ତାଲିବାନ ଉପରେ ପ୍ରତିବନ୍ଧକ ଲଗାଯିବ ନା ମାନ୍ୟତା ଦିଆଯିବ? ଆଜି ନିଆଯିବ ବଡ଼ ନିଷ୍ପତ୍ତି, ଗୋଟିଏ ମଞ୍ଚରେ ଏକାଠି ହେବେ ବିଶ୍ଵର ୭ ଶକ୍ତିଶାଳୀ ରାଷ୍ଟ୍ର

ଆଫଗାନିସ୍ତାନରେ ତାଲିବାନର ଶାସନ ସମ୍ପର୍କରେ ଆମେରିକା ସହିତ ସହଯୋଗୀ ଦେଶଗୁଡିକ ନେବେ ବଡ ନିଷ୍ପତ୍ତି । ଆଜି ତାଲିବାନକୁ ବିଶ୍ୱରେ ଅଲଗା କରିବାପାଇଁ ସମସ୍ତ ପ୍ରକାରର ପ୍ରତିବନ୍ଧକ ଲାଗୁ କରାଯିବ ନା ସ୍ଵୀକୃତି ଦିଆଯିବ, ସେ ସମ୍ପର୍କରେ ଏକାଠି ହେବେ ବିଶ୍ୱର ୭ ଦେଶ। ଜରୁରୀ ବୈଠକ ଡକାଯାଇଛି। ଆଜି ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଜି -7 ଦେଶର ନେତାଙ୍କ ସହିତ ଏକ ଭର୍ଚୁଆଲ ବୈଠକ କରିବେ।

ଏହି ବୈଠକରେ ଅଗଷ୍ଟ ୩୧ ତାରିଖ ପରେ ମଧ୍ୟ ଆଫଗାନିସ୍ତାନରେ ରହିବାକୁ ଆମେରିକାର ନାଟୋ ଦେଶଗୁଡିକର ବାହିନୀକୁ କିଛି ସମୟ ପାଇଁ ବନ୍ଦ କରିବା ବିଷୟରେ ଆଲୋଚନା ହୋଇପାରେ। ତାଲିବାନ ଆଫଗାନିସ୍ତାନକୁ ଦାୟିତ୍ଵ ନେବା ପରଠାରୁ ପ୍ରତିଦିନ ହଜାର ହଜାର ଲୋକ ଆଫଗାନିସ୍ଥାନ ଛାଡୁଛନ୍ତି। ଏହି ସମୟରେ ତାଲିବାନ ଚେତା-ବନୀ ଦେଇଛି ଯେ, ଯଦି ନିର୍ଦ୍ଦିଷ୍ଟ କରାଯାଇଥିବା ସମୟ ସୀମା ପରେ ମଧ୍ୟ ଆମେରିକା ଏବଂ ବ୍ରିଟେନ ଆଫଗାନିସ୍ତାନରେ ନିଜର ସୈନ୍ୟ ନ ହଟାନ୍ତି । ତାହେଲେ, ଏହାର ପରିଣାମ ବହୁତ ଭ-ୟଙ୍କର ହେବା।

Google

ସୂଚନା ଅନୁସାରେ, ଅଗଷ୍ଟ ୧୫ ତାରିଖରେ ତାଲିବାନ ସମଗ୍ର ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିଲା। ଯାହା ଫଳରେ ଆମେରିକା ସହିତ ସମଗ୍ର ବିଶ୍ୱ ଆ-ଶ୍ଚର୍ଯ୍ୟ ହୋଇଯାଇଥିଲା। ତାଲିବାନ ଶା-ସନ ପାଇଁ ସେଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଭ-ୟ ଖେଳିଯାଇଛି। ସମସ୍ତ ଦେଶ ନିଜ ଦେଶର ନାଗରିକଙ୍କୁ ସ୍ଥାନାନ୍ତର କରିବାରେ ନିୟୋଜିତ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *