି ଏହିଭଳି ମଜା ପବ୍ଲିକ ପ୍ଲେସରେ କରିବା କଥା ନୁହେଁ|ଆଉଜଣେ କହିଛନ୍ତି ଏହାକୁ ଦେଖି ହସିହସି ଗଡ଼ିଗଲେ|

ଆପଣଙ୍କୁ କହିରଖେ ଯେ ଏହି ମଜାଦାର ଭିଡିଓକୁ ସୋସିଆଲ ମିଡିଆରେ ଇନଷ୍ଟାଗ୍ରାମ ସାଇଟରେ କେଣ୍ଟ_ମୁଟିୟାରାନ୍ ନାମକ ୟୁଜର ସେୟାର କରିଛନ୍ତି|ଯାହାସହ ସେ ମଜାଦାର କ୍ୟାପ୍ସନ ମଧ୍ୟ ଲେଖିଛନ୍ତି|ଆପଣ ମଧ୍ୟ ଜଣାନ୍ତୁ କିଭଳି ଲାଗିଲା?

Leave a Reply

Your email address will not be published. Required fields are marked *